ମାଛ ଧରିବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ

Spread the love

Spread the loveମହାକାଳପଡ଼ା: ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ନିଖୋଜ ମାଛ ଧରାଳି ହେଲେ ବରକନ୍ଧା ଗ୍ରାମର ଚକ୍ରଧର ବେହେରା(୬୯)।  ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀ ଶାଖା ଗୁପ୍ତଗିରୀ ନାଳରେ ଜଣେ ମାଛ … Read More

ଓଡ଼ିଶାରେ ହେବ ପରମାଣୁ ପ୍ଲାଣ୍ଟ ! ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ଟାଟା ଓ ଆଦାନୀ ଗ୍ରୁପ୍

Spread the love

Spread the loveଭୁବନେଶ୍ୱର: ଓଡ଼ିଶାରେ ପରମାଣୁ ଶକ୍ତି ଉତ୍ପାଦନକୁ ନେଇ ବଡ଼ ଖବର। ରାଜ୍ୟରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ଦେଶର ଦୁଇ ବଡ଼ ଶିଳ୍ପ ଗୋଷ୍ଠୀ ଟାଟା ଗ୍ରୁପ୍ ଓ ଆଦାନୀ ଗ୍ରୁପ୍ ଓଡ଼ିଶା ସରକାରଙ୍କ ନିକଟରେ ଅଲଗା … Read More

ଭୋଜି ଖାଇ ୭୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

Spread the love

Spread the loveଜଳେଶ୍ୱର : ଭୋଜି ଖାଇବା ପରେ ଅଚାନକ ଆରମ୍ଭ ହେଲା ଝାଡ଼ାବାନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖରିଦା ଗ୍ରାମରେ ଏହି ଘଟଣା ଦେଖାଦେଇଛି । ଏକ ଘର ପ୍ରତିଷ୍ଠା ଉତ୍ସବରେ ଭୋଜି ଖାଇବା ପରେ ଅଚାନକ … Read More

ଆସାମରେ ବନ୍ୟାର ତାଣ୍ଡବ ; ଶିବସାଗର ଜିଲାରେ ସର୍ବାଧିକ ୪୮ ମୃତ

Spread the love

Spread the love ଗୁଆହାଟି : ଆସାମରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ବନ୍ୟା ରାଜ୍ୟରେ ବିପୁଳ କ୍ଷୟକ୍ଷତି ଘଟାଇଛି। ଏବେ ବି ସ୍ଥିତିରେ କୌଣସି ଉନ୍ନତି ଆସିନାହିଁ। ବନ୍ୟା ଦାଉରେ … Read More

ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗ ; ସଂସଦରେ ଗୃହୀତ କରାଇବା ଲାଗି ସମର୍ଥନ ଦେବାକୁ ମନା କଲେ ରାହୁଲ

Spread the love

Spread the love ନୂଆଦିଲ୍ଲୀ : ସୀମା ନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ସଂସଦରେ ଗୃହୀତ କରିବା ପାଇଁ କେନ୍ଦ୍ର ସରକାର କଂଗ୍ରେସର ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ରାହୁଲ … Read More

୨୦୧୩ ଯୌନ ନିର୍ଯାତନା ମାମଲାରେ ତେହେଲକା ପ୍ରତିଷ୍ଠାତା ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

Spread the love

Spread the loveନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ୨୦୧୩ ଯୌନ ନିର୍ଯାତନା ମାମଲାରେ ତେହେଲକା ପ୍ରତିଷ୍ଠାତା ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ଡକ୍ଟର ନୀଲା ଗୋଖଲେ ଏବଂ ଅମିତ ଜାମସାଣ୍ଡେକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି … Read More

ଆସନ୍ତା ୧୭ରେ ସଂସଦର ସ୍ବତନ୍ତ୍ର ଅଧିବେଶନ !

Spread the love

Spread the love ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନରେ ଅଚଳାବସ୍ଥା ଲାଗି ରହିଥିବାବେଳେ ସରକାର ଅଗଷ୍ଟ ୧୭ରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଯୋଜନା କରୁଛନ୍ତି। ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ଗୃହୀତ କରାଇବା … Read More

ଉଚ୍ଚ ସ୍ବରରେ ଗୀତ ବଜାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା, ବାପ-ପୁଅ ମୃତ

Spread the love

Spread the loveମୁମ୍ବାଇ : ମୁମ୍ବାଇର ବିକ୍ରୋଲିରେ ଥିବା ଏକ ପରିବାର ଜୋରରେ ଗୀତ ବଜାଇବାକୁ ନେଇ ପଡୋଶୀଙ୍କ ସହିତ ପାଟିତୁଣ୍ଡ କରିଥିଲେ । ଆଉ ଝଗଡା ଏତେ ଭୟଙ୍କର ଥିଲା ଯେ, ଘଟଣାରେ ୨ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଛି । … Read More

ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ; ଲାଲକିଲ୍ଲାରେ ମୁତୟନ ହେବେ ୧୨ ହଜାର ପୋଲିସ

Spread the love

Spread the loveନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ, ଖାଲିସ୍ତାନୀ ତତ୍ତ୍ୱ ଏବଂ ହଠାତ୍ ବିରୋଧ ପ୍ରଦର୍ଶନ (ସ୍ନାପ୍ ପ୍ରୋଟେଷ୍ଟ)ର ଆଶଙ୍କାକୁ ନଜରରେ … Read More

ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ଚାଲିଗଲା ୬ ଜୀବନ

Spread the love

Spread the loveଲକ୍ଷ୍ନୌ: ନିରନ୍ତର ବର୍ଷା ମଧ୍ୟରେ ବୁଧବାର ରାତି ପ୍ରାୟ ୩ଟା ସମୟରେ ପ୍ରତାପଗଡ଼ର ନଗର କୋତୱାଲି ଅଞ୍ଚଳର ମହୁଲି ୱାର୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ଛଅ ଜଣ … Read More