ଘରେ ପଶି ସମିତିସଭ୍ୟାଙ୍କୁ ଆକ୍ରମଣ କଲେ ୬ ଦୁର୍ବୃତ୍ତ
କଟକ: ରାତି ଅଧରେ ସମିତିସଭ୍ୟାଙ୍କୁ ଆକ୍ରମଣ। କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ଓ ତାଙ୍କ ସ୍ବାମୀଙ୍କୁ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବିଳମ୍ବିତ ରାତିରେ ଘରେ … Read More
