ରାଜ୍ୟରୁ ତଡ଼ା ହେଲେଣି ୪୯ ବାଂଲାଦେଶୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରୁ ଏଯାବତ ତଡିପାର ହୋଇଛନ୍ତି ୪୯ଜଣ ବାଂଲାଦେଶୀ । ଏନେଇ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆ ସରକାର ଆସିବା ପରେ ୫୧ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ … Read More

ବାରବାଟୀ ମ୍ୟାଚ୍ ପାଇଁ ଅନଲାଇନରେ ୨୦୦୦ ଟିକେଟ୍ ବିକ୍ରି

ଭୁବନେଶ୍ୱର : ବାରବାଟୀ ଟିଟ୍ବେଣ୍ଟି ପାଇଁ ସରିଲା ଅନଲାଇନ୍ ଟିକେଟ ବିକ୍ରି ।  ଅପରାହଣ ୨ଟାରୁ ବୁକିଂ ଆରମ୍ଭ ହୋଇଥିଲା । District ବାଏ zomato app ଜରିଆରେ ଅନଲାଇନ୍ ଟିକେଟ ବିକ୍ରି ହୋଇଥିଲା ।  ଅନଲାଇନ୍ ରେ ୨୦୦୦ ଟିକେଟ୍ ବିକ୍ରି … Read More

ଏମ୍ସକୁ ୩. ୪ କୋଟି ଦାନ କଲେ ପ୍ରଫେସର ଡା କେ. ଲକ୍ଷ୍ମୀ ବାଇ

ଭୁବନେଶ୍ବର : ନିଜ ବାସଭବନକୁ ବିିକି ଭୁବନେଶ୍ବର ଏମ୍ସ ୩କୋଟି ୪୦ ଲକ୍ଷ ଟଙ୍କା ଦାନ କଲେ ପ୍ରଫେସର ଡାକ୍ତର କେ. ଲକ୍ଷ୍ମୀ ବାଇ । ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବା ପାଇଁ ସେ ଏହି ଅର୍ଥ … Read More

ଟଙ୍କା କାରବାରକୁ ନେଇ ଗୁଳିକାଣ୍ଡ, ୬ କୋର୍ଟ ଚାଲାଣ

ଜୋଡା: ଜୋଡା ବଲାଣି ଥାନା ଅଂଚଳରେ ଫୁଟିଲା ଗୁଳି ।  ଟଙ୍କା ଦେଣ ନେଣକୁ ନେଇ ଗୁଳିକାଣ୍ଡ ।  ଏକ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣର ଟଙ୍କା ନେଣଦେଣକୁ ନେଇ କଣ୍ଟ୍ରାକ୍ଟର ଓ ସବ କଣ୍ଟ୍ରାକ୍ଟରଙ୍କ ବିବାଦ ପରେ ଗୁଳି ଫୁଟିଥିବା ଅଭିଯୋଗ … Read More

ନୂଆ ସରକାରରେ ସକ୍ରିୟ ଭିଜିଲାନ୍ସ, ୩୧୮ ମାମଲାରେ ୮୨ ଅଧିକାରୀଙ୍କ ସମ୍ପତ୍ତି ଜବତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୂଆ ସରକାରରେ ଭିଜିଲାନ୍ସ ଆକ୍ଟିଭ । ଏପର୍ଯ୍ୟନ୍ତ ୩୧୮ଟି ଦୁର୍ନୀତି ମାମଲା ହୋଇଛି । ୮୨ ସରକାରୀ ଅଧିକାରୀଙ୍କ ୨୦୮ କୋଟି ୨୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତି ଜବତ ହୋଇଛି । ବିଧାନସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । … Read More

ମୁଖ୍ୟମନ୍ତ୍ରୀଙ୍କୁ ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ ଟିକେଟ ଦେଲା ଓସିଏ

ଭୁବନେଶ୍ବର: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚର ଟିକେଟ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସଭାପତି ପଙ୍କଜ … Read More

କିଟ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲରୁ ଛାତ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ଛାତ୍ର ଛତିଶଗଡର ରାହୁଲ ଯାଦବ ବୋଲି ସୂଚନା ମିଳିଛି । ସେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷ … Read More

ବିଧାନସଭାରେ ସ୍ଵାସ୍ଥ୍ୟମନ୍ତ୍ରୀ ଓ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ

ଭୁବନେଶ୍ୱର: ବିଧାନସଭାରେ ମୁହାଁମୁହିଁ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା। ବାକ୍ ଯୁଦ୍ଧରେ କମ୍ପିଲା ଗୃହ। ଆଜି ଗୃହରେ ନିଜ … Read More