ମାଉସୀ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କାକଟପୁର: ସୁଦୂର ବମ୍ବେରୁ ଆସିଥିଲେ ମାଉସୀ ଘରକୁ । ହେଲେ ସକାଳୁ ସକାଳୁ ମାଉସୀ ଘରୁ ମିଳିଲା ପୁତୁରାର ମୃତଦେହ । ଆଉ କ୍ଷଣକରେ ଏକଥା ଚାରିଆଡେ ପ୍ରଚାର ହୋଇଗଲା । ଯାହାପରେ ପୁଅର ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । … Read More
