ପାଲଘର ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ, ୪ ଆହତ

ପାଲଘର : ମହାରାଷ୍ଟ୍ର ପାଲଘରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଦୁଇଦିନ ତଳେ ତାମିଲନାଡୁ ବିରୁଧନଗରରେ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏଥିରେ … Read More

ହସପିଟାଲରେ ଅଗ୍ନିକାଣ୍ଡ, କାଚ ଭାଙ୍ଗି ଜୀବନ ବଞ୍ଚାଇଲେ ରୋଗୀ

କୋଲକତା : ପଶ୍ଚିମବଙ୍ଗ ସଲ୍ଟ ଲେକ ସ୍ଥିତ ଆନନ୍ଦଲୋକ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ହସପିଟାଲର ଦ୍ବିତୀୟ ମହଲାରେ ଭୟଙ୍କର ନିଆଁ ଲାଗିଛି । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଲୋକମାନେ ନିଜ ଜୀବନ ବଞ୍ଚାଇବା … Read More

ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ହଇଚଇ

ନୂଆଦିଲ୍ଲୀ : ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ମୃତ୍ୟୁକୁ ନେଇ ହଇଚଇ । ସମସ୍ତ ସାଇଣ୍ଟିଷ୍ଟଙ୍କ ପୁଣି ସନ୍ଦେହ ଜନକ ମୃତ୍ୟୁ । ମୃତ ସମସ୍ତ ସାଇଣ୍ଟିଷ୍ଟ ବଡ ବଡ ରିସର୍ଚ୍ଚ ପ୍ରତିଷ୍ଠାନର କାର୍ଯ୍ୟରତ ଥିଲେ। ବୈଜ୍ଞାନିକମାନଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା … Read More

ସ୍କର୍ପିଓ – ସ୍କୁଟି ଧକ୍କା, ପ୍ରାଣ ହରାଇଲେ ୩ ସାଙ୍ଗ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଉଦ୍ଧମ ସିଂହ ନଗର ଜିଲ୍ଲାରେ ଏକ ଛୋଟ ଭୁଲ୍ ୩ ସାଙ୍ଗ ପାଇଁ ସାଜିଲା କାଳ । ରୁଦ୍ରପୁର-ହଲଦ୍ବାନୀ ରାସ୍ତାରେ ଟାଣ୍ଡା ଜଙ୍ଗଲରେ ଏକ ସ୍କର୍ପିଓ କାର୍ ଏବଂ ସ୍କୁଟି ଧକ୍କା ହେବା ଯୋଗୁଁ ୩ ଜଣ ଯୁବକଙ୍କ … Read More

ମଣିପୁରରେ ଭୂକମ୍ପ, ତୀବ୍ରତା ୫.୨

ମଣିପୁର: ଆଜି ସକାଳେ ମଣିପୁରରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ମଣିପୁର ସହିତ, ନାଗାଲାଣ୍ଡ, ଆସାମ ଏବଂ ମେଘାଳୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପର ଗଭୀରତା ୬୨ କିଲୋମିଟର … Read More

ଖରା ଓ ହିଟ୍‌ ୱେଭକୁ ଦୃଷ୍ଟିରେ ରଖି ମାଲକାନଗିରି ଓ ଗଜପତିରେ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନକୁ ଦିନ ଖରା ବଢିବା ଯୋଗୁଁ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ତେଣୁ ପ୍ରବଳ ଖରା ଓ ହିଟ୍‌ ୱେଭକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆସନ୍ତା ୪ ଦିନ ସବୁ … Read More

ଶ୍ବଶୁର ଘର ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜଣେ ରାଜସ୍ଥାନୀ ଯୁବକ କିଛି ଦିନ ତଳେ ମୟୁରଭଞ୍ଜ ଉଦଳା ଅଞ୍ଚଳର ଜଣେ ଝିଅକୁ … Read More

ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ

ଭୁବନେଶ୍ୱର  : ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ ।  ମହିଳା ବିଲକୁ ବିରୋଧୀ ଦଳ ସମର୍ଥନ ନଦେବା ପ୍ରସଙ୍ଗରେ ରାଜ୍ୟସ୍ତରରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ କ୍ୟାମ୍ପେନ କରିବ ବିଜେପି ।  ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ … Read More

ଟଙ୍କା ଦାବି କରି ପୁରୀ ବିଧାୟକ ଓ ସାଂସଦଙ୍କୁ ଧମକପୂର୍ଣ୍ଣ ମେସେଜ: ଅଭିଯୁକ୍ତ ଗିରଫ

ପୁରୀ :  ପୁରୀ ବିଧାୟକ ଓ ସାଂସଦଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଇ ଟଙ୍କା ଦାବି ମାମଲାରେ ଅଭିଯୁକ୍ତ ପ୍ରତୀକ ମିଶ୍ର ଗିରଫ । ପ୍ରତୀକକୁ ଅନୁଗୁଳରୁ ଗିରଫ କଲା ପୋଲିସ । ତା ନାଁରେ ପୂର୍ବରୁ ପୁରୀ ଓ କେନ୍ଦ୍ରାପଡ଼ା ର ବିଭିନ୍ନ … Read More

ତିନି ବାଡ଼ରୁ ଆଜ୍ଞା ମାଳ ବିଜେ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଲାଗି ପ୍ରସ୍ତୁତି ଆରମ୍ଭ । ଆଜିଠାରୁ ବିଧିବଦ୍ଧ ଭାବେ ରଥ ଖଳାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ମନ୍ଦିରରୁ ତିନି … Read More