ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ, ସରକାରଙ୍କ ପାଖରେ ଥାଏ ଏପରି ପ୍ଲାନ

ଭୁବନେଶ୍ୱର: ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୟାନ। କହିଲେ ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ। ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ। ମୁଁ … Read More

ଚର୍ଚ୍ଚାରେ ଆଇଏଏସ୍‌ ନେହା: ୩ ଥର ଫେଲ୍‌ ହେବା ପରେ ଛାଡ଼ିଥିଲେ ମୋବାଇଲ

ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷା ଦେବା ବିଷୟରେ ଭାବିବା ଏବଂ ଏଥିରେ ସଫଳ ହେବା ୨ଟି ଭିନ୍ନ କଥା। କେହି କେହି ନିଜର ୟୁପିଏସସି ପରୀକ୍ଷା ପାସ୍ କରିବାର ସ୍ବପ୍ନକୁ ଅଧାରୁ ଛାଡ଼ିଦିଅନ୍ତି ତ କେହି କେହି ନିଜ ସ୍ବପ୍ନକୁ ପୂରଣ ନକରିବା … Read More

ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିଲେ ଉପମୁଖ୍ୟମନ୍ତ୍ରୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟା ଯୋଗୁଁ ଜିଲ୍ଲାର ୬ଟି ବ୍ଲକ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବନ୍ୟାଜଳରେ ପ୍ରଭାବିତ ହେଉଛି । ୬ଟି ବ୍ଲକ ୧୫୪ ଗ୍ରାମ ଏବଂ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ବନ୍ୟାଜଳରେ … Read More

ମନୋଜିତ୍‌ ମିଶ୍ରଙ୍କ ବିରୋଧରେ ଆସିଲା ନୂଆ ଅଭିଯୋଗ

କୋଲକାତା: କୋଲକାତାର ଆଇନ୍‌ କଲେଜ ଛାତ୍ରୀଙ୍କ ଦୁଷ୍କର୍ମ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ବିରୋଧରେ ଆସିଛି ପୁଣି ଏକ ନୂଆ ଅଭିଯୋଗ। ନୂତନ ଅଭିଯୋଗକାରୀ ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ମନୋଜିତ୍‌ ପୂର୍ବରୁ ମଧ୍ୟ ଛାତ୍ରମାନଙ୍କୁ ମାନସିକ ନିର୍ଯାତନା ଏବଂ ଶାରୀରିକ … Read More

ସ୍କୁଲ ଗ୍ରେଡିଂ ସିଷ୍ଟମ; ଜାତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର : ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଓଡ଼ିଶା । କେନ୍ଦ୍ର ସରକାରଙ୍କ ଦ୍ବାରା ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI-2.0) ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ଓଡ଼ିଶା ୫ମ … Read More

ବିହାରରେ ଏକାକୀ ଲଢିବ ଆପ୍

ନୂଆଦିଲ୍ଲୀ : ନିକଟରେ ଗୁଜରାଟ ଓ ପଞ୍ଜାବର କେତେକ ଆସନରେ ହୋଇଥିବା ଉପନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍ ) ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇ ଉତ୍ସାହିତ ହୋଇଯାଇଛି । ଏବେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ବିହାର ଉପରେ … Read More

ଘରୋଇ ପୁଞ୍ଜିନିବେଶରେ ଓଡ଼ିଶା ଶୀର୍ଷରେ, ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟରୁ ସୂଚନା

ଘରୋଇ ପୁଞ୍ଜିନିବେଶରେ ଓଡ଼ିଶା ଶୀର୍ଷରେ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି-ସିଏମଆଇଇ ରିପୋର୍ଟରୁ ଜଣାପଡ଼ିଛି । ଏହା ଦେଶରେ ସର୍ବାଧିକ ନିବେଶର ରେକର୍ଡ … Read More

ଡ୍ୟୁଟି ସାରି ଫେରୁଥିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

କଟକ:ଅଭାବନୀୟ ଘଟଣା । ଛତ୍ରବଜାର ଅର୍ବାନ ହାଟ ନିକଟରେ ହୋମ୍‌ଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ମୃତ ମହିଳା ହୋମ୍‌ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ମନୋରମା ମାଲଗୋଦାମ ଥାନାରେ ହୋମ୍‌ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଡ୍ୟୁଟି ସାରି ଫେରୁଥିବାବେଳେ ଏଭଳି … Read More

ଦଲାଇଲାମାଙ୍କ ଉତ୍ତରାଧିକାରୀ ବାଛିବାର ଅଧିକାର ତାଙ୍କ ନିଜର: ଭାରତ

ନୂଆଦିଲ୍ଲୀ: ନିର୍ବାସିତ ତିବ୍ବତୀୟ ଆଧ୍ୟାତ୍ମିକ ନେତା ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ଗୁରୁବାର ଦିନ ଭାରତ ଚୀନର ଦାବି ଉପରେ ଏକ ଦୃଢ଼ ଆପତ୍ତି ଉଠାଇଛି। ଭାରତ କହିଛି ଯେ ଦଲାଇଲାମାଙ୍କ ଉତ୍ତରାଧିକାରୀ କିଏ ହେବ; ତା’ର … Read More

ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି ମହାରାଜ

ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି ମହାରାଜ । ପୁରୀ ଶ୍ରୀମନ୍ଦିରରେ କରାଯାଇଥିବା କାର୍ଯ୍ୟକୁ ଅନୁଧ୍ୟାନ କରିବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟ ସମ୍ପୂର୍ଣ ହୋଇଯାଇଛି। ୬ଶହରୁ ଅଧିକ ପଥର ବଦଳା … Read More