ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ, ଜନସାଧାରଣ ଛଟପଟ
ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାସହ ଯୋଡ଼ି ହୋଇଯାଇଛି ବିଜୁଳି ସମସ୍ୟା । ତାତି ବଢିବା ସହ ବିଦ୍ୟୁତ କାଟ ଯୋଗୁ ଛଟପଟ ହେଉଛନ୍ତି … Read More
