IHM ପରୀକ୍ଷାରେ ଜାଲିଆତି, ନକଲି ପରୀକ୍ଷାର୍ଥୀ ଦେଇ ବନ୍ଧା ହେଲେ ଅସଲି ପରୀକ୍ଷାର୍ଥୀ
ଭୁବନେଶ୍ବର: ପରୀକ୍ଷାରେ ପାସ କରିବାକୁ ଜାଲିଆତି । ଅସଲ ବଦଳରେ ପରୀକ୍ଷ ଦେଲା ନକଲି ପରିକ୍ଷାର୍ଥୀ । ଧରାପଡ଼ିଲା କାରସାଦି ବାନ୍ଧିଲା ପୋଲିସ । ସର୍ବଭାରତୀୟ ଶିକ୍ଷାନୁଷ୍ଠାନ IHM ରେ ଅସଲି ପରୀକ୍ଷାର୍ଥି ବଦଳରେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଧରାପଡ଼ିବା ପରେ … Read More
