ଭୁବନେଶ୍ବରରେ ନିର୍ମାଣ ହେବ ‘ସମର୍ପିତ ବସ୍ ପଥ’
ଭୁବନେଶ୍ୱର: ଭୁବନେଶ୍ବରରେ ନିର୍ମାଣ ହେବ ’ସମର୍ପିତ ବସ୍ ପଥ’ (ଡେଡିକେଟେଡ୍ ବସ୍ ଲେନ୍)। ଏହି ଲେନ୍ରେ ସାଧାରଣ ବସ୍ ସହ ସ୍କୁଲ୍ ବସ୍ ଏବଂ ଆମ୍ବୁଲାନ୍ସ ଆଦି ଜରୁରୀକାଳୀନ/ଅତ୍ୟାବଶ୍ୟକ ସେବା ଯାନବାହନକୁ ପ୍ରାଥମିକତା ଦିଆଯିବ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ … Read More
