ସପ୍ତାହେ ପର୍ଯ୍ୟନ୍ତ ନାହିଁ ବର୍ଷା : ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା

ଭୁବନେଶ୍ୱର: ଇତିମଧ୍ୟରେ ଅବପାତର ରୂପ ନେଇସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ … Read More

ଆମେରିକାରୁ ଫେରିଲେ, ଧରାପଡିଲା ସତ

ଭୁବନେଶ୍ଵର: ପୂଜା ଓରଫ ସେଜଲ ଙ୍କ ଆମେରିକା ନିର୍ଯାତନା ଘଟଣାର ନୂଆ ମୋଡ଼ ନେଇଛି । ପ୍ରେମିକ ଅମର ପାଇଁ ଆମେରିକାରୁ ଫେରିବା ପରେ ସତ କହିଛନ୍ତି ପୂଜା। ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି। ନିର୍ଯାତନାର କାହାଣୀ … Read More

ଭୁବନେଶ୍ଵରରେ ଶୁଭାଂଶୁ ଶୁକ୍ଳା

ଭୁବନେଶ୍ଵର : ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡିଶା ଆସି ଶୁଭାଂଶୁ କହିଛନ୍ତି ମୁଁ ଓଡିଶା ଗସ୍ତରେ ଆସି ବହୁତ୍ ଖୁସି। ପୂର୍ବରୁ ମଧ୍ୟ ମୁଁ ଓଡିଶା ଆସିଥିଲି। ଓଡିଶାର ପିଲାମାନେ … Read More

କୋଇଲା ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ପରେ ବି ଓପିସିଏଲ୍ ଓ ଓପିଜିସି ମିଶ୍ରଣ ଯୋଜନା ଆଗକୁ ବଢ଼ିବ

ଭୁବନେଶ୍ୱର: ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ୍ (OCPL)କୁ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (OPGC) ସହିତ ମିଶ୍ରଣ ପ୍ରସ୍ତାବ ଅନୁମତିପ୍ରାପ୍ତ ନୁହେଁ ବୋଲି କୋଇଲା ମନ୍ତ୍ରଣାଳୟ ସ୍ପଷ୍ଟ କରିବାର ଗୋଟିଏ ଦିନ ପରେ ଓଡ଼ିଶା ସରକାର କହିଛନ୍ତି ଯେ ନେଇ … Read More

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମ୍ବଲପୁର ଓ ଯାଜପୁରରେ ବିଶାଳ ପଦଯାତ୍ରା

ସମ୍ବଲପୁର : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମ୍ବଲପୁରରେ ବିଶାଳ ପଦଯାତ୍ରା ଆୟୋଜିତ ହୋଇଛି। ଏହି ପଦଯାତ୍ରା ସମ୍ବଲପୁର ରିଜର୍ଭ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ଲଷ୍ମୀ ଟକିଜ ଛକ, ଜେଲ ଛକ ଦେଇ ମହିଳା … Read More

୨୦୨୪ ନିର୍ବାଚନ ସମୟରେ ବିଜୁ ବାବୁଙ୍କ ପୋଷ୍ଟର ଦେଖିବାକୁ ମିଳିଲା ନାହିଁ: ଭୂପିନ୍ଦର ସିଂହ

ଭୁବନେଶ୍ବର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପରେ ବିଜେଡି ବିରୋଧରେ ବିଷୋଦଗାର କରିଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ଆମେ ଏବେ ଧୈର୍ଯ୍ୟର ସହ କାମ କରୁଛୁ। କିନ୍ତୁ ଧୈର୍ଯ୍ୟର ସୀମା ଟପିଗଲେ … Read More

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶା ଅର୍ଥନୀତି: ମୁଖ୍ୟମନ୍ତ୍ରୀ

‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’ ଉଦ୍‌ଘାଟିତ : ଭୁବନେଶ୍ୱର ହେବ ଇଷ୍ଟର୍ଣ୍ଣ ରିଜିଅନ୍‌ର ମେଗା ଟେକ୍‌-ସିଟି,  ରାଜ୍ୟରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି ଭୁବନେଶ୍ୱର, ୨୫।୧୧ : ଓଡ଼ିଶାରେ ଏବେ ପ୍ରକୃତ ଶିଳ୍ପ ବିପ୍ଲବର ସୂତ୍ରପାତ ହୋଇଛି, ଯାହା ରାଜ୍ୟର … Read More

ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି: ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି। ଯେଉଁ ବିଜୁ ବାବୁଙ୍କ ଆଦର୍ଶରେ ଦଳ ଗଢ଼ାଯାଇଥିଲା, ଆଉ ସେହି ଆଦର୍ଶ ନାହିଁ। ଦଳରେ କେହି ବିଜୁ ଲୟାଲିଷ୍ଟ ନାହାନ୍ତି କି ନବୀନଙ୍କ ଲୟାଲିଷ୍ଟ ନାହାନ୍ତି। କିଛି ହାରୁ ନେତା ଏବେ ଦଳକୁ ଚଳାଉଛନ୍ତି। … Read More

୭,୨୯୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଭୁବନେଶ୍ବର: ଆଜି କେବଳ ଶାସନ କ୍ଷେତ୍ରରେ ଆପଣମାନଙ୍କର ଯାତ୍ରାର ଆରମ୍ଭ ନୁହେଁ, ବରଂ ଏହା ଏକ ଅପୂର୍ବ ମୁହୂର୍ତ୍ତ। ଆଜିଠାରୁ ଆପଣମାନଙ୍କର ଏକ ନୂଆ ଯାତ୍ରା ଆରମ୍ଭ ହୋଇଛି। ଆପଣମାନଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସୁରକ୍ଷା ମିଳିବ। ଏଥି ପାଇଁ ଆମକୁ … Read More

ଡିଭାଇଡର୍ ଭାଙ୍ଗି କଣ୍ଟେନର୍ ସହ ପିଟିହେଲା ବୋଲେରୋ, ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ, ୨ ଗୁରୁତର

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ କଟକଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ରଜକଣା ଛକରେ ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବୋଲେରୋ ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ … Read More