ଫାଟକରେ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ, ୨ ଛାତ୍ରଙ୍କ ସମେତ ୩ ମୃତ
କୋଲକତା : କୋଲକତା ମୁର୍ଶିଦାବାଦର ଗୋବିନ୍ଦପୁର ରେଳ ଫାଟକରେ ବଡ଼ ଅଘଟଣ । ଲେଭେଲ କ୍ରସିଂ ପାର ହେଉଥିବାବେଳେ ଏକ ସ୍କୁଲ୍ ଭ୍ୟାନକୁ ଧକ୍କା ଦେଇଛି ଟ୍ରେନ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ସ୍କୁଲ୍ ଛାତ୍ରଙ୍କ ସହ ଜଣେ ଲୋକଙ୍କର … Read More
