ନକ୍ସଲ ବିରୋଧୀ ଅପରେସନ ଏବେ ନିର୍ଣ୍ଣାୟକ ମୋଡ଼ରେ : ‘ଅପରେସନ ପ୍ରହାର’

ନୂଆଦିଲ୍ଲୀ : କାଙ୍କେର୍ ଟ୍ରେଲର୍ ପରେ ଥରହର ଲାଲଗଡ଼। ପୂରା ଫିଲ୍ମ ଦେଖାଇବ ‘ଅପରେସନ୍ ପ୍ରହାର’। ହିଟ୍‌ ଲିଷ୍ଟରେ ହିଡ଼ମା ସମେତ ୧୭ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର। ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ ପାଇଁ ‘ଅପରେସନ ପ୍ରହାର’ରେ ପ୍ରସ୍ତୁତ ହୋଇଛି ୧୭ ଜଣିଆ … Read More

ଗଛକୁ ଆଲିଙ୍ଗନ ପାଇଁ ଦେବାକୁ ପଡ଼ିବ ୧୫୦୦ ଟଙ୍କା! ଚର୍ଚ୍ଚାରେ କମ୍ପାନୀର ବିଜ୍ଞାପନ

ନୂଆଦିଲ୍ଲୀ : ଦୀର୍ଘଦିନ ଧରି ଜନଗହଳିପୂର୍ଣ୍ଣ ସହରରେ ରହିବା ପରେ ଲୋକମାନେ ଏକ ଶାନ୍ତ ସ୍ଥାନକୁ ଯିବାକୁ ପସନ୍ଦ କରନ୍ତି। ଏପରିକି ଲୋକମାନେ ପାର୍କ କିମ୍ବା ବଗିଚାରେ ମଧ୍ୟ ବୁଲିବାକୁ ପସନ୍ଦ କରନ୍ତି। ବେଙ୍ଗାଲୁରୁରେ ଏକ ନୂଆ ବ୍ୟବସାୟ ଆରମ୍ଭ ହୋଇଛି, … Read More

ବିବାଦରେ ବିଜେପି ପ୍ରାର୍ଥୀ: ମସଜିଦ୍‌କୁ ଇଙ୍ଗିତ କରି ତୀର ମାରିବା କଳା ଦେଖାଇଲେ!

ହାଇଦ୍ରାବାଦ : ବିବାଦରେ ବିଜେପିର ହାଇଦ୍ରାବାଦ ଲୋକସଭା ପ୍ରାର୍ଥୀ ମାଧବୀ ଲତା। ସେ ପ୍ରଚାର ବେଳେ ଗୋଟିଏ ମସଜିଦ ନିକଟରେ ତୀର ମାରିବା ଭଳି ଆଚରଣ ପ୍ରଦର୍ଶନ କରିଛନ୍ତି। ମସଜିଦକୁ ଲକ୍ଷ୍ୟ କରି ସେ ତୀର ମାରିବାର କଳା ଦେଖାଇବାରୁ ଏହାକୁ … Read More

ଅଶାନ୍ତ ମଧ୍ୟପ୍ରାଚ୍ୟ; ଇରାନ ଉପରେ ପୁଣି ଇସ୍ରାଏଲର ମିସାଇଲ ମାଡ଼

ତେହେରାନ : ପୁଣି ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା। କିଛି ଦିନର ବିରତି ପରେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଆଜି ଇରାନ ଉପରେ ଇସ୍ରାଏଲ ମିସାଇଲ ମାଡ଼ କରିଛି। ଇରାନର ଇସ୍‌ଫାହନ ସିଟିରେ … Read More

ବିରୋଧୀ ବି ପାଇଛନ୍ତି ବଣ୍ଡ୍‌ : ଅମିତ ଶାହ

ନୂଆଦିଲ୍ଲୀ : ରଦ୍ଦ ହୋଇ ସାରିଥିବା ନିର୍ବାଚନୀ ବଣ୍ଡକୁ ନେଇ ବିରୋଧୀଙ୍କ କରିଚାଲିଥିବା ହମଲାକୁ କାଉଣ୍ଟର କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ବଣ୍ଡକୁ ନେଇ ବାରମ୍ବାର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରି … Read More

କଂଗ୍ରେସକୁ ଭୋଟ ନ ଦେବା ପାଇଁ ଲୋକଙ୍କୁ କହିଲେ ମମତା ବାନାର୍ଜୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ ବିଜେପି ସହ ହାତ ମିଳାଇଛନ୍ତି। କଂଗ୍ରେସ ଓ ସିପିଆଇଏମ ସପକ୍ଷରେ ଭୋଟ ନ … Read More

ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଶେଷ

ନୂଆଦିଲ୍ଲୀ : ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ଆଉ ଭାରତରେ ଆଜି ଠାରୁ ଆରମ୍ଭ ହୋଇଛି ମତଦାନ। ୭ଟି ପର୍ଯ୍ୟାୟରେ ମୋଟ ୫୪୩ ଲୋକସଭା ଆସନ ପାଇଁ ଭାରତବାସୀ ଭୋଟ ଦେବେ। ଏହିକ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ … Read More

ସାମ୍ବିଧାନିକ ପରିବର୍ତ୍ତନ ଚାହୁଁଛନ୍ତି ବିଜେପି-ଆରଏସଏସ, ଅଭିଯୋଗ କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଅଭିଯୋଗ କରିଛନ୍ତି ଯେ ବିଜେପି ଏବଂ ଆରଏସଏସ ଦେଶର ସମ୍ବିଧାନକୁ ବଦଳାଇବାକୁ ଚାହୁଁଛନ୍ତି, ତେଣୁ ସେମାନେ ୪୦୦ରୁ ଅଧିକ ଲୋକସଭା ଆସନ ପାଇଁ ଆଗ୍ରହୀ ଅଛନ୍ତି। କଟିହାରର ରାଜେନ୍ଦ୍ର ଷ୍ଟାଡିୟମରେ ତାଙ୍କର … Read More

ଭାଇସ୍ ଆଡମିରାଲ ଦୀନେଶ କେ ତ୍ରିପାଠୀ ନୌସେନାର ପରବର୍ତ୍ତୀ ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ : ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଦୀନେଶ କେ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ମାସ ୩୦ ତାରିଖରେ ଅବସର ନେଉଥିବା ଆଡମିରାଲ ଆର ହରି କୁମାରଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ। … Read More

ଅନନ୍ୟ ପରମ୍ପରା ଠାକୁରାଣୀ ଘଣ୍ଟଯାତ୍ରା ଉଦଯାପିତ, ଭକ୍ତଙ୍କ ପିଠିରେ ଚଢି ଆସ୍ଥାନକୁ ଗଲେ ମା’

ଲାଞ୍ଜିଗଡ: ଲାଞ୍ଜିଗଡର ଇଷ୍ଟଦେବୀ ମା’ ଠାକୁରାଣୀ ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେବାପରେ ଶୁକ୍ରବାର ନିଜ ଆସ୍ଥାନରେ ବିରାଜମାନ କରିଛନ୍ତି । ପୂଜକ ଭକ୍ତଙ୍କ ପିଠିରେ ଚଢି ମା’ଙ୍କୁ ଆସ୍ଥାନକୁ ନେଇଥିଲେ। ଦ୍ୱିତୀୟ ତିଥିରୁ … Read More