ଆଗୁଆ ନିର୍ବାଚନ ହେବା ନେଇ ଗୁଜବ କରୁଛନ୍ତି ନୀତୀଶ : ବିଜେପି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହୋଇପାରେ ବୋଲି ବୁଧବାରଦିନ ଆଶଙ୍କା ପ୍ରକାଶ କରିଥିଲେ ଓ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୀତୀଶ କୁମାରଙ୍କ ଏହି ବୟାନର ଜବାବ ଦେଇଛି ବିଜେପି … Read More

ପ୍ରତିଦିନ ଗଙ୍ଗାଙ୍କ ଆଳତୀ କରୁଥିବା ବାଳକ ନିଟ ପରୀକ୍ଷାରେ ହେ‌ଲେ ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ବସବାସ କରୁଥିବା ବିଭୁ ଉପାଧ୍ୟାୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭୁ ନିକଟରେ ନିଟ ପରୀକ୍ଷାରେ ସଫଳ ହୋଇଛନ୍ତି। ସେ ନିଟ ପରୀକ୍ଷାରେ ୬୨୨ନମ୍ବର ହାସଲ କରିଛନ୍ତି। ବିଭୁ ଏହି ସଫଳତା ପାଇଁ ଏବେ ଚର୍ଚ୍ଚାକୁ … Read More

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ସହଯୋଗୀ ଅବତାର ଆଖି ବୁଜିଲା

ଚଣ୍ଡୀଗଡ଼ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ମୌଳବାଦୀ ବିଚାରଧାରା ରଖିଥିବା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ଅବତାର ସିଂହ ଖାଣ୍ଡାର ଆଜି ମୃତ୍ୟୁ ହୋଇଛି। ବ୍ରିଟେନର ଗୋଟିଏ ହସ୍ପିଟାଲରେ ଅବତାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଖବର ମିଳିଛି। ସୋମବାର … Read More

ଫେସ୍‌ବୁକ୍‌କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ତାଗିଦ

ବେଙ୍ଗାଲୁରୁ : ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ନାଲି ଆଖି ଦେଖାଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ଭାରତରେ କମ୍ପାନୀର ସମସ୍ତ କାର୍ଯ୍ୟକଳାପକୁ ଦରକାର ପଡ଼ିଲେ କୋର୍ଟ ବନ୍ଦ କରିଦେବେ ବୋଲି କହିଛନ୍ତି। ସାଉଦି ଆରବ ଜେଲରେ ବନ୍ଦୀ ହୋଇ ରହିଥିବା ଜଣେ ଭାରତୀୟଙ୍କ … Read More

କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଚାଲିବ ଯୌନ ନିର୍ଯାତନା ମାମଲା, ପୋକ୍ସୋ ମାମଲା ହଟିବ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ବା ପିଛା କରିବା ମାମଲା ଚାଲିବ। ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି … Read More

ଜାନୁଆରୀରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଆସନ୍ତାବର୍ଷ ଜାନୁଆରୀ ମାସରେ ଏହି ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା ସମାରୋହର ନେତୃତ୍ୱ ନେବେ … Read More