ଏନସିଇଆରଟି ପାଠ୍ୟ ପୁସ୍ତକରେ ଏଏପିକୁ ଜାତୀୟ ପାର୍ଟି ମାନ୍ୟତା, ତାଲିକାରୁ କଂଗ୍ରେସ-ଏନସିପି ବାହାର
ନୂଆଦିଲ୍ଲୀ: ପରିବର୍ତ୍ତିତ ଏନସିଇଆରଟି ପାଠ୍ୟ ପୁସ୍ତକରେ ଆମ୍ ଆଦମୀ ପାର୍ଟି(ଏଏପି)କୁ ଜାତୀୟ ପାର୍ଟିର ମାନ୍ୟତା ପ୍ରଦାନ କରାଯାଇଛି। ଅପରପକ୍ଷରେ କଂଗ୍ରେସ, ଏନସିପି, ଟିଏମସି ଏବଂ ସିପିଆଇ ଭଳି ରାଜନୈତିକ ଦଳଙ୍କୁ ଜାତୀୟ ପାର୍ଟି ତାଲିକାରୁ ବାଦ୍ ଦିଆଯାଇଛି। ପ୍ରଥମ ଥର ପାଇଁ … Read More