ଭାରତ–ଅଷ୍ଟ୍ରେଲିଆ ମଧ୍ୟରେ ୟୁରାନିୟମ୍ ଚୁକ୍ତି ସ୍ୱାକ୍ଷରିତ

ମେଲବୋର୍ଣ୍ଣ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୟୁରାନିୟମ୍ ଯୋଗାଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମେଲବୋର୍ଣ୍ଣରେ ଆୟୋଜିତ ଦ୍ୱିପକ୍ଷୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିରକ୍ଷା, … Read More

ଭାରତୀୟ ସେନାର ଫାୟାରପାୱାରରେ ବଡ଼ ବୃଦ୍ଧି, ‘ପିନାକା’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତର ରକ୍ଷା ଶକ୍ତିକୁ ମିଳିଲା ବଡ଼ ବଳ| ଓଡ଼ିଶାର ଚାନ୍ଦିପୁର ପୁଣି ଥରେ ଦେଶର ରକ୍ଷା କ୍ଷମତାର ଏକ ବଡ଼ ସଫଳତାର ସାକ୍ଷୀ ପାଲଟିଛି। ଡିଆରଡିଓ (DRDO) ବୁଧବାର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସ୍ୱଦେଶୀ ପିନାକା ଲଙ୍ଗ ରେଞ୍ଜ ଗାଇଡେଡ୍ … Read More

ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ: ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି ଆମେରିକା। ଯାହା ପରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କାତାର ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣି ଥରେ … Read More

ଆମ୍ବୁଲାନ୍ସ ଚକା ଫାଟିବାରୁ ଚାଲିଗଲା ରୋଗୀଙ୍କ ଜୀବନ

ଭବାନୀପାଟଣା : ଆମ୍ବୁଲାନ୍ସ ଚକା ଫାଟିବାରୁ ଚକା ବଦଳା ଯିବାକୁ ଉଦ୍ୟମ ହେଲା। ତେବେ ଅନ୍ୟ ଚକଟି ମଧ୍ୟ ଖରାପ ଥିଲା। ଏଣୁ ଦୀର୍ଘ ସମୟ ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିବା ବେଳେ ରୋଗୀଙ୍କ … Read More

ଏବେ ଆଇନଗତ ହେବ ଗଭୀର ସମୁଦ୍ରରୁ ମାଛ ଧରିବା, LOA ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

ଭୁବନେଶ୍ବର : ଭାରତର ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦିନ ।  ଭୁବନେଶ୍ବରରେ ‘ଲେଟର ଅଫ୍ ଅଥରାଇଜେସନ’ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ।  ଏହା ବଳରେ ଏବେ ଗଭୀର ସମୁଦ୍ରରେ ମାଛ ଧରିବା ଆଇନଗତ ହେବ ।  ଓଡ଼ିଶାର ୫ … Read More

ରଥଯାତ୍ରା ପ୍ରସଙ୍ଗରେ ଗଜପତିଙ୍କ ଅନୁରୋଧକୁ ଇସ୍କନର ପ୍ରତ୍ୟାଖ୍ୟାନ

ପୁରୀ : ଗଜପତିଙ୍କ ଅନୁରୋଧକୁ ଇସ୍କନର ପ୍ରତ୍ୟାଖ୍ୟାନକୁ ନେଇ ତେଜିଲା ବିରୋଧ।  ଚାରିଆଡ଼ୁ ତୀବ୍ ବିରୋଧ କରୁଛନ୍ତି ଜଗନ୍ନାଥପ୍ରେମୀ। ବିଦେଶରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ନିଜ ଜିଦରେ ଅଟଳ ରହିଲା ଇସ୍କନ। ଭାରତ ବାହାରେ ମନଇଚ୍ଛା ଓ ଅଦିନିଆ ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା … Read More

ବାଜିଲା ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍ , ଜୁଲାଇ ୨୧ରେ ହାଇଲେଭଲ୍ ମିଟିଂ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍! । ଜୁଲାଇ ୨୧ରେ ହେବ ହାଇଲେଭଲ୍ ମିଟିଂ। ପ୍ରସ୍ତୁତ ହେବ ଭୋଟର ତାଲିକା!। ଓଡ଼ିଶାରେ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଏବଂ … Read More

ଚାକିରି କରାଇ ଦେବା ଆଳରେ ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ସୁନ୍ଦରଗଡ: ଚାକିରି କରାଇ ଦେବାକୁ କହି ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ସଦର ମହାନ୍ତିପଡ଼ାର ଉମା ନାୟକ ଓ ତାଙ୍କ ସ୍ୱାମୀ ଲିଙ୍ଗରାଜ ନାୟକଙ୍କ ଅଭିଯୋଗ ଅନୁଯାୟୀ, … Read More

ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ମହାନଦୀକୁ ଓହ୍ଲାଇବା ମନା

କଟକ : ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ । ହୀରାକୁଦ ଗେଟ୍ ଖୋଲିବା ପରେ ସକାଳରୁ ମଧ୍ୟାହ୍ନ ସମୟ ଭିତରେ ବନ୍ୟା ଜଳ ପହଞ୍ଚିବ । ଆଜି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳୀରେ ୨ଲକ୍ଷ ୩୨ହଜାର ୩୮୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି … Read More

ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ ! ଅବସ୍ଥା ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ସହରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଲୋଚାପଡ଼ା ଅଞ୍ଚଳର ବାସୁଦେବନଗରରେ ଜଣେ ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ଉଦ୍ୟମ କରିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଉଦ୍ୟମର କାରଣ ଅସ୍ପଷ୍ଟ … Read More