ମେକ୍ସିକୋରେ ୭.୩ ତୀବ୍ରତାର ଭୂକମ୍ପ ଝଟକା
ମେକ୍ସିକୋ: ମେକ୍ସିକୋ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ । ୭.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ମେକ୍ସିକୋ ଉପକୂଳରେ ଏହି ଭୂକମ୍ପ ହୋଇଛି । ଏହା ଯୋଗୁଁ ମେକ୍ସିକୋ ଏବଂ ପଡ଼ୋଶୀ ଦେଶ ଗ୍ୱାତେମାଲାରେ ପ୍ରବଳ କମ୍ପନ … Read More
