ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଆଉ ନାହାଁନ୍ତି ଅନନ୍ତ ଦାସ । ପରଲୋକରେ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ଭୋର ୪ଟା ୧୫ରେ ଭୁବନେଶ୍ବର ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ … Read More

ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ, ଜଣେ ମହିଳା ଅଟକ

ବାରିପଦା: ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ । ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ମହିଳା ଜଣକ ରାସଗୋବିନ୍ଦପୁର ଥାନା ଝିଙ୍କିରିଆ ଗାଁର । ଶୁନଗଡ଼ିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ୨ ଶିଶୁଙ୍କୁ ଚୋରି କରି ନେଉଥିବାବେଳେ ସ୍ଥାନୀୟ … Read More

ରାଜଧାନୀରେ ଏନକାଉଣ୍ଟର: ଏଟିଏମ ଲୁଟ୍ ବେଳେ ଲୁଟେରା-ପୋଲିସ ଗୁଳିବିନିମୟ

ଭୁବନେଶ୍ବର: ରାତି ଅଧରେ ରାଜଧାନୀରେ ପୁଣି ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବରଗଡ଼ରେ ଏନକାଉଣ୍ଟର ହୋଇଛି। ଦୀପକର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ … Read More

ଦେଓମାଳୀରେ ପ୍ରସ୍ତୁତ ହେବାକୁ ଯାଉଛି ଚଳଚିତ୍ର ନିର୍ଦେଶକ ରାଜା ମଉଲିଙ୍କ ସାଉଥ ମୁଭି

କୋରାପୁଟ: ସୁଉଚ୍ଚ ପର୍ବତମାଳା ପ୍ରାକୃତିକ ପରିବେଶ ପୁଣି ଥରେ ଆକର୍ଷିତ କରିଛି ସାଉଥ ଇଣ୍ଡଷ୍ଟ୍ରି କୁ l ଦେଓମାଳୀ ଶିଖରରେ ଦକ୍ଷିଣ ଭାରତୀୟ ସିନେ ପ୍ରଯୋଜକ ରାଜା ମଉଲି l ଯାହା ଏବେ ଖୁବ୍ ଚର୍ଚ୍ଚାରେ । ପୁଣି ଥରେ ଆରମ୍ଭ ହେବାକୁ … Read More

ଗଞ୍ଜାମ ଜିଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର : ଗଞ୍ଜାମ ଜିଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ସେଥିମଧ୍ୟରୁ ୪୯୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ୧୪୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‍ଘାଟିତ ହୋଇଛି। … Read More

ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ବିଜେପିର ଅଭିଯୋଗ ପରେ ଚେତିଲା ବିଜେଡି । ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି । ସୂଚନା ଦେଲେ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ହେବା ନେଇ ଯୋଜନା … Read More

କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ: ମମତା ଖୋଲି କହିଲେ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)କୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ମମତା ମହାନ୍ତ ଘେରିଛନ୍ତି। କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ ସେ ସମ୍ପର୍କରେ ବିଜେପି ସାଂସଦ ମମତା ଖୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏବେ … Read More

ମହିଳା ଦିବସ ୨୦୨୫: ମୋଦୀଙ୍କ ସୋସିଆଲ ମିଡିଆରେ ଭୁବନେଶ୍ଵର ଝିଅ ଏଲିନା ମିଶ୍ର

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲକୁ ସଫଳ ମହିଳାମାନେ ପରିଚାଳନା କରିଛନ୍ତି । ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କୁ ଏହି ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରେ ଏଲିନା … Read More

ଜେଲରୁ ମୁକ୍ତ ହେଲେ ଦକ୍ଷିଣ କୋରିଆର ନିଲମ୍ବିତ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍

ମହାଭିଯୋଗିରେ ଦୋଷୀ ସାବ୍ୟସ୍ତ ଦକ୍ଷିଣ କୋରିଆର ରକ୍ଷଣଶୀଳ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲଙ୍କୁ ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ସିଓଲ୍ କୋର୍ଟ ରାଷ୍ଟ୍ରପତିଙ୍କୁ ଗିରଫ ନ କରି ବିଦ୍ରୋହ ନିମନ୍ତେ ବିଚାର ପାଇଁ ଅନୁମତି ଦେବା ସହ ତାଙ୍କ ଗିରଫଦାରୀ … Read More

ଢାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ, ଢ଼ାବାକୁ ସିଲ କଲା ଜିଲ୍ଲା ପ୍ରଶାସନ

ପୁରୀ : ପୁରୀରେ ଗୋ ମାଂସ ଚାଲାଣ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ଦେଇଛନ୍ତି । ଭୁବନେଶ୍ୱର -ପୁରୀ NH -216 ସାକ୍ଷୀଗୋପାଳ ନିକଟସ୍ଥ ଜୟା ଢ଼ାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ … Read More