ଦୁରୁପଯୋଗ ହେଲେ AI ନେଇପାରେ ୧୦୦ କୋଟି ଲୋକଙ୍କ ଜୀବନ, ଚେତାବନୀ ଦେଲେ ବିଲ ଗେଟ୍ସ
ନୂଆଦିଲ୍ଲୀ : ନିୟନ୍ତ୍ରଣରେ ନରଖିଲେ AI ନେବ କୋଟି କୋଟି ଲୋକଙ୍କ ଜୀବନ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କ ବଡ଼ ଚେତାବନୀ । AI ଏବେ ବେଶ ଶକ୍ତିଶାଳୀ ହୋଇସାରିଛି । ଏହାର ଦୁରୁପଯୋଗ ହେଲେ … Read More
