ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ଼.ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ | ୮୩ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ୧୦ଟା ୩୦ … Read More

ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରି ୮୫୫କୋଟିର କ୍ଷତି ସହିଲା ପିସିବି

ନୂଆଦିଲ୍ଲୀ: ଆୟୋଜକ ହୋଇ କ୍ଷତି ସହିଲା ପାକିସ୍ତାନ। ଲାଭ ଆଶା ରଖି ସହିଲା କ୍ଷତି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବହୁତ ଆଶା ଏବଂ ବଡ଼ ସ୍ୱପ୍ନ ସହିତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ କରିଥିଲା। କିନ୍ତୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁଦେଶ … Read More

ଆଜି ୪୩.୬ ଡିଗ୍ରୀ ତାପମାତ୍ରା ସହ ଜଳିଛି ବୌଦ୍ଧ

ମାର୍ଚ୍ଚ ଅଧାରୁ ଜଳିଲାଣି ଅଧାରୁ ଅଧିକ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ନିଇତି ରେକର୍ଡ କରିଚାଲିଛି ପାରଦ । ମାର୍ଚ୍ଚ ଅଧାରୁ ଯେଭଳି ଦାଉ ସାଧିଛି ଗ୍ରୀଷ୍ମ ପ୍ରବାହ । କିଛିଦିନ ହେଲା ବୌଦ୍ଧ ଓ ଝାରସୁଗୁଡ଼ା କ୍ରମାଗତ ପାରଦ ଉପରମୁହାଁ … Read More

୧୪୦ କୋଟି ଭାରତୀୟ ମୋ ଶକ୍ତି : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ପ୍ରସିଦ୍ଧ ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ପୋଡକାଷ୍ଟରେ ତାଙ୍କ ପିଲାଦିନ, ହିମାଳୟରେ ବିତାଇଥିବା ସମୟ ଏବଂ ସାର୍ବଜନୀନ ଜୀବନରେ ତାଙ୍କର ଯାତ୍ରା ସମେତ ବିଭିନ୍ନ ବିଷୟ ଉପରେ ସେ … Read More

ଭୁବନେଶ୍ୱରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ) ଏକ ଶାଖା ଭୁବନେଶ୍ୱରରେ ସ୍ଥାପନ ହେବ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ)ର ଏକ ଶାଖା ଭୁବନେଶ୍ୱରରେ ସ୍ଥାପନ ପାଇଁ ଦେଇଥିବା … Read More

ପାକ୍‌ ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ, ୯୦ ଯବାନ ମୃତ

ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ରବିବାର ସେନା ଗାଡ଼ି ଉପରେ ଭୟଙ୍କର ଆକ୍ରମଣ ହୋଇଛି। ପାକ୍‌ ସେନାର କିଛି ବସରେ ଯବାନମାନେ ନୌଶକି ଅଞ୍ଚଳ ଦେଇ କ୍ଵେଟାରୁ ତାଫତାନ ଯାଉଥିଲେ। ଏହି ସମୟରେ ହଠାତ ଆଇଇଡି ଭର୍ତ୍ତି ଏକ ଗାଡ଼ି ପାକ୍‌ ସେନାର … Read More

ମାର୍ଚ୍ଚ ୩୧ ଶେଷ ତାରିଖ: ତା’ପରେ ଆଉ ଧାନ ନେବେନି ସରକାର

ଭୁବନେଶ୍ଵର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ … Read More

ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ଗଲିନି: ଜୟ ନାରାୟଣ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରସ୍ତୁତି ବୈଠକରେ ପଛରେ ବସିବା ପ୍ରସଙ୍ଗରେ ସେ ନିଜର ମତ ରଖି ତେରଛା ବାଣ ମାରିଛନ୍ତି। ସେ … Read More

କ୍ୟାରମ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ: ଡିସିପି

କଟକ: ହୋଲିରେ କଟକ ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା । କ୍ୟାରମ୍ ଖେଳକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । … Read More

ପଣବନ୍ଦୀ ଥିବା ୨୧୪ ଯାତ୍ରୀଙ୍କୁ ହତ୍ୟା କଲା ବିଏଲଏ

ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜ୍ୟାକ୍‌ ଘଟଣାରେ ପଣବନ୍ଦୀ ଥିବା ୨୧୪ ଯାତ୍ରୀଙ୍କୁ ବାଲୋଚ ଲିବରେସନ ଆର୍ମି(ବିଏଲଏ) ହତ୍ୟା କରିଛି। ଏ ନେଇ ବିଏଲଏ ପକ୍ଷରୁ ଦାବି କରାଯାଇଛି। ବନ୍ଦୀ ଅଦଳ ବଦଳ କରିବାକୁ ପାକ୍ ସରକାର ରାଜି ନ ହେବାରୁ ପଣବନ୍ଦୀମାନଙ୍କୁ … Read More