‘ମନ୍‌ କି ବାତ୍‌’ରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆମେରିକା ଗସ୍ତ ପୂର୍ବରୁ ଆଜି ‘ମନ୍‌ କି ବାତ୍‌’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସପ୍ତାହେ ପୂର୍ବରୁ କରିଥିବା ‘ମନ୍‌ କି ବାତ୍‌’ରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ … Read More

ଜଳୁଛି ଓଡ଼ିଶା: ଆଜି ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୬ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏଁ ତାତିରୁ ନିସ୍ତାର ନାହିଁ। ଲୋକେ ପ୍ରବଳ ଖରା ଯୋଗୁଁ ଗରମରେ ଛଟପଟ ହେଉଛନ୍ତି। ଅତି ଆବଶ୍ୟକ ନହେଲେ ବାହାରକୁ ଯିବା ପାଇଁ ମନ ହେଉନାହିଁ। ଫଳରେ … Read More

ମାଙ୍କଡ଼ କାମୁଡାରେ ୫ ଏନ୍‌ଡିଆରଏଫ୍ ଯବାନ ଆହତ

କଟକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ ୩ୟ ବାଟାଲିୟନ ପରିସରରେ ଦୁଇଦିନ ହେବ ମାଙ୍କଡ଼ ଆତଙ୍କ ଦେଖା ଦେଇଛି। ଗୋଟିଏ ମାଙ୍କଡ଼ ୫ ଜଣ ଏନ୍‌ଡିଆରଏଫ ଯବାନଙ୍କୁ କାମୁଡ଼ି ଥିବା ଅଭିଯୋଗ ହୋଇଛି। ଆହତ ଯବାନ ମାନଙ୍କର ଚିକିତ୍ସା ଚାଲିଛି। ଆକ୍ରମଣ କରିଥିବା … Read More

ମାଛ ଧରି ଫେରୁଥିବା ବେଳେ ମଝି ସମୁଦ୍ରରେ ଓଲଟିଲା ବୋଟ, ଜଣେ ମୃତ

ବାଲେଶ୍ୱର: ମଝି ସମୁଦ୍ରରେ ବୋଟ ଓଲଟି ଜଣେ ମୃତ। ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୬ ଧୀବର। ବାଲେଶ୍ୱର ଜିଲ୍ଲା କଷାଫଳ ମୁହାଣରେ ଅଘଟଣ। ଗଭୀର ସମୁଦ୍ରରୁ ଧୀବରମାନେ ମାଛ ମାରି ଫେରୁ ଥିବା ବେଳେ ଉଚ୍ଚ ଜୁଆର ଯୋଗୁଁ ଡଙ୍ଗା ବୁଡ଼ିଯାଇଥିଲା। … Read More

ରଥଯାତ୍ରା ପୂର୍ବରୁ ମକଡ୍ରିଲ୍, ପୋଲିସ ଓ ପାରାମିଲିଟାରୀ ଫୋର୍ସ ସାମିଲ

ପୁରୀ: ଗୁଣ୍ଡିଚା ଯାତ୍ରା ଦିନ କିଭଳି ଶୃଙ୍ଖଳିତ ଭାବେ ଟଣାଯିବ ରଥ । ତା ପୂର୍ବରୁ ଚାଲିଛି ମକଡ୍ରିଲ୍‌। ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ରଥ ଟଣା ମକଡ୍ରିଲ କରାଯାଇଛି । ତିନି ରଥର ସୁରକ୍ଷା, ରଥର ଇନର୍‌ ଓ … Read More

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି

କଟକ : ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ରବିବାର ଦିନ ପୁଣି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପଲତୁ ନସ୍କାର। ତାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ। ସେ ସେଣ୍ଟ୍ରାଲ ଆଇସିୟୁ … Read More

ଅସଂଯତ ଅବସ୍ଥାରେ ଧରାପଡିଥିବା କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ

ବଲାଙ୍ଗିର: ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟାପ୍ରୀତି । କନେଷ୍ଟବଳ ମଞ୍ଜିତ ସିଂ ମାଝୀ ଚାକିରିରୁ ନିଲମ୍ବିତ । ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି । ଗତ ୧୬ତାରିଖ ତାରିଖରେ ହତିଶାଲ ପଡାରେ ମଞ୍ଜିତ ପ୍ରେମିକାଙ୍କ … Read More

ସିଲିଣ୍ଡର ଭିତରୁ ଗ୍ୟାସ୍ ଚୋରି, ୨ ଅଟକ

ବ୍ରହ୍ମପୁର:  ଦୀର୍ଘ ଦିନ ହେଲା ବ୍ରହ୍ମପୁର ସହରରେ ଚାଲିଥିଲା ରନ୍ଧନ ଗ୍ୟାସ କେଳେଙ୍କାରୀ । ପ୍ରତ୍ୟେକ ଗ୍ୟାସ ସିଲିଣ୍ଡରରୁ କେଜିଏ ରୁ ଦୁଇ କେଜି କରାଯାଉଥିଲା ଗାଏବ । ଏହି ଘଟଣାର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ । ବ୍ରହ୍ମପୁର ଉପକଣ୍ଠ … Read More

ଅଜଣା ଯୁବତୀଙ୍କ ସହ ଚାଟିଂ କରି ୨୦ ଲକ୍ଷ ଟଙ୍କା ଲୁଟର ଶିକାର

କଟକ: ଅଜଣା ଯୁବତୀଙ୍କ ସହ ଚାଟିଂ କରି ସର୍ବସ୍ବାନ୍ତ ହେଲେ ବୃଦ୍ଧ। ସାଇବର ଠକେଇର ଶିକାର ହେଲେ କଟକର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ବୃଦ୍ଧ। ବୃଦ୍ଧଙ୍କ ଠାରୁ ୨୦ ଲକ୍ଷ ୬୨ … Read More

ମାତୃହନ୍ତା ପୁଅକୁ ପିଟିପିଟି ମାରିଦେଲେ ବାପା ଓ ଭାଇ

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କବାଟଘାଟି ଗାଁରେ ଗତ ୧୪ ତାରିଖ ରାତିରେ ଡବଲ ମର୍ଡର ଘଟଣାକୁ ୭୨ ଘଣ୍ଟା ବିତିଛି କି ନାହିଁ ପୁଣି ରାଇବଣିଆ ପଞ୍ଚାୟତ ରୁପାଦିଘୀ ଗାଁରେ ଆଜି ଆଉ ଏକ ହତ୍ୟାକାଣ୍ଡ … Read More