ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା  ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟ ହେଲେ ମଝାପଡା ଗ୍ରାମର ଭବାନୀ ଖରସେଲ ଓ ଧୁମାମୁଣ୍ଡା ଗ୍ରାମର ସୁରେନ୍ଦ୍ର କିଶାନ। ମିଳିଥିବା … Read More

ଭୁବନେଶ୍ୱର ମହାନଗର ନିଗମ ଅଧିନ ଅଞ୍ଚଳରେ ପୂଜା କମିଟିଗୁଡ଼ିକ ପାଇଁ “ଗ୍ରାଉଣ୍ଡ ଭଡ଼ା” ସମ୍ପୂର୍ଣ୍ଣ ଛାଡ଼

ଭୁବନେଶ୍ୱର : ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇସାରିଛି ।  ସାର୍ବଜନୀନ ଦୁର୍ଗା ପୂଜାଠାରୁ ଆରମ୍ଭ କରି ଗଜଲକ୍ଷ୍ମୀ ପୂଜା, କାଳି ପୂଜା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ କମିଟି ମାଧ୍ୟମରେ ପୂଜାନୁଷ୍ଠାନଗୁଡିକରେ ପୂଜା ଆୟୋଜନ କରାଯିବ । ପୂଜା କମିଟିଗୁଡ଼ିକ ପାଇଁ … Read More

SIR ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ଗଠନମୂଳକ ପଦକ୍ଷେପ ଭାବେ ଅଭିହିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: SIRକୁ ନେଇ ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ। ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଭାରତ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା କରାଯାଉଥିବା ଭୋଟର ତାଲିକା ସଂଶୋଧନ ବା ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନ … Read More

ଏମ୍ ପିସି ଜୁନିୟର କଲେଜ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ଅସନ୍ତୋଷ

ବାରିପଦା: ବାରିପଦା ଐତିହ୍ୟ କୋଠାରୁ ଏମ୍ ପିସି ଜୁନିୟର କଲେଜ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲା ଅସନ୍ତୋଷ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଛାତ୍ରଛାତ୍ରୀ । ବାରିପଦା ବଡ଼ବଜାର ମୁଖ୍ୟ ରାସ୍ତା ଅବରୋଧ କରି ଧାରଣା ଦେବା ସହ ସ୍ଥାନାନ୍ତର ନିଷ୍ପତ୍ତିକୁ … Read More

ନକଲି ସୁନା ବିସ୍କୁଟ ସହ ୩ ଜଣଙ୍କୁ ମାଡ଼ି ବସିଲା ପୋଲିସ

ବରଗଡ଼: ନକଲି ସୁନା ବିସ୍କୁଟ ଚାଲାଣ ବେଳେ ୩ ଗିରଫ । ଗତ ୧୦ ତାରିଖ ରାତିରେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନାରେ ରମେଶ ସାହୁ ଏକ ଲିଖିତ ଅଭିଯୋଗ କରିଥିଲେ । ଏକ ଅଜଣା ମୋବାଇଲ ନମ୍ବରରୁ ଫୋନ୍ କଲ୍ ଆସିଥିଲା … Read More

୩ ହଜାର କେଜିର ନକଲି ମସଲା ସହ ମେସିନ୍ ଜବତ

ବ୍ରହ୍ମପୁର: ଆକ୍ସନ ମୋଡରେ ବ୍ରହ୍ମପୁର ପୋଲିସ୍ । ବଡ଼ ନକଲି ମସଲା କରାଖାନା ଉପରେ ବଡ଼ବଜାର ଥାନା ପୋଲିସର ଚଢ଼ାଉ । ୩ ହଜାର କେଜି ନକଲି ମସଲା ସହ ୪ ମେସିନ୍ ଜବତ । ବିଳମ୍ବିତ ରାତିରେ ଲକ୍ଷ୍ମୀ ନୃସିଂହ ନଗର … Read More

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ABEOଙ୍କ ଘରେ ଭିଜିଲାନ୍ସ ରେଡ୍

ଯାଜପୁର : ଭିଜିଲାନ୍ସ ଜାଲରେ ABEO । ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ଘରେ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ୱରର ପାତ୍ରପଡ଼ାରେ … Read More

ଗଣେଶ ଭସାଣିରେ ଡିଜେ ବାଜିବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ଭୁବନେଶ୍ୱର: ଗଣେଶ ଭସାଣିରୁ ଗୋଷ୍ଠୀ ସଂଘର୍ଷ । ଡିଜେ ବାଜିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନା ଅଞ୍ଚଳର କାଣ୍ଡି ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଫଳରେ ପ୍ରାୟ ପାଞ୍ଚ ଜଣ ବ୍ୟକ୍ତି ଆହତ … Read More

ଆରମ୍ଭ ହେଲା ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର: ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡିଛି ସମଗ୍ର ଅଂଚଳ । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ବାବଧାନରେ ପୁରୋଧା ଜ୍ଞାନରଞ୍ଜନ ପତି, ସରୋଜ ପତି … Read More

ଛାତ୍ର ସଂସଦ ନିର୍ବାଚନକୁ ନେଇ ବାୟାବାବା କଲେଜ ପରିସରରେ ଉତ୍ତେଜନା; ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ମହାକାଳପଡ଼ା: ମହାକାଳପଡ଼ାସ୍ଥିତ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟାହ୍ନରେ କଲେଜ ପରିସରରେ ଶକ୍ତି ପ୍ରଦର୍ଶନ ଓ ପ୍ରଚାରକୁ ନେଇ ଉଭୟ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଏବଂ ଅଖିଳ ଭାରତୀୟ … Read More