ନୂଆ ପାଠ୍ୟପୁସ୍ତକ ଛପା ପାଇଁ ପ୍ରସ୍ତୁତି ଆରମ୍ଭ, ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର

ଭୁବନେଶ୍ୱର : ନୂଆ ବହି ଛପା ପାଇଁ ଆରମ୍ଭ  ହେଲା ପ୍ରସ୍ତୁତି  । ବସିଲା ବଡ଼ ବୈଠକ ।  SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦେଶକ । ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର … Read More

ନକଲି ପୁଲିସକୁ ମାଡ଼ି ବସିଲା ଅସଲି ପୁଲିସ, ନକଲି ଜଏନିଂ ଲେଟର ଜବତ

ଅନୁଗୋଳ : ଅନୁଗୋଳରୁ ନକଲି ପୁଲିସ ଅଟକ ।  ଏସପି ଅଫିସ ସମ୍ମୁଖରେ ଘୁରି ବୁଲୁଥିବା ବେଳେ ସନ୍ଦେହ ହେବାରୁ ମାଡ଼ି ବସିଲା ଅନୁଗୋଳ ଟାଉନ୍ ଥାନା ପୁଲିସ । କନଷ୍ଟେବଳ ପୋଷାକରେ ଥିଲେ, ନେମ୍ ପ୍ଲେଟ୍ ବ୍ୟାଚ ବି ଲାଗିଥିଲା। ଆଜି … Read More

ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଲାଇବ୍ରେରିଆନ୍ ବହିଷ୍କୃତ

ପଦ୍ମପୁର:  ମହିଳା ମହାବିଦ୍ୟାଳୟରେ ଅସଦାଚରଣ ଅଭିଯୋଗ, ଲାଇବ୍ରେରିଆନ୍ ବହିଷ୍କୃତ । ପଦ୍ମପୁର ମହିଳା ମହାବିଦ୍ୟାଳୟର ଲାଇବ୍ରେରିଆନ ଯୌନ କେଳେଙ୍କାରୀ ଅଭିଯୋଗରେ କାର୍ଯ୍ୟରୁ ବହିଷ୍କୃତ । ଏନେଇ ପଦ୍ମପୁର ଉପଜିଲ୍ଲାପାଳ ତଥା ମହିଳା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ହେମସାଗର ଭୋଇ ସୂଚନା … Read More

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

ଭୁବନେଶ୍ୱର : ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ । ୩ରୁ ୫ ତାରିଖ ଯାଏଁ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିଲା। ଝାରସୁଗୁଡ଼ା, ସମ୍ବଲପୁର , ବରଗଡ଼, କଟକ ବଡ଼ମ୍ବା ଓ … Read More

ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ , ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ କରିବ ଆଦାନୀ

ଭୁବନେଶ୍ୱର : ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ । ଓଡ଼ିଶା ଶିଳ୍ପ ଜଗତରେ ବଡ଼ ଧମାକା ! । ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ । ଆଦାନୀ ଓ IHCର ମିଳିତ ବାଜି । ଓଡ଼ିଶାରେ ଆଦାନୀ ଓ … Read More

ଅଗଷ୍ଟ ୩୦ରେ ନିଟ୍ -ପିଜି ୨୦୨୬ ପରୀକ୍ଷା, ଆସନ୍ତା ୨୧ ରାତି ୧୨ ପର୍ଯ୍ୟନ୍ତ ଫର୍ମ ଫିଲପ୍

ଭୁବନେଶ୍ଵର : ନିଟ୍ -ପିଜି ୨୦୨୬ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ଅଗଷ୍ଟ ୩୦ରେ ହେବ ପରୀକ୍ଷା । ଦେଶର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ୍ କଲେଜରେ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରତିବର୍ଷ ଅନୁଷ୍ଠିତ … Read More

ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ, କେଜିରୁ ପିଜି ନିଃଶୁଳ୍କ ଶିକ୍ଷା

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏଣିକି ମିଳିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ବୁଧବାର ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା … Read More

ଘରୋଇ ମେସ୍‌ରୁ ୪ ଛାତ୍ର ନିଖୋଜ

ବାଲେଶ୍ବର: ଘରୋଇ ମେସ୍‌ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଲେ ୪ ଜଣ ଛାତ୍ର । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଭାବକମାନେ । ଘରୋଇ ମେସ୍‌ରେ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହି କାରଣରୁ ସମସ୍ତ … Read More

ବୀଣାପାଣି ନୋଡାଲ ସ୍କୁଲର ପ୍ରଧାନଶିକ୍ଷକ ସସପେଣ୍ଡ, ମଦ ପିଇ ଲୋକଙ୍କୁ କରୁଥିଲେ ଗାଳି ଗୁଲଜ

ଭଦ୍ରକ: ମଦ ପିଇ ସ୍କୁଲକୁ ଆସୁଛନ୍ତି ପ୍ରଧାନ ଶିକ୍ଷକ। କେବଳ ଏତିକି ନୁହେଁ ସ୍କୁଲ ସମୟରେ ବଜାରକୁ ଯାଇ ମଦ ପିଇ ଲୋକଙ୍କୁ ଗାଳି ଗୁଲଜ କରୁଛନ୍ତି। ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ … Read More

ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

କନ୍ଧମାଳ: ସମଗ୍ର ରାଜ୍ୟରେ ଲାଗି ରହିଛି ବର୍ଷାର ପ୍ରକୋପ । ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି … Read More