ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ

ବଲାଙ୍ଗୀର : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି। ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି ।  ସୂଚନା ଅନୁସାରେ ଜୁନାଗଡ ବ୍ଲକ ମକରସୋଲା ଗାଁର ଦୈମତି ଭୋଈଙ୍କୁ ୪ ଦିନ ହେବ … Read More

ପୂର୍ବ ଶତ୍ରୁତା, ଶୋଇଥିବା ବେଳେ ଦାଦାକୁ ହତ୍ୟା କଲା ପୁତୁରା

ଆନନ୍ଦପୁର : ଘରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁତୁରା ହତ୍ୟା କରିଥିବା ନେଇ ପରିବାରର ଅଭିଯୋଗ । ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ ଘଟିଛି ହତ୍ୟାକାଣ୍ଡ । ଗାଁର ଜଗବନ୍ଧୁ ଦେଓଗାମ ରାତିରେ ଘରେ … Read More

ଫେରାର ବିଚାରାଧୀନ କଏଦୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ଫେରାର କଏଦୀର ମୃତଦେହ ଉଦ୍ଧାର । ରାଉରକେଲା ସ୍ବତନ୍ତ୍ର କାରାଗାରରୁ ବିଚାରାଧୀନ ଫେରାର ହୋଇଥିବା କଏଦୀର ମୃତ ଦେହ ଉଦ୍ଧାର ।  ସ୍ବତନ୍ତ୍ର କାରାଗାରର ପଛପଟ ଦୂର୍ଗାପୁର ପାହାଡ ତଳ ଶିବ ମନ୍ଦିରର ନିକଟରୁ ମୃତଦେହ ଉଦ୍ଧାର । ମୃତ … Read More

ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ନୀତି ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ସ୍କୁଲ ଏବଂ ଗଣଶିକ୍ଷା (S&ME) ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀମାନଙ୍କ (ଶିକ୍ଷକ ବ୍ୟତୀତ) ପାଇଁ ବଦଳି ଏବଂ ପୋଷ୍ଟିଂ ନୀତି ପ୍ରଣୟନ କରିଛନ୍ତି । ସ୍କୁଲ ଏବଂ ଗଣଶିକ୍ଷା (S&ME) ବିଭାଗର କମିଶନର-କମ୍-ସଚିବ ଶାଳିନୀ ପଣ୍ଡିତଙ୍କ ଦ୍ୱାରା ଜାରି … Read More

ବନ୍ଧୁ ମିଳନ କାର୍ଡରେ ନାହିଁ ଦେବାଶିଷଙ୍କ ନାଁ, ମହଙ୍ଗା ପଡିଲା କି ଶ୍ରୀମୟୀଙ୍କ ସପକ୍ଷରେ ବୟାନ ଦେବା

କଟକ : ମହଙ୍ଗା ପଡିଲା କି ଶ୍ରୀମୟୀଙ୍କ ସପକ୍ଷରେ ବୟାନ। କଟକ ବିଜେଡିରେ ଗଡବଡ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ଦଶହରା ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ଛପା ଯାଇଥିବା କାର୍ଡରେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନାହିଁ। … Read More

ବୃଦ୍ଧଙ୍କୁ କଚାଡି ମାରି ଦେଲା ଦନ୍ତା

ଚମ୍ପୁଆ: ଚମ୍ପୁଆ ବନାଞ୍ଚଳରେ ଗୋଠଛଡା ଦନ୍ତାଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତ ଯୋଡା ପୋଖରୀ ଗ୍ରାମର ନରୋତ୍ତମ ମହାନ୍ତ, ଏବଂ ତାଙ୍କ ବୟସ ୬୫ ବୋଲି ଜଣାପଡିଛି … Read More

ମହାଳୟାରେ ବାଲୁଙ୍କେଶ୍ୱର ଘାଟରେ ତିଳ ତର୍ପଣ

ସମ୍ବଲପୁର: ପବିତ୍ର ମହାଳୟା ତିଥି ଅବସରରେ ସମ୍ବଲପୁର ମହାନଦୀର ପଠାରେ ଥିବା ବାଲୁଙ୍କେଶ୍ୱର ଘାଟରେ  ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ କାଳରୁ ଏହି ଘାଟରେ ତିଳ ତର୍ପଣର କାର୍ଯ୍ୟକ୍ରମ ଚାଲି ଆସୁଥିବା ବେଳେ ରବିବାର … Read More

ଶୌଚାଳୟ ନିର୍ମାଣରେ ଦୁର୍ନୀତି, ଉଦଘାଟନ ଦିନ ୧୦ ଲକ୍ଷ, ଉଦଘାଟନ ପରେ ୨୦ ଲକ୍ଷ !

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣାର ବହୁ ପ୍ରତିକ୍ଷୀତ ଶୌଚାଳୟ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରଦୀପ କୁମାର ଦିଶାରୀଙ୍କ ଦ୍ଵାରା ଗତ ୧୪ତାରିଖରେ ଉଦ୍ଘାଟନ ହେବା ୫ଦିନ ପରେ ଆଉ ଏକ ସୂଚନା ଫଳକ ଲଗାଯିବା ଅନୁଦାନ ଅର୍ଥ ବିନିଯୋଗକୁ ନେଇ ସାଧାରଣରେ ସନ୍ଧେହ … Read More

୨୫ରେ ଆଉ ଏକ ଲଘୁଚାପ, ୨୮ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସୁଛି ଆଉ ୩ଟି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, କାରଣ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ସମୁଦ୍ର ପତ୍ତନଠାରୁ … Read More

ଚୀନ ସହ ଟ୍ରମ୍ପଙ୍କ Tik Tok ଡିଲ୍, ଜିନପିଙ୍ଗଙ୍କ ମିଳିଲା ଅନୁମୋଦନ

ଆମେରିକା : ଚୀନ ସହ  ଟ୍ରମ୍ପଙ୍କ Tik Tok ଡିଲ୍ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ  ଚୀନ ରାଷ୍ଟ୍ରପତି  ଜିନପିଙ୍ଗ ସହ ଟେଲିଫୋନରେ ଆଲୋଚନା କରିଛନ୍ତି ।  ଆଲୋଚନାରେ ଟିକଟକ ଡିଲକୁ ଜିନପିଙ୍ଗ ଅନୁମୋଦନ ଦେଇଛନ୍ତି । ସୂଚନାନୁଯାୟୀ, ଚୀନ ସହ … Read More