ଇଚ୍ଛାପୁରମ ରେଳ ଅଞ୍ଚଳକୁ ସ୍ଥାନାନ୍ତରଣ ନିଷ୍ପତ୍ତି ବାତିଲ ଦାବିରେ ୧୦ ଟି ରାଜନୈତିକ ଦଳର ଧାରଣା
ଭୁବନେଶ୍ବର : ଭୁବନେଶ୍ବରରେ ପୂର୍ବତଟ ରେଳପଥ ଜୋନ ଅଫିସ ସମ୍ମୁଖରେ ୧୦ଟି ରାଜନୈତିକ ଦଳର ବିଶାଳ ଗଣଧାରଣା । କଂଗ୍ରେସ, ବିଜେଡି, ସିପିଆଇ, ସିପିଆଇ (ଏମ୍ ଲ ), ଫରୱାର୍ଡ଼ ବ୍ଲକ, ସମାଜବାଦୀ ପାର୍ଟି, ଏନସିପି, ଆରଜେଡି, ସମତାକାନ୍ତି ଦଳ ପ୍ରମୁଖ ଏହି … Read More
