ମାର୍ଚ୍ଚ ୨୧ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ

ଭୁବନେଶ୍ବର: ମାର୍ଚ୍ଚ ୨୧ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ ଆରମ୍ଭ ହେବ। ଏଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୪୦୦ ରୁ ଉର୍ଦ୍ଧ ଲେଖକ ସାମିଲ ହେବେ । ଏହାସହ ନେପାଳ, ଭୁଟାନ, ଶ୍ରୀଲଙ୍କା, ଇଣ୍ଡୋନେସିଆ ସହ ଜାପାନ, ବୁଲଗାରିଆ … Read More

୨୦୨୪ ଓଡ଼ିଶା ନିର୍ବାଚନ: ସରକାର ଖର୍ଚ୍ଚ କରିଥିଲେ ୧୧୫ କୋଟି ଟଙ୍କା

ଭୁବନେଶ୍ୱର,୧୭।୩: ୨୦୨୪ ରେ ଓଡ଼ିଶାରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ସରକାର ଗାଡ଼ି ଏବଂ ସାଉଣ୍ଡ ସିଷ୍ଟମ ଭଡା ଏବଂ ତମ୍ବୁ ଏବଂ ବ୍ୟାରିକେଡ୍ ଲଗାଇବା ପାଇଁ ୧୧୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ … Read More

ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ବିଶିଷ୍ଟ କବି, ଅବସରପ୍ରାପ୍ତ ପ୍ରଶାସକ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି | ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ପୁଅ ପିନାକୀ ରଥ ମୁଖାଗ୍ନି ଦେଇଥିବାବେଳେ ଶେଷକୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ … Read More

ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଘୋର ଅଭାବ: ୬୭ ଆଇଏଏସ୍, ୬୯ ଆଇପିଏସ୍, ୨୫୩ ଓଏଏସ୍ ପଦବୀ ଖାଲି

ଭୁବନେଶ୍ବର: ରାଜ୍ୟରେ ପ୍ରଶାସନିକ ସେବା କ୍ଷେତ୍ରରେ ଅନେକ ପ୍ରମୁଖ ଅମଲାତାନ୍ତ୍ରିକ ପଦବୀ ଖାଲି ପଡ଼ିଥିବାରୁ ଓଡ଼ିଶା ସରକାର ଏକ ଗମ୍ଭୀର ପ୍ରଶାସନିକ ସଙ୍କଟରେ ପଡ଼ିଥିବା ପରି ମନେ ହେଉଛି। ଓଡ଼ିଶା ବିଧାନସଭାରେ ଏହି ଚିନ୍ତାଜନକ ପରିସ୍ଥିତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ … Read More

ହେଲମେଟ ପିନ୍ଧିନଥିବାରୁ ତେଜ ପ୍ରତାପଙ୍କ ଉପରେ ଲାଗିଲା ୪ହଜାର ଟଙ୍କାର ଜରିମାନା

ପାଟନା: ହୋଲି ପାଳନ ବେଳେ ଭୁଲିଗଲେ ନିୟମ। ହେଲମେଟ ପିନ୍ଧିନଥିବାରୁ ତେଜ ପ୍ରତାପଙ୍କ ଉପରେ ଲାଗିଲା ୪ହଜାର ଟଙ୍କାର ଜରିମାନା। ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ରାଷ୍ଟ୍ରୀୟ … Read More

ଦୁବାଇ ଯାଉଥିବା ପ୍ରତିଟି କଳାକାର ପାଇଁ ଦାଉଦ ରାତିଭୋଜନର କରୁଥିଲା ଆୟୋଜନ

ନୂଆଦିଲ୍ଲୀ: ବଲିଉଡରେ ଏମିତି ଏକ ସମୟ ଥିଲା ଯେଉଁ ସମୟରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ବହୁତ ପ୍ରଭାବ ଥିଲା। ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ଏବଂ ଚଳଚ୍ଚିତ୍ର ନିର୍ମାତା ଦାଉଦର ବନ୍ଧୁ ଥିଲେ। ନିକଟରେ ସାମ୍ବାଦିକ ତଥା ଲେଖକ ହୁସେନ … Read More

ଆମେରିକାରେ ଖଲିସ୍ତାନୀ କାର୍ଯ୍ୟକଳାପ ବନ୍ଦ ହେଉ : ତୁଳସୀଙ୍କୁ କହିଲେ ରାଜନାଥ

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର (ମାର୍ଚ୍ଚ ୧୭, ୨୦୨୫) ଆମେରିକାର ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡଙ୍କୁ ଭେଟିଛନ୍ତି। ଏହି ସମୟରେ ଆମେରିକା ମାଟିରେ ଭାରତୀୟ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଥିବା ଖଲିସ୍ତାନୀ ଉଗ୍ରବାଦୀଙ୍କ ପ୍ରସଙ୍ଗ ଉଠିଥିଲା। … Read More

ଖରାପ ସମୟରେ ଶ୍ରୀକୃଷ୍ଣ ଓ ଗୀତା ସବୁବେଳେ ମୋତେ ସାହାଯ୍ୟ କରନ୍ତି : ତୁଳସୀ ଗାବାର୍ଡ୍

ନୂଆଦିଲ୍ଲୀ : ଏହା ଆମ ଶାସ୍ତ୍ରରେ ଲେଖାଯାଇଛି, ଯେତେବେଳେ ବି ଅସୁବିଧା ଉପୁଜିବ, ଶ୍ରୀମଦ୍ ଭଗବତ ଗୀତା ପଢ଼ନ୍ତୁ। ଏହା ଆପଣଙ୍କୁ ବାଟ ଦେଖାଇଥାଏ । ମହାଜ୍ଞାନୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ଏହି ମନ୍ତ୍ରକୁ ଆପଣାଇଛନ୍ତି … Read More

ଦୁଇ ଦିନରେ ୨୨ଟି ହତ୍ୟା ଏହା କ’ଣ ମଙ୍ଗଳ ରାଜ୍ୟ: ରାବ୍ରୀ ଦେବୀ

ନୂଆଦିଲ୍ଲୀ: ବିହାରର ଆଇନ ବ୍ୟବସ୍ଥାକୁ ନେଇ ସୋମବାର ବିଧାନସଭା ପରିଷଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ନୀତିଶ କୁମାରଙ୍କୁ ଟାଗେର୍ଟ କରିଥିଲେ। ରାଜ୍ୟରେ ବଢ଼ୁଥିବା ଅପରାଧ ଏବଂ ପୁଲିସ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନେଇ ରାବ୍ରୀ ଦେବୀ କହିଛନ୍ତି, ‘ … Read More

ଔରଙ୍ଗଜେବଙ୍କ ସମାଧି ବୀରତ୍ବର ପ୍ରତୀକ : ସଂଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ସମାଧିକୁ ନେଇ ରାଜନୀତି ବଢିଚାଲିଛି ଏବଂ ଏହାର ଉତ୍ତାପ ସମଗ୍ର ଦେଶରେ ଅନୁଭୂତ ହେଉଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନ ଔରଙ୍ଗଜେବଙ୍କ ସମାଧି ହଟାଇବାକୁ ଦାବି କରୁଛନ୍ତି … Read More