ଦିଗପହଣ୍ଡି ବସ୍‌ ଦୁର୍ଘଟଣା: OSRTC ବସର ଡ୍ରାଇଭର୍‌ ଗିରଫ

ଦିଗପହଣ୍ଡି ବସ୍‌ ଦୁର୍ଘଟଣାରେ ଆସିଲା ବଡ଼ ଖବର । ଦୁର୍ଘଟଣାଗ୍ରସ୍ତ OSRTC ବସ୍‌ ଡ୍ରାଇଭର୍‌ ଗିରଫ । ଦୁର୍ଘଟଣାଗ୍ରସ୍ତ OSRTC ବସ୍‌ ଡ୍ରାଇଭର୍‌ ମାନସ ପ୍ରଧାନଙ୍କୁ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ । ଗତକାଲି ରାତିରେ ତାଙ୍କୁ ପଚରାଉଚରା କରାଯାଇଥିଲା … Read More

ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ଆମେ ଗ୍ରହଣ କରିପାରୁନୁ: ଶରତ ପଟ୍ଟନାୟକ

ଭୁବନେଶ୍ୱର: ବରଗଡ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓକୁ ନେଇ ଏବେ ସବୁଠି ପ୍ରଶ୍ନ ଉଠୁଛି । ଏହାକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ । ୫ଟି ଲୋକଙ୍କ ନିକଟରେ ରଖିଥିଲେ ଅଡିଓ । ସେ ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ପ୍ରମାଣ କଣ ବୋଲି … Read More

ଓଡ଼ିଶା କ୍ୟାଡର ଆଇଏଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା କେନ୍ଦ୍ର ; ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଓ ନେତା

ଭୁବନେଶ୍ୱର: ଓଡ଼ିଶାର ନିର୍ଦ୍ଦିଷ୍ଟ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ଉକ୍ତ ସଚିବଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର … Read More

ଆରମ୍ଭ ହୋଇଛି ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜନ

ଭୁବନେଶ୍ୱର: ଝଲସୁଛି ଏକାମ୍ର କ୍ଷେତ୍ର । ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତିକରଣ ଓ ଶୋଭାବୃଦ୍ଧି ପାଇଁ ପ୍ରସ୍ତାବିତ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଶିଳାନ୍ୟାସ ମହୋତ୍ସବ ଚାଲିଛି । ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ରପାଠ, ନାମ ସଂକୀର୍ତ୍ତନ ସାଙ୍ଗକୁ ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି … Read More

ପତ୍ନୀ ହତ୍ୟା ମାମଲାରେ ଦୋଷୀ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ

ଗୁଣୁପୁର: ଗୁଣୁପୁରର ପୂର୍ବତନ ବିଧାୟକ  ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଛି ଆଜୀବନ କାରାଦଣ୍ଡ ।୨ ଦିନ ତଳେ ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଗୁଣୁପୁରର ପୂର୍ବତନ ବିଧାୟକ । ୧୯୯୫ ମସିହାରେ ପତ୍ନୀଙ୍କ ପୋଡା ମୃତଦେହ କ୍ୱାର୍ଟର୍ସରୁ ମିଳିଥିଲା । … Read More

ଶ୍ରୀମନ୍ଦିର ସିଂହଦ୍ୱାରରେ ରୁପା ଛାଉଣୀ କାମ ଆରମ୍ଭ

ପୁରୀ : ରୁପାରେ ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର। ଆରମ୍ଭ ହୋଇଛି ରୁପା ଛାଉଣୀ କାମ। ସିଂହଦ୍ୱାରରେ ଲାଗିଥିବା ନବନିର୍ମିତ କବାଟରେ ମୁମ୍ବାଇରୁ ଆସିଥିବା କାରିଗରମାନେ ବିଭିନ୍ନ ଡିଜାଇନ୍‌ରେ ପ୍ରସ୍ତୁତ ରୁପା ଲଗାଇବା କାମ ଆରମ୍ଭ କରିଛନ୍ତି। ଆଜି ରାତି ସୁଦ୍ଧା ରୁପା … Read More

୫ଟି ସଚିବଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ୫ଟି ସଚିବଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲେ ବିଜୟ ପଟ୍ଟନାୟକ । କେନ୍ଦ୍ରକୁ ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଲେ ବିଜୟ ପଟ୍ଟନାୟକ । … Read More