କାହିଁକି ହ୍ରାସ ହେଲା ଉଜ୍ଜ୍ୱଳା ଯୋଜନା LPG କୋଟା? ଜବାବ ରଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ରେ ବାର୍ଷିକ ସବସିଡି ଏଲପିଜି ସିଲିଣ୍ଡର ସଂଖ୍ୟା ୯ରୁ ହ୍ରାସ କରି ୪ କରିବା ଲାଗି ସରକାରଙ୍କ ନିଷ୍ପତ୍ତିର ସମାଲୋଚନା ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୁଧବାର ସ୍ପଷ୍ଟିକରଣ … Read More
