ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ ଦେଇଥିଲା, ଯାହା ପରେ ଦେଶ ଯେମିତି ସ୍ଥିର ହୋଇଗଲା। ପ୍ରବଳ ବର୍ଷା ପରେ ଅନେକ … Read More

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ଭୋଟରଙ୍କୁ ନିର୍ବାଚନ ଆୟୋଗର ଆବେଦନର ଭିଡିଓ ଅନୁଯାୟୀ, ଦେଶର ମୁଖ୍ୟ … Read More

ଆପ ନେତା ଅମାନତୁଲ୍ଲା ଖାଁ ଗିରଫ, ଓ୍ବାକଫ ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଥିବାବେଳେ ଆମ ଆଦମି ପାର୍ଟି ପାଇଁ ଗୋଟିକ ପରେ ଗୋଟିଏ ବିପଦ ମାଡ଼ିଆସୁଛି । ଦଳର ବିଧାୟକ ଅମାନତୁଲ୍ଲା ଖାଁଙ୍କୁ ଇଡି ଗିରଫ କରିଛି। ୱାକଫ୍ ବୋର୍ଡ ନିଯୁକ୍ତି ଦୁର୍ନୀତିରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ କରାଯାଇଛି। … Read More

କଂଗ୍ରେସ ଇତିହାସରେ ପ୍ରଥମ: ସବୁଠାରୁ କମ ସଂଖ୍ୟକ ଆସନରେ ଲଢ଼ିବ ଦଳ

ନୂଆଦିଲ୍ଲୀ : ଦୀର୍ଘ ୨୦ ବର୍ଷ ପରେ..। ଏହି ଡାଏଲଗ ଏବେ କଂଗ୍ରେସ ପାଇଁ ଲାଗୁ ହେବାକୁ ଯାଉଛି। କାରଣ ଦେଶର ସର୍ବପୁରାତନ ରାଜନୀତିକ ଦଳ ଏବେ ତା’ ଇତିହାସରେ ସବୁଠାରୁ କମ ସଂଖ୍ୟକ ଆସନରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି। … Read More

ଦକ୍ଷିଣ ଭାରତରେ ବିଜେପି ମୋଟ ୧୩୦ ଲୋକସଭା ଆସନରୁ ଅତି ବେଶୀରେ ୧୫ଟିରେ ହିଁ ଜିତିପାରିବ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ଚେନ୍ନାଇ : ଆସନ୍ତାକାଲି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ। ତାମିନାଲଡୁର ସମସ୍ତ ୩୯ ଆସନ ସହ ଦେଶର ୧୦୨ଟି ଲୋକସଭା ଆସନରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୪୦୦ ପାର୍‌ ନାରା ଦେଇ ନିର୍ବାଚନ ଲଢ଼ୁଥିବା ବିଜେପି ପାଇଁ … Read More

ଇରାନ ଜବତ କରିଥିବା ଜାହାଜରୁ ଜଣେ ଆସିଲେ, ଆଉ ୧୬ ଭାରତୀୟ କେବେ ଆସିବେ?

ନୂଆଦିଲ୍ଲୀ : ଇସ୍ରାଏଲ ସହ ତିକ୍ତତା ମଧ୍ୟରେ ଇରାନ Strait of Hormuz ନିକଟରୁ ଜବତ କରିଥିବା ଜାହାଜରେ ଫସିଥିବା ଜଣେ ଭାରତୀୟ ମହିଳା ଆଜି ସ୍ୱଦେଶ ଫେରିଛନ୍ତି। ଇରାନ ଏପ୍ରିଲ ୧୩ରେ ଇସ୍ରାଏଲ ସହ ଜଡ଼ିତ ଗୋଟିଏ ପଣ୍ୟବାହୀ ଜାହାଜକୁ … Read More

ଆପ୍‌ ଆଣିଲା ବଡ଼ ଅଭିଯୋଗ: ଜେଲ ଭିତରେ କେଜ୍ରିୱାଲଙ୍କୁ ମାରିବାକୁ ଚାଲିଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡ଼ଯନ୍ତ୍ର। ଜେଲ ଭିତରେ କେଜ୍ରିୱାଲଙ୍କୁ ମାରି ଦେବା ପାଇଁ ମସୁଧା ହୋଇଥିବା ତାଙ୍କ ଦଳ ଆପ୍‌ ପକ୍ଷରୁ … Read More

ଶଙ୍ଖ ଛାଡ଼ି ହାତ ଧରିବେ କି ଅସନ୍ତୁଷ୍ଟ ସମୀର ?

ନିମାପଡ଼ା: ନିମାପଡ଼ାରୁ ବିଜେଡି ଟିକେଟ ଘୋଷଣା ପରେ ସିଟିଂ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ହତୋତ୍ସାହିତ ହୋଇପଡ଼ିଛନ୍ତି। ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସମୀରଙ୍କ ସମର୍ଥକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେଡି ବିଧାୟକ ସମୀର … Read More

ଇନ୍ଦିରା ଗାନ୍ଧିଙ୍କ ଭଳି ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଅସିଦ୍ଧ ହୋଇପାରେ, ଫାଇଭ-ଟିରେ ୪୦ହଜାର କୋଟିର ଦୁର୍ନୀତି: ବିଜେପି

ଭୁବନେଶ୍ବର : ରାଜ୍ୟରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ବିଜେଡି ସପକ୍ଷରେ ଖୁଲମଖୁଲା ନିର୍ବାଚନ କାର୍ଯ୍ୟ ଜାରି ରଖିଛନ୍ତି । ୧୯୭୧ ମସିହାରେ ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତତକାଳୀନ ପ୍ରଶାସନିକ … Read More

ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ୨ଟି ମାଓ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

ମାଲକାନଗିରି: ରାତି ପାହିଲେ ଦେଶର ବିଭିନ୍ନ ସ୍ଥାନ ସହିତ ଛତିଶଗଡ଼ରେ ମଧ୍ୟ ମତଦାନ ହେବ। କିନ୍ତୁ ଏହା ପୂର୍ବରୁ ବିଏସଏଫ ଓ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଅନ୍ତର୍ଗତ ବୋଡିଗାଟା ବିଏସଏଫ … Read More