ଦିଦିଙ୍କୁ ପୁଣି ଝଟକା; ସମସ୍ତ ପଦବୀରୁ ଇସ୍ତଫା ଦେଲେ ଦଳର ରାଜ୍ୟ ସଭାପତି ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା: ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ପୁଣି ଝଟକା । ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଲେ ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ ଟିଏମସିର ରାଜ୍ୟ ସଭାପତି ଭାବରେ ବିବେଚିତ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ । ସେ ମମତା ବାନାର୍ଜୀଙ୍କୁ ଏକ … Read More

କାଶୀ ବିଶ୍ୱନାଥ ମନ୍ଦିର ଫାଟକରେ ଭୁଲରେ ଗୁଳି ଚଳାଇଲେ PAC ଯବାନ, ୩ ଆହତ

ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରର ଗେଟ୍‌ ନମ୍ବର–୪ ନିକଟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। PAC (ପ୍ରୋଭିନ୍ସିଆଲ୍ ଆର୍ମ୍ଡ କନଷ୍ଟାବ୍ୟୁଲାରୀ)ର ଜଣେ ଯବାନଙ୍କ କାର୍ବାଇନରୁ ଭୁଲବଶତଃ ଗୁଳି ଫୁଟିଯିବାରୁ ଏକ ଫୁଲମାଳ ଦୋକାନରେ କାମ କରୁଥିବା … Read More

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଭୂସ୍ଖଳନ ଆଶଙ୍କା

କୋରାପୁଟ: କୋରାପୁଟରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ଲଗାଣ ବର୍ଷାରେ ନଦୀ ଓ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବା ବେଳେ ଯାତାୟାତ ବ୍ୟାହତ ।  ତିନି ଦିନ ଧରି କୋରାପୁଟ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି। ଫଳରେ ବିଭିନ୍ନ ନଦୀ ଓ … Read More

ଜୁଲାଇ ୨୦ରୁ ଅଗଷ୍ଟ ୧୩ ଯାଏ ଚାଲିବ ସଂସଦର ମୌସୁମୀ ଅଧିବେଶନ

ଭୁବନେଶ୍ବର: ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ୨୫ ଦିନ ଧରି ମୌସୁମୀ ଅଧିବେଶନ ଚାଲିବ । ଅଗଷ୍ଟ ୧୩ ତାରିଖରେ ଶେଷ ହେବ । ୨୦୨୬ ବର୍ଷର ସଂସଦୀୟ କାର୍ଯ୍ୟସୂଚୀ ଅନୁସାରେ, ସଂସଦର ଆଗାମୀ ମୌସୁମୀ … Read More

ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଟିଟିଲାଗଡ଼:ବଲାଙ୍ଗୀର ଜିଲ୍ଲାରେ ରବି ଧାନ କ୍ରୟରେ ବିଳମ୍ବକୁ ନେଇ ଚାଷୀଙ୍କ ଅସନ୍ତୋଷ ତୀବ୍ର ହୋଇଛି। ମଣ୍ଡିରେ ଧାନ କ୍ରୟ ନ ହେବା ପ୍ରତିବାଦରେ ଶନିବାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ମଣ୍ଡିର ଚାଷୀମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣାରେ … Read More

ପଥରବନ୍ଧ ବସ୍ତିରେ ଡ୍ରେନରେ ଭାସିଗଲେ ଯୁବକ

ଭୁବନେଶ୍ବର: ମୁକୁଳା ଡ୍ରେନରେ ଭାସିଗଲେ ଯୁବକ। ଭୁବନେଶ୍ବର ବାଣୀବିହାର ସ୍ଥିତ ପଥରବନ୍ଧ ବସ୍ତିରେ ଅଭାବନୀୟ ଘଟଣା। ଅଳିଆ ଗୋଟାଇବା ବେଳେ ଡ୍ରେନରେ ପଡିଯାଇଥିଲେ।  ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପହଞ୍ଚିଲେ ବିଏମସି ମେୟର। ରାଜଧାନୀ ଭୁବନେଶ୍ୱରରେ ପୁଣି … Read More

ନିର୍ମାଣାଧୀନ ଘର କାନ୍ଥ ଭୁଶୁଡ଼ି, ୧ ମୃତ ଓ ଜଣେ ଗୁରୁତର

କେନ୍ଦୁଝର: ଭୁଶୁଡ଼ିଲା କାନ୍ଥ । ଜଣେ ମୃତ, ଜଣେ ଗୁରୁତର । କେନ୍ଦୁଝର ଟାଉନ ଥାନା ସରାସ ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ପଶ୍ଚିମବଙ୍ଗର ବାବର୍ ଶେଖ୍ । ଗୁରୁତର ମିଟୁ ଶେଖଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରର … Read More

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ, ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର : ଓଡ଼ିଶାରେ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ । ରାଜ୍ୟର ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ ବା OMSA ପକ୍ଷରୁ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳିନ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ … Read More

ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର : ୫ ଜିଲ୍ଲାକୁ ରେଡ୍ ଆଲର୍ଟ । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ … Read More

ଅଟୋକୁ ଧକ୍କା ଦେଲା ଟ୍ରକ : ବାପ-ପୁଅ ମୃତ, ମା ଗୁରୁତର

ମୟୁରଭଞ୍ଜ : ଅଟୋକୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ବାପ ପୁଅ ମୃତ, ମା ଗୁରୁତର । ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ବାପ ପୁଅଙ୍କ ମୃତ୍ୟୁ … Read More