ରେକର୍ଡ କଲା ସୁନା ଦର, ୧୦ ଗ୍ରାମ ପିଛା ୯୧ ହଜାର

ଭୁବନେଶ୍ଵର: ଏବେ ଆଉ ସୁନା କିଣିବାକୁ କୌଣସି ନିର୍ଦ୍ଧିଷ୍ଟ ଦିନ କିମ୍ବା ଋତୁ ଅପେକ୍ଷା କରିବା କାଠିକର ପାଠ ହୋଇଯାଉଛି । ପୂର୍ବରୁ ବିବାହ ଋତୁ, ଧନତେରାସ୍ ପରି ପର୍ବପର୍ବାଣୀ ଆସିଲେ ସୁନା ଦୋକାନରେ ଲାଗେ ଭିଡ । ଏବେ କିନ୍ତୁ … Read More

ମୋତେ ମାଡ଼ ମାରିଥିବା ଅଧିକାରୀଙ୍କୁ ମୁଁ ସ୍ପଷ୍ଟ ଭାବେ ଚିହ୍ନଟ କରି ପାରିବି: ରାନ୍ୟା

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହେବା ପରଠାରୁ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ନୂଆନୂଆ ତଥ୍ୟା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ରାନ୍ୟା … Read More

ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ୩୦ ଲକ୍ଷ ୭୩୪ ଲୋକ e-KYCକରିନାହାନ୍ତି । ୩୧ ମାର୍ଚ୍ଚ ପରେ ଜଣାପଡ଼ିବ … Read More

ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ

ଭୁବନେଶ୍ବର: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୦ ବର୍ଷ ବୟସରେ ରମାକାନ୍ତ ରଥ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ଭୋରୁ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ପରଲୋକ ଘଟିଛି ।୨୦୦୬ରେ ରମାକାନ୍ତ ରଥଙ୍କୁ ଭାରତ ସରକାର … Read More

କର୍ଣ୍ଣାଟକରେ ମୁସଲିମ୍ କନ୍‌ଟ୍ରାକ୍ଟରଙ୍କୁ ୪% ସଂରକ୍ଷଣ, ବିଜେପି କହିଲା- ରାହୁଲ ଗାନ୍ଧୀଙ୍କ ମାନସିକତାର ପ୍ରତିଫଳନ

ନୂଆଦିଲ୍ଲୀ: କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ୍ ପବ୍ଲିକ୍ ପ୍ରକ୍ୟୁରମେଣ୍ଟ (KTPP) ଆକ୍ଟରେ ସଂଶୋଧନକୁ କର୍ଣ୍ଣାଟକ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ସଂଶୋଧନ ପରେ ଠିକା କାମରେ ମୁସଲ୍‌ମାନ ଠିକାଦାରଙ୍କୁ ଚାରି ପ୍ରତିଶତ ସଂରକ୍ଷଣ ଦିଆଯିବ । କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ … Read More

‘ଧର୍ମପଦ’ ଉପାଖ୍ୟାନ ଦେଇ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ ଅଶୋକ

ଭୁବନେଶ୍ଵର: ୨୪ ବର୍ଷ ଧରି ଚୁପ୍ ରହିଥିବା ନେତା ଏବେ ଦଳର ପରାହତ ପରେ ଧିରେ ଥିରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜା ଚକ୍ର ମାମଲାରେ ଘସିପୁରା ବିଜେଡି ବିଧାୟକ ବଦ୍ରିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଏବେ ବି … Read More

ଯଦି ହିନ୍ଦୀକୁ ବିରୋଧ କରୁଛ ନିଜ ଚଳଚ୍ଚିତ୍ରକୁ ହିନ୍ଦୀରେ ଡବ୍ କରୁଛ କାହିଁକି ?: ପବନ କଲ୍ୟାଣ

ହାଇଦ୍ରାବାଦ : ଜନସେନା ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ତାମିଲନାଡୁର ରାଜନେତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହି ନେତାମାନେ ହିନ୍ଦୀକୁ ବିରୋଧ କରନ୍ତି, ତଥାପି ଆର୍ଥିକ ଲାଭ ପାଇଁ ତାମିଲ ଚଳଚ୍ଚିତ୍ରକୁ ହିନ୍ଦୀରେ ଡବିଂ … Read More

ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ

ଭୁବନେଶ୍ଵର: ହୋଲି ଖେଳ ବେଳେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି । ହତ୍ୟା କାଣ୍ଡର କାରଣ ଜଣାପଡିନଥିବା … Read More

ପାନକାର୍ଡ ପରି ଏବେ ଆଧାର ସହ ଲିଙ୍କ ହେବ ଭୋଟର ଆଇକାର୍ଡ

ନୂଆଦିଲ୍ଲୀ: ନିର୍ବାଚନୀ ପାରଦର୍ଶିତା ବଢାଇବା ଉଦ୍ଦେଶ୍ୟରେ ଏବେ ଭୋଟର ଆଇଡିକୁ ଆଧାର ସହ ସଂଯୋଗ କରିବା ପ୍ରକ୍ରିୟା ଜୋରଦାର କରାଯାଇଛି । ପାନକାର୍ଡ ପରି ଏବେ ଭୋଟ ପରିଚୟ ପତ୍ରକୁ ମଧ୍ୟ ଆଧାର ସହ ସଂଯୋଗ କରିବା ଯୋଜନା ଉପରେ ନିର୍ବାଚନ … Read More

୭୩ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କନ୍ଧମାଳ: ମାତିଛନ୍ତି ଗଞ୍ଜେଇ ମାଫିଆ। ୭୩ କେଜି ଗଞ୍ଜେଇ ଜବତ। କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ସମୟରେ ୭୩ କେଜି ଗଞ୍ଜେଇ ଜବତ ହୋଇଛି। ସାରଙ୍ଗଡ଼ରୁ ଫୁଲବାଣୀ ଏସଏଚ ଏକ ନମ୍ବର ରାସ୍ତାରେ ପେଟ୍ରୋଲିଂ ବେଳେ ସଅବାଲି ନିକଟ … Read More