ୟୁନୁସଙ୍କୁ ହଟାଇବ ବାଂଲାଦେଶର ସେନା ?

ଢାକା : ବାଂଲାଦେଶରେ ପୁଣି ଥରେ କ୍ଷମତା ପରିବର୍ତ୍ତନ ହେବାର ଆଶଙ୍କା ରହିଛି କି ? ସେନାମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ ନିଜ ବୟାନ ମାଧ୍ୟମରେ ଏପରି କିଛି ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ … Read More

୧୪୪ ବର୍ଷ ପରେ ବାଲିରେ ହେବ ମହାକୁମ୍ଭ !

ନୂଆଦିଲ୍ଲୀ: ଆମେରିକା ଗସ୍ତରୁ ଫେରିଥିବା ଜଳବାୟୁ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଭାରତ ଆଗେଇ ଆସିବା ଉଚିତ। ସେ କହିଛନ୍ତି … Read More

ଇସ୍ରାଏଲ-ଆମେରିକା ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର

ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । ଆମେରିକା ଓ ଇସ୍ରାଏଲ ଏପରି ଆକ୍ରମଣ କରିପାରନ୍ତି । ଏପରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଇରାନ ନିଜର ପରମାଣୁ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢାଇଦେଇଛି । ଇସ୍ରାଏଲ … Read More

୯୦ ପ୍ରତିଶତ ଭାରତୀୟଙ୍କ ଶରୀରରେ ଲୁଚି ରହିଛି ବିପଜ୍ଜନକ ଭାଇରସ୍ : ୫୬ ପ୍ରତିଶତ ଏନେଇ ଅଜଣା

ନୂଆଦିଲ୍ଲୀ: ଆମ ମଧ୍ୟରୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ, ଆମ ଶରୀରରେ ଏକ ଭାଇରସ ଲୁଚି ରହିଛି, ଯାହା ବୟସ ବୃଦ୍ଧି ସହିତ ଏକ ବିପଜ୍ଜନକ ରୂପ ନେଇପାରେ। ଏକ ସଦ୍ୟତମ ସର୍ଭେ ଅନୁଯାୟୀ, ଏହି ଭାଇରସ ୫୦ ବର୍ଷ … Read More

ଗଙ୍ଗା ଜଳରେ ଅଛନ୍ତି ଜୀବାଣୁ, ଲୋକଙ୍କୁ ଭୁଆଁ ବୁଲାଯାଉଛି: ଶିବପାଲ ଯାଦବ

ଲକ୍ଷ୍ନୌ,୨୫।୨: ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ମଙ୍ଗଳବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ଉପରେ ଉଠାଯାଉଥିବା ପ୍ରଶ୍ନ ଉପରେ ଆପତ୍ତି ଉଠାଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସେ କହିଥିଲେ ଯେ ଏବେ ସିପିସିବି ରିପୋର୍ଟ ଉପରେ … Read More

ଦିଲ୍ଲୀ ଅବକାରୀ ନୀତି ଯୋଗୁଁ ୨୦୦୦ କୋଟି କ୍ଷତି : ସିଏଜି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ଆଗତ ସିଏଜି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ତତକାଳୀନ କେଜ୍ରିଓ୍ବାଲ ସରକାର ଆଣିଥିବା ଅବକାରୀ ନୀତି ଯୋଗୁଁ ଦିଲ୍ଲୀ ସରକାରଙ୍କ ପ୍ରାୟ ୨ ହଜାର କୋଟି ଟଙ୍କା … Read More

ପାକିସ୍ତାନରେ ତ୍ରିରଙ୍ଗା ଉଡ଼ାଇ ଯୁବକ ଗିରଫ

ଲାହୋର: ପାକିସ୍ତାନ ଏବେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଛି। ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡି ଭଳି ତିନୋଟି ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ଖେଳାଯାଉଛି। ନିକଟରେ ଲାହୋରରେ ଏକ ମ୍ୟାଚ୍ ବେଳେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଇ … Read More

ଦିଲ୍ଲୀ ଶିଖ୍ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ଫେବୃଆରୀ ୧୨ ତାରଖରେ ସଜ୍ଜନ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ … Read More

୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ

ସମ୍ବଲପୁର: ୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଆଚାର୍ଯ୍ୟକୁ ଗିରଫ କଲା ଧନୁପାଲି ଥାନା ପୋଲିସ। ସନ୍ତୋଷକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ସୁଧ ଲୋଭ ଦେଖାଇ ୧୨୦୦ କୋଟି ଟଙ୍କା ଠକେଇ କରିଥିଲା … Read More

ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି ପ୍ରସ୍ତାବ: ଶୁଣାଣି ବେଳେ ଦାବି ରଖିଲା ଟିପିଏନ୍‌ଓଡିଏଲ୍‌

ଭୁବନେଶ୍ବର: ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ୟୁନିଟ୍‌ ପିଛା ୨୦ ପଇସା ବଢ଼ାଇବାକୁ ପ୍ରସ୍ତାବ ଦେଇଛି ଟାଟା ଉତ୍ତର ଓଡିଶା ବିଦ୍ୟୁତ୍‌ ବିତରଣ କମ୍ପାନି(ଟିପିଏନ୍‌ଓଡିଏଲ୍‌)। ଆଜି ଓଇଆର୍‌ସିରେ ଏହି ପ୍ରସ୍ତାବର ଶୁଣାଣି ହୋଇଥିଲା। ୨୨ ଜଣ ଅଭିଯୋଗକାରୀ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। … Read More