ବାଘଲଟି ଜଳଭଣ୍ଡାରର ୨ ଗେଟ୍ ଖୋଲିଲା: ବାହୁଦାରେ ବନ୍ୟା ଆଶଙ୍କା, ନଜର ରଖିଛନ୍ତି ବିଭାଗୀୟ ଅଧିକାରୀ

ପାତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବାବେଳେ ବାହୁଦା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ବାହୁଦାର ଉପରମୁଣ୍ଡରେ ଥିବା ବାଘଲଟି ଜଳଭଣ୍ଡାରକୁ ଜଳ ପ୍ରବେଶ ଦ୍ରୁତ ବଢ଼ିବାରୁ ବୁଧବାର ସନ୍ଧ୍ୟାରେ ପ୍ରଥମଥର ପାଇଁ … Read More

ଭୂସ୍ଖଳନ: କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣଧୀନ ଗାର୍ଡୱାଲ୍

ଭଞ୍ଜନଗର: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ନିର୍ମାଣଧୀନ ଗାର୍ଡୱାଲ୍। ଘାଟିର ଅନ୍ଧାରକୋଟି ସମ୍ମୁଖରେ ନିର୍ମାଣ ଚାଲିଥିବା ଗାର୍ଡୱାଲ୍ ବର୍ଷା ପାଣିରେ ଧୋଇ ହୋଇଯାଇଥିବା ସୂଚନା ମିଳିଛି। କଳିଙ୍ଗା ଘାଟିର ଅନ୍ଧାରିକୋଟ ଉପରମୁଣ୍ଡରେ ଗାର୍ଡୱାଲ୍ ନିର୍ମାଣ … Read More

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ସ୍ଥିତ ଏକ ଘରେ ବୁଧବାର ସନ୍ଧ୍ୟାରେ ଘରୋଇ କଳହରୁ ହତ୍ୟାକାଣ୍ଡ ଘଟିଛି। ଜଣେ ୩୨ ବର୍ଷୀୟ ବ୍ୟକ୍ତି ନିଜର ୨୬ ବର୍ଷୀୟା ପତ୍ନୀଙ୍କୁ ଏକ ‘ତାୱା’ରେ ପିଟି ପିଟି ହତ୍ୟା କରିଥିବା … Read More

ମଙ୍ଗଳବାରକୁ ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଦୀର୍ଘ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ସମୟରେ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ପକ୍ଷରୁ … Read More

ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ

ମାଲକାନଗିରି: ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ । ବାୟାପଡ଼ା ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଘାଟିରୁ ମାଟି ଅତଡା ଖସିବାରୁ ୧୮ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ମାଟି ପଡ଼ି ଯାତାୟାତ ପ୍ରଭାବିତ ହୋଇଥିବା ବେଳେ … Read More

ଲଗାଣ ବର୍ଷା: ସତର୍କ ସଙ୍କେତ ଅତିକ୍ରମ କଲା ଜଳକା ଜଳସ୍ତର

ଜଳେଶ୍ୱର: ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀର ଜଳସ୍ତର। ନଦୀର ଉପରମୁଣ୍ତ ମୟୁରଭଞ୍ଜରେ ପ୍ରବଳ ବର୍ଷା । ଜଳକା ନଦୀ ଅବବାହିକା ବସ୍ତା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବଢୁଛି ନଦୀ ଜଳସ୍ତର । ବସ୍ତା … Read More

ଟଳିଲା ବାତ୍ୟା, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ…

ଭୁବନେଶ୍ବର: ଟଳିଗଲା ବାତ୍ୟା! କନ୍ଦାଉଛି ବର୍ଷା ବିତ୍ପାତ…ତୁହାକୁ ତୁହା ବର୍ଷୁଛି; କେଉଁଠି ଭାଙ୍ଗିଲାଣି ଘର, ଆଉ କେଉଁଠି ବଡ ଗଛ, ରାସ୍ତା ଉପରେ ଚାଲୁଛି ପାଣି…ଓଡ଼ିଶାରେ ଗଭୀର ଅବପାତର ପ୍ରଭାବ। ଲଗାଣ ବର୍ଷା ସାଙ୍ଗକୁ ତୀବ୍ର ପବନ ଯୋଗୁଁ ଜଟଣୀ-ପିପିଲି ମୁଖ୍ୟ … Read More

ମଣିପୁରରେ ହିଂସା: ଲାଇନ୍‌ମ୍ୟାନ୍‌ଙ୍କୁ ଗୁଳି କରି ହତ୍ୟା, ୨୪ ଘର ଜାଳି ଦେଲେ

ଇମ୍ଫାଲ: ମଣିପୁରରେ ହିଂସା ଅତି ଉଗ୍ର ରୂପ ନେଲାଣି। ଗତ କିଛି ଦିନ ଧରି ରାଜ୍ୟରେ ହିଂସା  ତେଜିଛି ଏବଂ ଏଥିଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହେଲାଣି। ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାରେ ଆଜି ଜଣେ ଘରୋଇ ଲାଇନ୍‌ମ୍ୟାନ୍‌ଙ୍କୁ କିଛି ସଶସ୍ତ୍ର ବ୍ୟକ୍ତି ଗୁଳି … Read More

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଗିରଫ କର, ପଶ୍ଚିମବଙ୍ଗରେ ହେଉ ସାନି ନିର୍ବାଚନ: ମମତା ବାନାର୍ଜୀ

କୋଲକତା: ଏସ୍‌ଆଇଆର୍ ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ଅନ୍ୟ ୨ ନିର୍ବାଚନ କମିଶନରଙ୍କ ଅସହମତି ଓ ଅସନ୍ତୋଷ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିରୋଧୀ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି । ଏଥିରେ ଦୁଇପାଦ ଆଗରେ … Read More

ୟୁଏଇରେ ସୁଟ୍‌କେସ୍‌ରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର, ଥାନାର ଦ୍ୱାରସ୍ଥ ହେଲେ ସାନଭାଇ

ନୂଆଦିଲ୍ଲୀ: ବଡ଼ଭାଇ ଚାକିରି କରିଥିଲେ ସୁଦୂର ସାରଜାହାରେ । ପାଖରେ ଥିଲେ ସ୍ତ୍ରୀ ଓ ପୁଅ । ଭାରତରେ ଥିବା ସାନଭାଇ, ବଡ଼ଭାଇଙ୍କ ସହ ଫୋନ୍‌ରେ ଢେର କଥା ହେଉଥିଲେ । ହସଖୁସିରେ ଉଭୟ ପରିବାର ଚଳୁଥିଲେ । କିନ୍ତୁ ଗଲା … Read More