ଆକାଶମାର୍ଗରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

Spread the love

Spread the loveଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଏକ ଗଭୀର ଅବପାତ ଯୋଗୁଁ ହୋଇଥିବା ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା … Read More

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ୬ଟି ସ୍ଥାନରେ ଚଢ଼ାଉ

Spread the love

Spread the loveମାଲକାନଗିରି: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ର AEE ଶିଶିର କୁମାର ଦାଶଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ । ତାଙ୍କ ଜଣାଶୁଣା ଆୟ ଉତ୍ସଠାରୁ … Read More

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ବିଧାୟକଙ୍କୁ ଦୁର୍ବ୍ୟବହାର

Spread the love

Spread the loveବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସଙ୍ଗିନ ଥିବା ବେଳେ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି । ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାସ୍କର ମଢ଼େଇ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ସମୟରେ ଲୋକଙ୍କ … Read More

ବଢୁଛି ମହାନଦୀ ଜଳସ୍ତର: ବନ୍ୟା ନେଇ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ଆଲର୍ଟ

Spread the love

Spread the loveଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଏବେ ମହାନଦୀ ଅବବାହିକାରେ ଏକ ଛୋଟ ଧରଣର ବନ୍ୟା ଆସିବାର ସମ୍ଭାବନା ଦେଖାଦେଇଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର … Read More

ବନ୍ୟା ସ୍ରୋତରେ ୨୫ କି.ମି ଭାସିଗଲେ ବୃଦ୍ଧା, ଉଦ୍ଧାର କଲେ ସ୍ଥାନୀୟ ଲୋକ

Spread the love

Spread the loveରାଜନଗର : ରଖେ ହରି ତ ମାରେ କିଏ । ୨୫ କିଲୋମିଟର ଭାସି ଆସିଲେ ବୃଦ୍ଧା । ବନ୍ୟା ସ୍ରୋତରେ ଯାଜପୁରରୁ ଭାସିଲେ, ପଟ୍ଟାମୁଣ୍ଡାଇରେ ପହଁଚିଲେ । ପ୍ରାୟ ୨୫ କିମି ଭାସି ଆସିଲେ ବୃଦ୍ଧା। ଏହି ଘଟଣା … Read More

ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଛାଡ଼ିବ ମୌସୁମୀ ବାୟୁ: କମିବ ବର୍ଷା, ଅସହ୍ୟ ଗୁଳୁଗୁଳି ନେଇ ଆଲର୍ଟ

Spread the love

Spread the loveଭୁବନେଶ୍ୱର: ରାଜ୍ୟର ପାଣିପାଗ ଏବେ ପୁଣି ଥରେ ଖରାପ ରୂପ ନେବାର ଆଶଙ୍କା ଦେଖାଦେଇଛି । ସେପ୍ଟେମ୍ବର ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବଂ ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଏକାଧିକ ଜିଲ୍ଲାରେ … Read More

ବୌଦ୍ଧ ବିଧାୟକଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କଲେ କୋର୍ଟ

Spread the love

Spread the loveବୌଦ୍ଧ: ବୌଦ୍ଧ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ସରୋଜ କୁମାର ପ୍ରଧାନଙ୍କ ବିରୁଦ୍ଧରେ ଏକ କୋର୍ଟ ପକ୍ଷରୁ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି । ଏକ ପୁରୁଣା ଆଇନଗତ ମାମଲାରେ ବାରମ୍ବାର ସମନ୍ ଜାରି କରାଯିବା … Read More

ମଦ ଦୋକାନ ଆଗରେ ଧାରଣାରେ ବସିଥିବା ବେଳେ ମହିଳାଙ୍କୁ ମାଡ଼

Spread the love

Spread the loveପୁରୀ: ମହିଳାଙ୍କୁ ମଦ୍ୟପ ଯୁବକଙ୍କ ମାଡ଼ । ମଦ ଦୋକାନକୁ ବିରୋଧ କରି ଦୋକାନ ସମ୍ମୁଖରେ ବସିଥିବା ଜଣେ ମହିଳାଙ୍କୁ ମାଡ଼ ମାରି ଆହତ କରିଛନ୍ତି ମଦ୍ୟପ ଯୁବକ । ଆହତ ମହିଳା ହେଉଛନ୍ତି ଅଠରନଳାର ଦୀପାଳି ପାତ୍ର । … Read More

ବଢୁଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର: ଖୋଲିଲା ଆଉ ୪ଟି ଗେଟ୍, ୨୮ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

Spread the love

Spread the loveସମ୍ବଲପୁର :  ଖୋଲିଲା ହୀରାକୁଦର ଆଉ ୪ ଟି ଗେଟ୍| ୨୮ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିସ୍କାସନ। ଛତିଶଗଡ଼ରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ … Read More

ଏଣିକି ସୋମବାର ହେବନି ସରକାରୀ ବୈଠକ, ଲୋକଙ୍କ ଅଭିଯୋଗ ଶୁଣିବେ ଅଧିକାରୀ

Spread the love

Spread the loveଭୁବନେଶ୍ୱର: ଏଣିକି ସୋମବାର ‘No Meeting Day’। ଜରୁରୀ ନଥିଲେ ହେବନି ସରକାରୀ ବୈଠକ । ଏଣିକି ସୋମବାର ସରକାରୀ କାର୍ଯ୍ୟାଳୟରେ ଅଯଥା ବୈଠକ ହେବନି । ପ୍ରତି ସୋମବାରକୁ ‘ଅଣ ବୈଠକ ଦିବସ’ ବା ‘No Meeting Day’ … Read More