ଦିଲ୍ଲୀର କିଛି ସ୍କୁଲକୁ ବୋମା ଧମକ, ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀର କେତେକ ସ୍କୁଲକୁ ପୁଣି ବୋମା ଧମକ ଖବର ସାମ୍ନାକୁ ଆସିଛି । ସ୍କୁଲ ପ୍ରଶାସନ ପକ୍ଷରୁ ପୋଲିସକୁ ଏହି ଧମକ ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି … Read More

ବେଙ୍ଗାଲୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୭ ଯାତ୍ରୀଙ୍କ ଜୀବନ

ବେଙ୍ଗାଲୁରୁ : ଆଜି ସକାଳୁ ସକାଳୁ ବେଙ୍ଗାଲୁରୁ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବେଙ୍ଗାଳୁରୁ ହୋସକୋଟ-ଦାବାସପେଟ୍ ରାଜପଥରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବାଇକ୍, … Read More

ବାଂଲାଦେଶରେ BNP ମୁଖ୍ୟ ତାରିକ ରହମାନଙ୍କ ବିପୁଳ ବିଜୟ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ବାଂଲାଦେଶ : ବାଂଲାଦେଶରେ BNP ର ବଡ଼ ବିଜୟ! ।  ୨୦୦ରୁ ଅଧିକ ଆସନରେ ଆଗୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ।  ଶେଖ୍  ହସିନାଙ୍କ ବିଦାୟ ପରେ ବଦଳିଲା ବାଂଲାଦେଶ  ।  ବିପୁଳ ବିଜୟ ସହ ଇତିହାସ ରଚିଲେ ତାରିକ୍ ରହମାନ ।   … Read More

ବିଗିଡ଼ିଲା ଇମ୍ରାନଙ୍କ ସ୍ବାସ୍ଥ୍ୟାବସ୍ଥା, ହରାଇଲେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ : ଜେଲରେ ବିଗିଡ଼ିଲା ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା । ଜେଲରେ ଇମ୍ରାନ ଖାନ ହରାଇଲେ ତାଙ୍କ ଦୃଷ୍ଟିଶକ୍ତି । ପାକିସ୍ତାନ ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଇମ୍ରାନଙ୍କ ଆଇନଜୀବୀ । ଜେଲ୍ ରେ ତାଙ୍କୁ ଠିକ୍ ଭାବେ ଚିକିତ୍ସା ସେବା ମିଳିପାରିନାହିଁ । ତେଣୁ … Read More

ଚୋରା ମଦ ବେପାର ବନ୍ଦ ପାଇଁ ଅବକାରୀ କମିଶନରଙ୍କୁ ବିଧାୟକ ଚିଠି ଲେଖିବା ପରେ ଦୋକାନ ଭାଙ୍ଗିଲେ ମହିଳା

ଯାଜପୁର : ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଚୋରା ମଦ ବେପାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ବିଧାୟକ ହିମାଂଶୁ ଶେଖର ସାହୁ ନିକଟରେ ଅବକାରୀ କମିଶନରଙ୍କୁ ଚିଠି ଲେଖିବା ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ ଅବକାରୀ ସଚିବ ଯାଜପୁର ଅବକାରୀ ଅଧିକ୍ଷକ … Read More

୫କୋଟିର ଠକେଇ, ୨ ସାଇବର ଠକ ଗିରଫ

ବଲାଙ୍ଗିର : ସଦର ଓ ଲୋଇସିଂହା ବ୍ଲକ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ୨ ସାଇବର ଠକଙ୍କୁ ଗିରଫ କରିଛି ବଲାଙ୍ଗିର ସାଇବର ଥାନା ପୁଲିସ। ଗିରଫ ଅଭିଯୁକ୍ତ … Read More

ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ମନମାନି; ଆମରଣ ଅନଶନରେ ବସିଲେ ସରପଞ୍ଚ ଓ ସମିତି ସଭ୍ୟ

ବାସୁଦେବପୁର :ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ମନମାନି କାରଣକୁ ନେଇ ବ୍ଲକ ପରିସରରେ ଆମରଣ ଅନଶନରେ ବସିଲେ ସରପଞ୍ଚ ଓ ସମିତି ସଭ୍ୟ। ଏହି ପ୍ରତିବାଦ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଘଟିଛି। ଲୋକପ୍ରତିନିଧିମାନଙ୍କୁ ଅଗ୍ରାଧିକାର ଦିଆନଯିବ। ତାହା ସହ ଅଧ୍ୟକ୍ଷଙ୍କ … Read More

ଅଙ୍ଗନବାଡ଼ିରେ ଦଳିତ କର୍ମୀଙ୍କୁ ବିରୋଧ : ସ୍ଥିତି ପରଖିଲେ କଂଗ୍ରେସ ଜିଲ୍ଲା ସଭାପତି

ରାଜନଗର : ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକାଙ୍କ ନିଯୁକ୍ତି ବିରୋଧ ଘଟଣାରେ ସ୍ଥିତି ପରଖିଛି କଂଗ୍ରେସ। ଘଟଣାସ୍ଥଳରେ ଜିଲ୍ଲା ସଭାପତିଙ୍କ ସହ କଂଗ୍ରେସର ଏକ ଦଳ ପହଞ୍ଚି ଆଲୋଚନା କରିଛନ୍ତି। କଂଗ୍ରେସ ଜିଲ୍ଲା ସଭାପତି … Read More

‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର :  ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।  ନବରଙ୍ଗପୁର ସମେତ ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁର ଠାରୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି ।  ଆସନ୍ତା ୪ ବର୍ଷରେ ଏହି ଯୋଜନାରେ  … Read More

ବୋର୍ ୱେଲରେ ପଡି ଶିଶୁ କନ୍ୟା ମୃତ

ପୁରୀ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ଵିଲ୍ଡିଂ କାମ ବେଳେ ଅଘଟଣ । ବୋର୍ ୱେଲରେ ପଡି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ । ମାମୁଁ ଘରକୁ ବୁଲିବାକୁ ଆସିଥିଲା ଭାଣୀଜି । ମେଡିକାଲରେ ନିର୍ମାଣଧୀନ ନୂଆ … Read More