ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଖୁବଶୀଘ୍ର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି । … Read More

ସମତା ଏକ୍ସପ୍ରେସରୁ ବିପୁଳ ଗଞ୍ଜେଇ ଜବତ; ୬ ମହିଳାଙ୍କୁ ବାନ୍ଧିଲା ଜିଆର୍‌ପି ପୋଲିସ

ଟିଟିଲାଗଡ଼: ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଟିଟିଲାଗଡ଼ ଜିଆର୍‌ପି ପୋଲିସ ୬ ଜଣ ମହିଳାଙ୍କୁ ଗିରଫ କରିଛି। … Read More

ଗଣେଶ ଭସାଣି ବେଳେ ସାଉଣ୍ଡ ସିଷ୍ଟମ ବ୍ୟବହାରକୁ ନେଇ ହିଂସାକାଣ୍ଡ; ପଥରମାଡରେ ୬ ପୋଲିସ କର୍ମୀ ଆହତ

କଟକ: କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳର ବାରାଡିଆ ଗ୍ରାମରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ପଥରମାଡ଼ରେ ଥାନା ଅଧିକାରୀ (IIC) ଙ୍କ ସମେତ ଅତିକମରେ ଛଅ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ରାତିରେ ମାହାଙ୍ଗା … Read More

ରୁଷୀୟ Tu-95 ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୬ ଜୀବନ

ରୁଷ: ରୁଷ ସହିତ ଜଡିତ ଏକ ଖବର ସାମ୍ନାକୁ ଆସିଛି । ରୁଷର ବିମାନ Tu-95ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ତାଲିମ ମିଶନ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା … Read More

ବିହାର ବ୍ୟୁରୋକ୍ରାଟ୍ସ ଦମ୍ପତିଙ୍କ ଘରେ ଭିଜିଲାନ୍ସ ରେଡ୍: ନଗଦ କୋଟିଏ ଟଙ୍କା ଜବତ

ବିହାର: ଆଖି ଖୋସିଗଲା ଭଳି ସଂପତ୍ତି । ବିହାର ବ୍ୟୁରୋକ୍ରାଟ୍ସ ଦମ୍ପତିଙ୍କ ଘରେ ରେଡରେ ମିଳିଲା ନଗଦ କୋଟିଏ ଟଙ୍କା । କେବଳ ଏତିକି ନୁହେଁ ବିପୁଳ ହୀରା, ସୁନାଗହଣା ମିଳିଛି । ବ୍ୟୁରୋକ୍ରାଟ୍ସ ଦଂପତିଙ୍କ ବିଳାସପୂର୍ଣ୍ଣ ଘଣ୍ଟା ସଉକ । … Read More

ମାଙ୍ଗାଲୋର ରିଫାଇନାରୀରେ ଭୟାବହ ବିସ୍ଫୋରଣ: ଜଣେ ମୃତ, ୯ ଆହତ

କର୍ଣ୍ଣାଟକ: ବୁଧବାର ମଧ୍ୟାହ୍ନରେ କର୍ଣ୍ଣାଟକ ମାଙ୍ଗାଲୋରରେ ଅଘଟଣ । ଜାକଟ୍ଟେ ନିକଟସ୍ଥ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡରେ ଭୟାବହ ବିସ୍ଫୋରଣ ରେ ଅଗ୍ନିକାଣ୍ଡ ଘଟିଛିା ଫଳରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସହ … Read More

ଇରାନୀ ନୌକାରୁ ୩ ହଜାର କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଅଟକ

ମୁମ୍ବାଇ : ଆରବ ସାଗରରେ ୩ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ ୫ ପାକିସ୍ତାନୀ ଅଟକ ରହିଛନ୍ତି । ଆରବ ସାଗରରେ ବଡ଼ ଧରଣର ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏକ ଇରାନୀ … Read More

ଯବାନଙ୍କ ଗୁଳିରେ ଟଳିଲା ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ମୁସା

ଜମ୍ମୁ କଶ୍ମୀର : ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜମ୍ମୁ କଶ୍ମୀର ବଡଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ବଡ଼ଗାମ ଜିଲ୍ଲାରେ ଯବାନଙ୍କ ଗୁଳିରେ … Read More

ବଢ଼ିଲା ୬ ରବି ଫସଲର MSP, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୩୦ରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଏବଂ CCEA ବୈଠକରେ କୃଷି ଓ ଅକ୍ଷୟ ଶକ୍ତି କ୍ଷେତ୍ରକୁ ନେଇ ଏକାଧିକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ୨୦୨୭-୨୮ ମାର୍କେଟିଂ ସିଜନ୍ ପାଇଁ ୬ଟି ରବି ଫସଲର … Read More

ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ୪ ଯୁବକ; ଚାକିରି ନାଁରେ ଜବରଦସ୍ତି ସେନାରେ ଭର୍ତ୍ତି କରାଇବା ଅଭିଯୋଗ

ହାଇଦ୍ରାବାଦ: ତେଲେଙ୍ଗାନାର ଚାରି ଜଣ ଯୁବକ ଋଷରେ ଫସି ରହିଥିବା ଏକ ମାମଲା ସାମ୍ନାକୁ ଆସିଛି। ପରିବାର ଅଭିଯୋଗ କରିଛନ୍ତି ଯେ ସେମାନେ ସାଧାରଣ ନାଗରିକ ଭାବରେ କାମ କରିବାକୁ ରୁଷ ଯାଇଥିଲେ, କିନ୍ତୁ ପହଞ୍ଚିବା ପରେ ସେମାନଙ୍କୁ ଋଷ ସେନାରେ … Read More