ସୁପ୍ରିମକୋର୍ଟରେ ମାହାଙ୍ଗା ଡବଲ୍‌ ମର୍ଡର ମାମଲା : ପୁର୍ନବାର ଜବାବ ଦାଖଲ ପାଇଁ ସମୟ ନେଲେ ପ୍ରତାପ ଜେନା

ଭୁବନେଶ୍ଵର : ମହାଙ୍ଗା ଡବଲ୍ ମର୍ଡର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପୁର୍ନବାର ପ୍ରତାପ ଜେନା ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ରାଜ୍ୟ ସରକାର ମଧ୍ୟ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ୪ ସପ୍ତାହରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ … Read More

ଗାଁରେ କେହି ନିଶା କାରବାର କଲେ ୨୦ବର୍ଷ ବାସନ୍ଦ ସହ ମୋଟା ଅଙ୍କର ଟଙ୍କା ଫାଇନ ଦେବାକୁ ପଡିବ

ନୂଆପଡା: ମଦ ପିଇ ଗାଁରେ ଗଣ୍ଡଗୋଳ କଲେ ଗଣିବେ ୧୦ହଜାର ଟଙ୍କା ଜରିମାନା । ସାବଧାନ ହୋଇଯା’ନ୍ତୁ ନହେଲେ ପକେଟରୁ ପଇସା ସରିଯିବ । ନୂଆପଡା ଜିଲ୍ଲା କୋମନା ବ୍ଲକ ଗୋହିରାପଦର ଗାଁକୁ ନିଶାମୁକ୍ତ କରିବା ପାଇଁ ଗ୍ରାମବାସୀ ସଂକଳ୍ପ ନେଇଛନ୍ତି । … Read More

ଛାତ୍ରଛାତ୍ରୀ ଭଗବତ ଗୀତା ପାଠ କରିବେ ବିଦ୍ୟାଳୟରେ

ଭୁବନେଶ୍ଵର : ବିଦ୍ୟାଳୟରେ ଭଗବତ୍ ଗୀତା ପାଠ କରିବେ ଛାତ୍ରଛାତ୍ରୀ। ଆଜି ବିଧାନସଭାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର  ବିକାଶ ପାଇଁ ଶ୍ରୀମଦ୍ ଭଗବତ୍ ଗୀତାର ପଠନ ଓ ମହତ୍ତ୍ଵର … Read More

କେରଳରେ ହାଇଆଲର୍ଟ, ୧୯ ଜୀବନ ନେଲାଣି ମାରାତ୍ମକ ଆମିବା ରୋଗ

କେରଳ : କେରଳରେ ହାଇଆଲର୍ଟ । ୧୯ ଜୀବନ ନେଲାଣି ଆମିବା । କେରଳରେ ପ୍ରାଇମାରୀ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ ବା PAM ସଂକ୍ରମଣ ବୃଦ୍ଧି ହୋଇଛି । ଆମିବାକୁ ନେଇ ରାଜ୍ୟରେ ହାଇଆଲର୍ଟ ଜାରି କରାଯିବା ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସତର୍କ କରାଯାଇଛି … Read More

କେରଳର ସାବରୀମାଳା ମନ୍ଦିରରୁ ୪ କିଲୋ ସୁନା ଚୋରି

ଥିରୁବନନ୍ତପୁରମ : କେରଳରେ ଥିବା ପ୍ରସିଦ୍ଧ ମନ୍ଦିର ହେଉଛି ସାବରୀମାଳା ମନ୍ଦିର ।  ମନ୍ଦିରରୁ କୋଟି କୋଟି ଟଙ୍କାର ସୁନା ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି । ସୁନା ହଜିଥିବା ହେତୁ ଚିନ୍ତାର ବିଷୟ ପାଲଟିଛି ।  ଏ ଖବର ଶୁଣିଲା ପରେ … Read More

ନଭେମ୍ବର ପରେ ଭାରତ ଉପରୁ ହଟିପାରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ: ସିଇଏ

ଭାରତ ଉପରେ ଆମେରିକା ଲଗାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଆସନ୍ତା ନଭେମ୍ବର ପରେ ହଟିପାରେ। ଗୁରୁବାର ଏହା କହିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) ଭି. ଅନନ୍ଥା ନାଗେଶ୍ଵରନ। ନାଗେଶ୍ଵରର ଆକଳନ କରିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ … Read More

୩ ବର୍ଷର ଝିଅକୁ ହ୍ରଦକୁ ଫିଙ୍ଗିଲା ମାଆ

ରାଜସ୍ଥାନ: ପିଶାଚୀ ସାଜିଲା ମାଆ। ରାଜସ୍ଥାନର ଆଜମେରରେ ଜଣେ ନିଷ୍ଠୁର ମାଆ ତାର ୩ ବର୍ଷର ଝିଅକୁ ହତ୍ୟା କରିଛି। ସେ ପ୍ରଥମେ ତାର ଝିଅକୁ ନଦୀ କୂଳକୁ ନେଇଯାଇଥିଲା। ଝିଅ ସହ ଅନେକ ସମୟ ବିତାଇଥିଲା। ତା ପରେ ନିଜ … Read More

ଭୋଟ ଅନଲାଇନ ଡିଲିଟ ହୋଇପାରବନି, ରାହୁଲଙ୍କ ଅଭିଯୋଗକୁ ନେଇ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନଙ୍କ ଉପରେ ରାହୁଲ ଗାନ୍ଧି ଆଣିଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ କମିଶନର ଜ୍ଞାନେଶ କୁମାର । ଗତ ନିର୍ବାଚନରେ କର୍ଣ୍ଣାଟକରେ ଭୋଟ ଡିଲିଟ କରିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଗମ୍ଭୀର ଅଭିଯୋଗ … Read More

ସୁଶୀଳା କାର୍କିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ଅନ୍ତରୀମ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । କଥା ହୋଇ ନେପାଳ ଘଟଣାକୁ ନେଇ ସମବେଦନା ବ୍ୟକ୍ତ କରିଛନ୍ତି । ନେପାଳରେ ଶାନ୍ତି ଏବଂ ସ୍ଥିରତା ବଜାୟ … Read More

ରାହୁଲଙ୍କ ସାଂଘାତିକ ଅଭିଯୋଗ, ଭୋଟ ଚୋରଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ନିର୍ବାଚନ କମିଶନର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧି। ପୁଣି ଭୋଟ ଜାଲିଆତି ନେଇ ନୂଆ ପ୍ରମାଣ ଦେବା ସହ ଅଭିଯୋଗ ଆଣିଛନ୍ତି ରାହୁଲ । କଂଗ୍ରେସ ସମର୍ଥକଙ୍କୁ ଭୋଟର ତାଲିକାରୁ ହଟାଇ ଦିଆଯାଉଥିବା କହିଛନ୍ତି … Read More