ଭୁବନେଶ୍ୱରର ଡିସିପି ଭାବେ ଯୋଗ ଦେଲେ ଡ. ସର୍ବଣା ବିବେକ୍ ଏମ୍
ଭୁବନେଶ୍ୱର : ଭୁବନେଶ୍ୱରର ନୂଆ ଡିସିପି ଭାବେ କାର୍ଯ୍ୟରେ ଯୋଗଦେଲେ ଡ. ସର୍ବଣା ବିବେକ୍ ଏମ୍ । ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନାଙ୍କ ଅବସର ପରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ୨୦୧୫ ବ୍ୟାଚର ଆଇପିଏସ ଡ. ସର୍ବଣା ବିବେକ ଏମ୍ … Read More
