ବଲାଙ୍ଗୀରରେ ଅମାନୁଷିକ ଘଟଣା: ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ!

ବଲାଙ୍ଗୀର, ୧୩/୧୨ : ବଲାଙ୍ଗୀର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ କଟାପାଲି ଗାଁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଶାରୀରିକ ନିର୍ଯାତନା ଦେବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡ଼ି … Read More

ଚନ୍ଦ୍ର ଶେଖର ପାଢ଼ୀ ଜଳସମ୍ପଦ ବିଭାଗର OSD-cum-EIC ଭାବେ ପୁନଃ ନିଯୁକ୍ତି |

ଭୁବନେଶ୍ୱର, ୧୩/୧୨ : ଓଡିଶା ସରକାର ବରିଷ୍ଠ ଅଧିକାରୀ ଚନ୍ଦ୍ର ଶେଖର ପାଢ଼ୀଙ୍କୁ ଜଳସମ୍ପଦ ବିଭାଗର OSD-cum-Engineer-in-Chief (OSD-cum-EIC) ଭାବରେ ପୁନଃ ନିଯୁକ୍ତି ଦେଇଛନ୍ତି | ପୂର୍ବରୁ ଅବସରପ୍ରାପ୍ତ ଇଞ୍ଜିନିୟର-ଇନ୍-ଚିଫ୍ ଶ୍ରୀ ପାଢ଼ୀଙ୍କୁ ଛଅ ମାସ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ … Read More

କୋରାପୁଟରେ ଖାଦ୍ୟ ବିଷକ୍ରିୟା: ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ

କୋରାପୁଟ, ୧୩/୧୨ : କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ସରକାରୀ ୟୁପି ସ୍କୁଲ ହଷ୍ଟେଲରେ ବାସି ଓ ଦୂଷିତ ଖାଦ୍ୟ ଖାଇ ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି | ଶନିବାର ଏହି ଘଟଣା ଘଟିବା ପରେ ସ୍ଥାନୀୟ … Read More

କିସ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: କେନ୍ଦୁଝର କଲେକ୍ଟରେଟ୍ ସମ୍ମୁଖରେ ପରିବାର ଓ ଗ୍ରାମବାସୀଙ୍କ ବିଶାଳ ପ୍ରତିବାଦ

କେନ୍ଦୁଝର, ୧୩/୧୨ : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍‌)ର ନବମ ଶ୍ରେଣୀ ଛାତ୍ର ଶିବା ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କେନ୍ଦୁଝରରେ ଉତ୍ତେଜନା ଦେଖାଦେଇଛି | ମୃତ ଛାତ୍ର ଶିବା ମୁଣ୍ଡାଙ୍କ ପରିବାର ସଦସ୍ୟ ଏବଂ ଟିକରଗୁମୁରା ଗ୍ରାମର … Read More

ବାଇକ ସ୍କୁଟି ମୁହାଁମୁହିଁ: ୩ ମୃତ ୨ ଗୁରୁତର

ପାଟଣା: ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି-ପଣ୍ଡାପଡ଼ା ରାସ୍ତାରେ ସାରୁପାଟ ନିକଟରେ ଗୋଟିଏ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ … Read More

ସଂସଦରେ ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

ଯାଜପୁର : ସଂସଦରେ ଯାଜପୁର ଜିଲ୍ଲା ବୁଣାକାରଙ୍କ ପ୍ରସଙ୍ଗ ଉଠାଇଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ‘Zero Hour’ ରେ ଯାଜପୁର ଜିଲ୍ଲାର ବୁଣାକାରଙ୍କ ଗାଁ ଭାବେ ପରିଚିତ ଗୋପାଳପୁରର ବୁଣାକାର ଓ ସୁକିନ୍ଦାର ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ … Read More

ସଫଳ ହେଲା କେନ୍ଦୁଝରରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟର ପ୍ରଥମ ଗ୍ରାମସଭା

ଘଟଗାଁ : ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟର ପ୍ରଥମ ଗ୍ରାମସଭା ସଫଳ । କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି ପ୍ରଥମ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ଚେମଣା ପଞ୍ଚାୟତ ଭୃଙ୍ଗରାଜପଶିରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ … Read More

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଚେତାବନୀ ଦେଲେ ଟ୍ରମ୍ପ

ନ୍ୟୁୟର୍କ: ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌ ଓ ୟୁକ୍ରେନ୍‌ର ଯୁଦ୍ଧ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶଙ୍କା କରିଛନ୍ତି । ଗତ ମାସରେ ଯୁଦ୍ଧରେ ୨୫,୦୦୦ ଲୋକ, … Read More

ଆତଙ୍କବାଦୀ ସନ୍ଦେହରେ ସନ୍ଦିଗ୍ଧଙ୍କ ଘରେ ଚଢ଼ଉ କଲା ଏନଆଇଏ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି ସନ୍ଦେହରେ, ସନ୍ଦିଗ୍ଧର ଘର ଯାଞ୍ଚ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଦଳ । ସନ୍ଦିଗ୍ଧ ଘରୁ ଏକ ଲାପଟପ୍ ଜବାର କରିବା ସହ ଅନ୍ୟାନ୍ୟ କାଗଜପତ୍ର ଠାବ କରିଛି ଅନାଇଏ । ଏନଆଇଏର ଏକ … Read More

ଇଣ୍ଡିଗୋର ୪ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କଲା ଡିଜିସିଏ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ ଚାରି ଜଣ ପ୍ରମୁଖ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କରିଛି । ଇଣ୍ଡିଗୋ ବିମାନ ଉଡାଣ କ୍ଷେତ୍ରରେ ଦେଶବ୍ୟାପୀ ବଡ଼ ଧରଣର ବାଧା ଦେଖା ଯାଇଥିଲା । ଅନେକ ଯାତ୍ରୀ ଏଥିପାଇଁ ହଇରାଣ ହୋଇଥିଲେ … Read More