ଆମେରିକାରେ ପାକିସ୍ତାନୀଙ୍କ ଏଣ୍ଟ୍ରି ହେବ ବ୍ୟାନ, ଲିଷ୍ଟରେ ଅଛନ୍ତି ୪୧ ଦେଶ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ଦିନଠୁ ବେଆଇନ ପ୍ରବାସ ପ୍ରସଙ୍ଗରେ କଠୋଇ ଆଭିମୁଖ୍ୟ ପୋଷଣ କରିଆସୁଛନ୍ତି । ବେଆଇନ ପ୍ରବାସୀଙ୍କୁ ବିମାନରେ ବସାଇ ଦେଶରୁ ବିତାଡିତ କରିବାରେ ଲାଗିଛନ୍ତି । ଏବେ ଆମେରିକାରେ ଅବୈଧ ପ୍ରବାସ ରୋକିବାକୁ ଆଉ … Read More
