ବୁର୍ଲା ପାୱାର କେନାଲରେ ବୁଡି ଛାତ୍ର ନିଖୋଜ

ସମ୍ବଲପୁର : ବୁର୍ଲା ପାୱାର କେନାଲରେ ବୁଡି ଜଣେ ଛାତ୍ର ନିଖୋଜ  l  ଭୋଜି କରିବାକୁ ଆସି ଗଭୀର ପାଣିରେ ବୁଡ଼ିଗଲେ ଛାତ୍ର  l  ଛାତ୍ର ଜଣକ ସହପାଠୀଙ୍କ ସହ ଭୋଜି କରିବା ପାଈଁ 18 ହଜ଼ାରକୁ ଆସିଥିଲେ  l  ପାୱାର କେନାଲ … Read More

ରାଷ୍ଟ୍ରପତି ଭବନରେ ଅତିଥି ସାଜିଲେ ମା’ ବିରଜା ମନ୍ଦିର ସେବାୟତ

ଯାଜପୁର ଟାଉନ୍ : କଥା ଦେଇ କଥା ରଖିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନକୁ ଡାକି ବକେୟା ପାଉଣା ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଅତିଥି ସାଜିଲେ  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଅଙ୍ଗଲାଗି ସେବାୟତ ପ୍ରତିନିଧି … Read More

ITDA ଯନ୍ତ୍ରୀଙ୍କ ବ୍ୟାଙ୍କ ଲକରରୁ ବାହାରିଲା ୨ କୋଟିର ନଗଦ କ୍ୟାସ

ଭୁବନେଶ୍ବର: ଯେତେ ଖୋଲିଲେ, ସେତେ ବାହାରୁଛି । କନ୍ଧମାଳ ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ କୁବେର ସାମ୍ରାଜ୍ୟ । ବ୍ୟାଙ୍କ ଲକରରୁ ବାହାରିଲା ୨ କୋଟିର ନଗଦ କ୍ୟାସ । ଠାବ ହୋଇଛି ୫ ମହଲା କୋଠା ଓ … Read More

ଆହୁରି ୪ ଦିନ ଯାଏଁ ରାଜ୍ୟରେ ଲାଗି ରହିବ କାଳବୈଶାଖୀ ପ୍ରଭାବ

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ କମିଲା ତାତି । ରାଜଧାନୀ ସମେତ ରାଜ୍ୟର ଏକାଧିକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ମଧ୍ୟାହ୍ନରେ ଭୟଙ୍କର ତାତି ଓ ଗୁଳୁଗୁଳି ପରେ ଅପରାହ୍ଣରେ ଭୀଷଣ ବର୍ଷା । ଆସନ୍ତା ୪ ଦିନ ଯାଏଁ … Read More

୩,୭୯୩.୩୩ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ, ୧୪ ଜିଲ୍ଲାରେ ସ୍ଥାପନ ହେବ ୨୪ଟି ଶିଳ୍ପ ପ୍ରକଳ୍ପ

ଭୁବନେଶ୍ବର: ଓଡ଼ିଶାରେ ୩ ହଜାର ୭୯୩ କୋଟି ୩୩ ଲକ୍ଷର ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାରୀ ମଞ୍ଜୁରୀ । ୧୪ଟି ଜିଲ୍ଲାରେ ସ୍ଥାପନ ହେବ ୨୪ଟି ଶିଳ୍ପ ପ୍ରକଳ୍ପ । ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି । ରାଜ୍ୟରେ ଶିଳ୍ପ ବିକାଶ … Read More

ଏଲଓପି ନିଯୁକ୍ତିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ଟିଏମସି

କଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା (ଏଲଓପି) ନିଯୁକ୍ତିକୁ ଚାଲେଞ୍ଜ କରି ତୃଣମୂଳ କଂଗ୍ରେସ (ଟିଏମସି) ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଯୋଜନା କରିଛି। ଟିଏମସିର ବହିଷ୍କୃତ ନେତା ଋତବ୍ରତ ବାନାର୍ଜୀଙ୍କୁ ଏଲଓପି ଭାବେ ନିଯୁକ୍ତି ଦେବା ନେଇ ବାଚସ୍ପତି ରଥୀନ୍ଦ୍ର … Read More

ମଣିପୁରରେ ପୁଣି ହିଂସା; ୩ ମୃତ

ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲାରେ ଶୁକ୍ରବାର ଭୋର ସମୟରେ ପୁଣି ଥରେ ରକ୍ତପାତ ଦେଖିବାକୁ ମିଳିଛି। ନ୍ୟୁ କେଥେଲମାନବି ଅଞ୍ଚଳ ଅଧୀନରେ ଥିବା ଲୋଇବୋଲ୍ ଗ୍ରାମ ଉପରେ କିଛି ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀଙ୍କୁ ଗୁଳିମାଡ଼ରେ ୩ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି … Read More

ଇଣ୍ଡି ମେଣ୍ଟରେ ଫାଟ: ଜୁନ୍‌ ୮ରେ କଂଗ୍ରେସ ଡାକିଥିବା ବୈଠକରେ ଯୋଗ ଦେବନି ସିପିଆଇଏମ୍‌ ଓ ଜେଏମ୍‌ଏମ୍‌

ନୂଆଦିଲ୍ଲୀ: ଜୁନ୍ ୮ ତାରିଖରେ କଂଗ୍ରେସ ଦ୍ୱାରା ଡକାଯାଇଥିବା ଇଣ୍ଡି ମେଣ୍ଟ ବୈଠକକୁ ଡିଏମକେ ପ୍ରତ୍ୟାଖ୍ୟାନ କରିବାର କିଛି ଦିନ ପରେ, ବିରୋଧୀ ମେଣ୍ଟରେ ନୂତନ ଫାଟ ଦେଖାଦେଇଛି। ସିପିଆଇ(ଏମ୍) ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) କଂଗ୍ରେସ ନେତୃତ୍ୱଙ୍କ କାର୍ଯ୍ୟଶୈଳୀ ଉପରେ … Read More

ବାଇକ-କାର୍ ଧକ୍କାରେ ୫ ମୃତ

ଗୁଜରାଟ : ମୋରବିର ହଲବଦ ଅଞ୍ଚଳରେ ଚରାଡବା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ବାଇକରେ ଥିବା ଜଣେ ଘଟଣାରେ ଗୁରୁତର ରହିଛନ୍ତି । ଖବର ମୁତାବକ, ସଡ଼କ ଦୁର୍ଘଟଣାରେ କାରରେ ଥିବା ୭ ଜଣ … Read More

ପଶ୍ଚିମବଙ୍ଗରେ ଚାଲିବ ବୁଲେଟ୍‌ ଟ୍ରେନ୍‌ : ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କୋଲକାତା:  ପଶ୍ଚିମବଙ୍ଗ ରେ ଚାଲିବ ବୁଲେଟ ଟ୍ରେନ୍‌। ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପଶ୍ଚିମବଙ୍ଗରେ ରେଳ ଭିତ୍ତିଭୂମି ଘୋଷଣା କରିବା ସମୟରେ ଏହି ଘୋଷଣା କରିଛନ୍ତି। ଭାରତର ଉତ୍ତର ପୂର୍ବର ଦ୍ବାର ପଥ ସିଲିଗୁଡ଼ିରୁ ଦିଲ୍ଲୀକୁ ବୁଲେଟ୍‌ ଟ୍ରେନ୍‌ ସେବା ଆରମ୍ଭ କରିବାକୁ … Read More