ଜଙ୍ଗଲ ନିଆଁ ଲିଭାଇବା ବେଳେ ହେଲିକପ୍ଟର କ୍ରାଶ୍, ଚାଲିଗଲା ୨ ପାଇଲଟଙ୍କ ଜୀବନ
Spread the loveୱାଶିଂଟନ: ଆମେରିକାର ୟୋସେମିଟି ନ୍ୟାସନାଲ ପାର୍କରେ ଜଙ୍ଗଲ ନିଆଁ ଲିଭାଇବା ଅଭିଯାନ ବେଳେ ଏକ ଫାୟାରଫାଇଟିଂ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଅଧିକାରୀଙ୍କ ଅନୁଯାୟୀ, ରବିବାର ଅପରାହ୍ନରେ … Read More
