ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ପ୍ରସ୍ତାବ ଆଣିଲା ରାଜ୍ୟ କଂଗ୍ରେସ। ୧୫ ବିଧାୟକଙ୍କ ଦସ୍ତଖତ ଥିବା ଅନାସ୍ଥା ପ୍ରସ୍ତାବ ଆଣିଲା। ବିଧାନସଭା ସଚିବଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଲା କଂଗ୍ରେସ ।  ଅନ୍ୟପଟେ ବିରୋଧୀ ବିଜେଡି … Read More

ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ, ବୟସ୍କ ଓ ଦୁର୍ବଳମାନଙ୍କୁ ଦିଆଯିବ ପ୍ରାଥମିକତା

ଭୁବନେଶ୍ଵର : ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ । ମଧୁ ବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP)ରେ ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ବିଭାଗ … Read More

ଫସଲ ନଷ୍ଟ କଲେ ଗୋରୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ୨୨ ପରିବାର

ନବରଙ୍ଗପୁର: ଜଙ୍ଗଲ ଜମିରେ ଫସଲ ନଷ୍ଟ କଲେ ଗୋରୁ । ଅଭିନବ ପ୍ରତିବାଦରେ ୨୨ ପରିବାର। ଉମରକୋଟର ଜଙ୍ଗଲ ଜମିରେ ହୋଇଥିବା ଚାଷକୁ ଦୁଇ ବନ ସୁରକ୍ଷା ସମିତିର ସଦସ୍ୟ ଗୋରୁ ଚୋରେଇ ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି ।  ଏନେଇ … Read More

ବୁଲା କୁକୁର ଗଣନା ଆରମ୍ଭ କଲା ବିଏମ୍‌ସି

ଭୁବନେଶ୍ବର: ପ୍ରଥମ ଥର ପାଇଁ ବୁଲାକୁକୁର ଗଣନା ଭୁବନେଶ୍ବରରେ ଆରମ୍ଭ ହେଲା । ଗୁରୁବାର ଠାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କୁକୁର ଘଣନା ଆରମ୍ଭ ହୋଇଛି । ଗୁରୁବାର ଭୋର ୫ଟା ରୁ ବିଏମସି ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ … Read More

ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ କାର୍ଯ୍ୟ ଦିବସରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଚି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଆସନ୍ତାକାଲି … Read More

କାତାର ଉପରେ ଇସ୍ରାଏଲର ଆକ୍ରମଣ, ଜାତିସଂଘରେ ଭାରତର ନିନ୍ଦା

ଦିଲ୍ଲୀ: ଜାତିସଂଘରେ ଇସ୍ରାଏଲକୁ ନିନ୍ଦା କରିଛି ଭାରତ । କାତାର ଉପରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ଭାରତ ଏହାକୁ ନିନ୍ଦା କରିଛି । ଭାରତ କହିଛି ଯେ କାତାର ଉପରେ ଇସ୍ରାଏଲ ଯେଉଁ ଆକ୍ରମଣ କରିଛି ଏହା ତା’ର ସାର୍ବଭୌମତ୍ବର ଉଲ୍ଲଙ୍ଘନ କରିଛି … Read More

ମୋଦିଙ୍କ ୭୫ତମ ଜନ୍ମଦିନରେ ମହିଳାଙ୍କୁ ବଡ଼ ଉପହାର : ଆଜିଠୁ ସ୍ବାସ୍ଥ୍ୟ ନାରୀ, ସଶକ୍ତ ପରିବାର ଅଭିଯାନ ଆରମ୍ଭ

ଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ । ଏହି ଅବସରରେ ସାରା ଦେଶର ମହିଳାଙ୍କୁ ମିଳିବ ବଡ଼ ଉପହାର । ଏହାରି ମଧ୍ୟରେ ଦେଶରେ ସ୍ବାସ୍ଥ୍ୟ ନାରୀ,ସଶକ୍ତ ପରିବାର ଅଭିଯାନ ଆରମ୍ଭ ହୋଇଛି । ଯାହାକି ୧୭ ସେପ୍ଟେମ୍ବରରୁ ୨ … Read More

ଭୂସ୍ଖଳନ ଯୋଗୁଁ ବନ୍ଦ ଥିବା ମାତା ବୈଷ୍ଣୋଦେବୀ ଯାତ୍ରା ପୁଣି ଆରମ୍ଭ ହେଲା, ୩ ସପ୍ତାହ ହେଲାଣି ଥିଲା ବନ୍ଦ

ଜମ୍ମୁ କଶ୍ମୀର : ପୁଣି ଆରମ୍ଭ ହେଲା ମାତା ବୈଷ୍ଣୋଦେବୀ ଯାତ୍ରା । ୩ ସପ୍ତାହ ହେଲାଣି ବନ୍ଦ ଥିବା ମାତାଙ୍କ ଦରବାର ପୁଣିଥରେ ଭକ୍ତଙ୍କ ପାଇଁ ଖୋଲିଛି । ଲଗାତାର ୨୨ ଦିନ ହେଲାଣି ବନ୍ଦ ଥିବା ଯାତ୍ରା ଆଜିଠାରୁ ଆରମ୍ଭ … Read More

ମହାରାଷ୍ଟ୍ର ଗଢଚିରୋଲୀରେ ସୁରକ୍ଷାବଳକୁ ବଡ଼ ସଫଳତା: ୨ ମହିଳା ନକ୍ସଲ ନିହତ

ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲୀରେ ପୋଲିସ କମାଣ୍ଡୋ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଏଥିରେ ୨ ନକ୍ସଲ ମହିଳା ନିହତ ହୋଇଥିବା ବେଳେ ଘଟଣା ସ୍ଥଳରୁ ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଖବର ମୁତାବକ, ଗଢଚିରୋଲୀ ପୋଲିସ ଏଟାପଲ୍ଲୀ … Read More

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ

ଇଟାଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ । ମେଲୋନୀ ନିଜର ଏକ୍ସ ଆକାଉଣ୍ଟରେ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କ୍ୟାପସନରେ ଲେଖିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ତମ … Read More