ମୋଦୀଙ୍କୁ ନୈଶ ଭୋଜିରେ ଆପ୍ୟାୟିତ କଲେ ବାଇଡେନ୍ ଦମ୍ପତି
ୱାଶିଂଟନ୍ ଡିସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପକ୍ଷରୁ ହ୍ବାଇଟ୍ ହାଉସ୍ରେ ଆୟୋଜିତ ନୈଶ ଭୋଜି ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବର ମହୋତ୍ସବରେ ପରିଣତ ହୋଇଥିବା ଲକ୍ଷ୍ୟ କରାଯାଇଛି। ବାଇଡେନ୍ ନିଜେ ମଧ୍ୟ ବନ୍ଧୁତ୍ବର … Read More