ନର୍ଦ୍ଦମା ସଫା କରୁଥିବାବେଳେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ, ଅନ୍ୟ ୩ ଜଣ ଚିକିତ୍ସାଧୀନ

ଦିଲ୍ଲୀ : ଦିଲ୍ଲୀର ଅଶୋକ ବିହାରରେ ନାଳ ସଫା କରୁଥିବାବେଳେ ବିଷାକ୍ତ ଗ୍ୟାସ ଯୋଗୁଁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଚିକିତ୍ସାଧୀନ ରହିଛନ୍ତି । ଏପରି ଘଟଣା ବିଳମ୍ବିତ ରାତି ୧୨ଟା ସମୟରେ ଦେଖିବାକୁ ମିଳିଥିଲା । ସୂଚନାନୁଯାୟୀ, … Read More

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପାଦ ଥାପିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମିଦନରେ ଶୁଭକାମନା ଜଣାଉଛି । … Read More

ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବାଦଲ ଫଟା ବର୍ଷା : ୧୫ ଜଣ ମୃତ, ୧୬ ଜଣ ନିଖୋଜ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଲଗାତାର ବାଦଲ ଫଟା ବର୍ଷା ତାଣ୍ଡବ କରୁଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ରହିଛି । କିନ୍ତୁ ଡେରାଡୁନରେ ଅଧିକ କ୍ଷୟକ୍ଷତି ଘଟିଛି । ଏହି ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ … Read More

କଂଗ୍ରେସକୁ ଝଟକା, ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ଏଆଇ ଭିଡିଓ ତୁରନ୍ତ ହଟାଇବାକୁ ପାଟନା ହାଇକୋର୍ଟର ନିର୍ଦ୍ଦେଶ

ବିହାର : କଂଗ୍ରେସ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରିବା ସମୟରେ ବର୍ଷିଛନ୍ତି ପାଟନା ହାଇକୋର୍ଟ । ତୁରନ୍ତ ଏହି ଭିଡିଓକୁ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପାଟନା ହାଇକୋର୍ଟର କାର୍ଯ୍ୟକାରୀ … Read More

ରାହୁଲଙ୍କୁ ଆଫ୍ରିଦିଙ୍କ ପ୍ରଶଂସା : ବିଜେପିର ପ୍ରତିକ୍ରିୟା

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ର ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ସମ୍ପର୍କିତ ଏକ ଟେଲିଭିଜନ୍ ବିତର୍କରେ ଭାଗ ନେଇ ଆଫ୍ରିଦି କହିଥିଲେ ଯେ ରାହୁଲ … Read More

ଇଭିଏମ୍ ବାଲଟ୍ ପେପରରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛନ୍ତି।  ବର୍ତ୍ତମାନଠାରୁ ପ୍ରାର୍ଥୀଙ୍କ ଫଟୋ ଇଭିଏମ୍ ବାଲଟ୍ ପେପରରେ ରଙ୍ଗୀନ୍ ମୁଦ୍ରିତ ହେବ। ଭଲ ଦେଖାଯିବା ପାଇଁ ପ୍ରାର୍ଥୀଙ୍କ ମୁହଁ ଫଟୋଗ୍ରାଫ୍‌ର ତିନି-ଚତୁର୍ଥାଂଶ ସ୍ଥାନରେ ରହିବ। କ୍ରମିକ … Read More

ଭିଜିଲାନ୍ସ ଜାଲରେ ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଦୁଷ୍ମନ୍ତ ସାହୁଙ୍କୁ ଧରିଛି ଭିଜିଲାନ୍ସ। କୌଣସି ଏକ କାର୍ଯ୍ୟ ପାଇଁ ବିଇଓ ଦୁଷ୍ମନ୍ତ ଜଣେ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। … Read More

ମୌସୁମୀ ଅଧିବେଶନ ପାଇଁ ବିଧାନସଭା ଜଗିବେ ୩୦ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ଵର : ଗୁରୁବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ।  ଏଥିପାଇଁ କମିଶନରେଟ୍ ପୁଲିସ୍‌ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଧବାର ପୁଲିସ୍‌ କମିଶନରଙ୍କ ସହ ଡିଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଗୁଇନ୍ଦା ନିର୍ଦେଶକଙ୍କ ସହ ଆଇନଶୃଙ୍ଖଳା … Read More

କଳିଙ୍ଗା ଘାଟି ଭୂସ୍ଖଳନ : ମରାମତି ପ୍ରାୟ ୭ ଦିନ ଲାଗିବ!

କନ୍ଧମାଳ : କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟଣାର ମରାମତି ଲାଗି ପ୍ରାୟ ୭ ଦିନ ସମୟ ଲାଗିବ। ଘାଟି ମରାମତି ପାଇଁ ନିୟୋଜିତ ହୋଇଥିବା ଏନ୍‌ଏଚ୍‌ଆଇର ପ୍ରମୁଖ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅସ୍ଥାୟୀ ଭାବେ ମରାମତି … Read More

ମାଟି ତଳୁ ବାହାରିଲା କନଷ୍ଟେବଳ ଶୁଭମିତ୍ରାଙ୍କ ମୃତଦେହ

ଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ମାଟି ତଳୁ ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ପୁଲିସ୍‌ ଶୁଭମିତ୍ରାଙ୍କ ମୃତଦେହକୁ ବାହାର କରିଛି। କେନ୍ଦୁଝର ପୁଲିସ୍ … Read More