ଗାଣ୍ଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନ ଲଢିବେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ନିର୍ବାଚନ ରାଜନୀତିରେ ପ୍ରବେଶ କରିଛନ୍ତି। ଗାଣ୍ଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ଆସନରେ ମତଦାନ ମେ … Read More

ଏବେ ହ୍ବାଟ୍ସଆପରେ ମିଳିବ ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ସମ୍ପର୍କିତ ସୂଚନା

ନୂଆଦିଲ୍ଲୀ: ଡିଜିଟାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସୁପ୍ରିମ୍ କୋର୍ଟ। ଏବେ ଓକିଲ ଓ ଆବେଦନକାରୀମାନେ ମଧ୍ୟ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସେମାନଙ୍କ ମାମଲାର ଅପଡେଟ୍ ହ୍ୱାଟ୍ସଆପ୍ ରେ ପାଇପାରିବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଗୁରୁବାର ଏହି ଘୋଷଣା … Read More

ମୁଖ୍ୟମନ୍ତ୍ରୀ ରେଭନ୍ଥଙ୍କ ବଡ଼ ଦାବି: ୨୦୨୫ ସୁଦ୍ଧା ବିଜେପି ହଟାଇ ଦେବେ ସଂରକ୍ଷଣ ବ୍ୟବସ୍ଥା

ହାଇଦ୍ରାବାଦ : ଚଳିତ ସାଧାରଣ ନିର୍ବାଚନରେ ସଂରକ୍ଷଣ ଗୋଟିଏ ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓବିସି ସଂରକ୍ଷଣ ବ୍ୟବସ୍ଥା କଥା ଉଠାଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ବିଜେପି ସମ୍ପର୍କରେ ବଡ଼ … Read More

ମହୁଆଙ୍କୁ ଆଶ୍ୱସ୍ତି, ମାନହାନୀ ମାମଲା ଫେରାଇ ନେଲେ ଅନନ୍ତ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ମିଳିଲା ଆଶ୍ୱସ୍ତି। ତାଙ୍କ ବିରୋଧରେ କରିଥିବା ମାନହାନୀ ମାମଲାକୁ ଫେରାନେଲେ ତାଙ୍କ ପୂର୍ବତନ ସାଥୀ ତଥା ଓକିଲ ଜୟ ଅନନ୍ତ ଦେହାଦ୍ରି। ଦିଲ୍ଲୀ ହାଇକୋର୍ଟରେ ମହୁଆଙ୍କ ବିରୋଧରେ ଅନନ୍ତ ଦେହାଦ୍ରି ମାନହାନୀ … Read More

ବିଜେପିର ରାଏ ବରେଲୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ବରୁଣ ଗାନ୍ଧି !

ନୂଆଦିଲ୍ଲୀ : କଂଗ୍ରେସର ଗଡ଼ ରାଏ ବରେଲୀରେ ବିଜେପି ଗାନ୍ଧି ପରିବାରର ସଦସ୍ୟ ତଥା ସାଂସଦ ବରୁଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା। ଏପରି କି ବରୁଣ ଗାନ୍ଧିଙ୍କୁ ଦଳ ଏଠାକୁ ଟିକେଟ ଦେବାକୁ ପ୍ରସ୍ତାବ ଦେଇଥିଲା। କଂଗ୍ରେସ ଏଠାରେ ପ୍ରିୟଙ୍କା … Read More

ମୋଦିଙ୍କୁ ଚିଠି ଲେଖିଲେ ଖଡଗେ: କହିଲେ-କଂଗ୍ରେସ ଇସ୍ତାହାରକୁ ନେଇ ଆପଣଙ୍କୁ ଭୁଲ ତଥ୍ୟ ଦିଆଯାଇଛି

ନୂଆଦିଲ୍ଲୀ : କଂଗ୍ରେସର ନ୍ୟାୟ ପତ୍ର ବା ନିର୍ବାଚନୀ ଇସ୍ତହାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଦଳକୁ ଟାର୍ଗେଟ କରି ଚାଲିଛନ୍ତି। କଂଗ୍ରେସ ତା’ ଇସ୍ତାହାରରେ କୁଆଡ଼େ କହିଛି ଯେ ଯଦି ଦଳ କ୍ଷମତାକୁ ଆସିବ, ତା’ହେଲେ ଦେଶର ସମ୍ପତ୍ତିକୁ … Read More

ମାନବାଧିକାର ଉଲ୍ଲଙ୍ଘନ କଥା କହିଲା ଆମେରିକା, କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ମଣିପୁରରେ ହିଂସା ବେଳେ ଅଧିକ ମାତ୍ରାରେ ମାନବାଧିକାର ଉଲ୍ଲଙ୍ଘନ ଭାରତରେ ଦେଖିବାକୁ ମିଳିଥିଲା ବୋଲି ଆମେରିକା ରିପୋର୍ଟ ପ୍ରକାଶ କରିଛି। ତେବେ ଏହି ରିପୋର୍ଟକୁ ଭାରତ ସରକାର ଗ୍ରହଣ କରି ନାହାନ୍ତି। ରିପୋର୍ଟ ସଂପୂର୍ଣ୍ଣ ଭାବେ ଏକତରଫା ଓ … Read More

ମହାପ୍ରଭୁଙ୍କ ଦର୍ଶନ କଲେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ପୁରୀ : ମହାପ୍ରଭୁଙ୍କ ଦର୍ଶନ କଲେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ। ପୁରୀ ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ବିତେଇବା ସହ ମହାପ୍ରସାଦ ସେବନ କରିଛନ୍ତି । ସାଇନା କହିଛନ୍ତି, ଶ୍ରୀଜିଉଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଛି । ଆଳତି ଦର୍ଶନ କରିବାର … Read More

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌ସ ଭୁବନେଶ୍ୱରରେ କାର୍ଯ୍ୟକରୁଛି ସ୍ୱତନ୍ତ୍ର ୟୁନିଟ୍

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍‌ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ସନ୍‌ ଷ୍ଟ୍ରୋକ୍‌ ତଥା … Read More

ଶିମିଳିପାଳରେ ବାଘ ସୁରକ୍ଷିତ

ଶିମିଳିପାଳ : ଶିମିଳିପାଳରେ ବାଘ ସୁରକ୍ଷିତ। କିଛି ଦିନ ଧରି ଶିମିଳିପାଳରେ ନିଆଁ ଲାଗିଛି। ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି ହେଲେ କୋର୍ ଏରିଆରେ ବାଘ ସୁରକ୍ଷିତ ରହିଛନ୍ତି। ଆଜି ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ … Read More