ଉତ୍ତରପ୍ରଦେଶରେ ଟ୍ରକ୍‌ ଉପରକୁ ମାଡ଼ିଗଲା କାର୍‌, ୪ ଇଞ୍ଜିନିୟର ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍‌ଟି ରାସ୍ତାରେ ଥୁଆ ହୋଇଥିବା ଏକ ଟ୍ରକ୍‌ ଉପରକୁ ମାଡ଼ିଯିବା … Read More

୧୫୦ ଫୁଟ ଖାଇକୁ ଖସିଲା କାର୍, ଗୋଟିଏ ପରିବାରର ୩ ମୃତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ସିରମୋର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ନାହନ-କୁମାରହଟ୍ଟୀ-ସିମଲା … Read More

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା, ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ !

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା । ଆମେରିକା-ଇରାନ ମୁହାଁମୁହିଁ ପରେ ବିଶ୍ୱ ବଜାରରେ ତେଲ ସଙ୍କଟ !  ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱ ଇନ୍ଧନ ବଜାରରେ ନିଆଁ ଲାଗିଯାଇଛି । ଆଜି ବଜାର … Read More

ପବରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ମୃତ

ନୂଆଦିଲ୍ଲୀ: ଥାଇଲାଣ୍ଡ ବ୍ୟାଙ୍କକରେ ଥିବା ଚାଟୁଚାକ ଜିଲ୍ଲାର ପ୍ରସିଦ୍ଧ ପବ୍ ‘ରଙ୍ଗ ବିୟର ନା ଲାଟ୍ ପ୍ରାଓ’ରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।  ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩ ଜଣ ଆହତ ହୋଇଛନ୍ତି ।  ସେମାନଙ୍କ … Read More

ପାଠ୍ୟପୁସ୍ତକ ତ୍ରୁଟି ମାମଲା: କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର

ଭୁବନେଶ୍ୱର:ରାଜ୍ୟରେ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।ଏହି ମାମଲାରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରାଯାଇଛି।କ୍ରାଇମବ୍ରାଞ୍ଚ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୬(୫), ୨୦୧, … Read More

ଖାଇବା ବିଳମ୍ବ ହେବାରୁ ଟାଇଲ୍‌ରେ ଛେଚି ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ

ରାଉରକେଲା: ଖାଇବା ବିଳମ୍ବ ହେବାରୁ ନୃଶଂସ କାଣ୍ଡ ଭିଆଇଛି ନିଶାସକ୍ତ ସ୍ବାମୀ। ପତ୍ନୀଙ୍କୁ ଭଙ୍ଗା ଟାଇଲ୍‌ରେ ଛେଚି ନିର୍ମମ ଭାବେ ହତ୍ୟା କରିଛି। ମୃତ ମହିଳା ହେଲେ ସୁନିତା ବିଲୁଙ୍ଗ (୩୨)। ଗତକାଲି ରାତି ପ୍ରାୟ ୧୧ଟାରେ ରଘୁନାଥପାଲି ଥାନା ଅନ୍ତର୍ଗତ … Read More

ହୋଟେଲ୍‌ ମାଲିକଙ୍କୁ ହତ୍ୟା, ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

ବିଂଝାରପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବାଳମୁକୁଳି ହାଟରେ ଆକ୍ରମଣର ଶୀକାର ହୋଇଥିବା ହୋଟେଲ ମାଲିକ ଅକ୍ଷୟ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି (ରବିବାର) ମୃତ୍ୟୁ ଘଟିଛି। ଆଜି (ସୋମବାର) ମୃତଦେହ ଗାଁରେ ପହଞ୍ଚିବା ପରେ … Read More

ଅନୁଗୁଳ ଓ ସମ୍ବଲପୁର କୋର୍ଟକୁ ବୋମା ଧମକ

ଭୁବନେଶ୍ୱର : ସକାଳୁ ସକାଳୁ ଅନୁଗୁଳ ଓ ସମ୍ବଲପୁର କୋର୍ଟକୁ ମିଳିଛି ବୋମା ଧମକ। ଅନୁଗୁଳ ଜିଲା କୋର୍ଟକୁ ସୋମବାର ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରାଯାଇଥିଲା। ଇ-ମେଲ୍ ଯୋଗେ ଏହି ଧମକ ମିଳିବା ପରେ … Read More

ଆସନ୍ତା ୧୯ ରେ ରତ୍ନଭଣ୍ଡାର ଗଣତି

ପୁରୀ : ରତ୍ନଭଣ୍ଡାର ଗଣତି ପାଇଁ ନୂଆ ତାରିଖ! । ଜୁଲାଇ ୧୯ରେ ଗଣାହେବ ମହାପ୍ରଭୁଙ୍କ ଗହଣା! । ଗତ ମେ ୨୩ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନା-ଗହଣା ଓ ମୂଲ୍ୟବାନ ଜିନିଷ ଗଣତି ବନ୍ଦ ରହିଛି। ଏବେ ସ୍ନାନ ପୂର୍ଣ୍ଣିମା ସମୟରେ … Read More

ଆନ୍ଧ୍ରରେ କାୟା ମେଲାଇଲାଣି କୋଭିଡ, ଓଡ଼ିଶାରେ ହାଇ ଆଲର୍ଟ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରେ ପୁଣି କାୟା ମେଲାଇଲାଣି କୋଭିଡ । ଆନ୍ଧ୍ରରେ ୨ ମୃତ୍ୟୁ ପରେ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ। ରାଜ୍ୟରେ ସବୁ ସମୟରେ କୋଭିଡ ସତର୍କତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସବୁବେଳେ ଟେଷ୍ଟ ହେଉଛି । ଆନ୍ଧ୍ର … Read More