ଜଳୁଛି ଓଡ଼ିଶା: ୪୪.୮ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର, ଭୁବନେଶ୍ବରରେ ପାରା ୪୨.୪ ଡିଗ୍ରି

ଭୁବନେଶ୍ବର/ଝାରସୁଗୁଡ଼ା: ରଜରେ ସାରା ଓଡ଼ିଶା ଜଳୁଛି। ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଗରମ ଓ ଗୁଳୁଗୁଳିରୁ ଉପକୂଳବାସୀ ମଧ୍ୟ ନିସ୍ତାର ପାଇପାରି ନାହାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି। ରାଜ୍ୟର … Read More

ଜ୍ବରରୁ ସୁସ୍ଥ ହେଲେ ମହାପ୍ରଭୁ; ଶ୍ରୀନଅରକୁ ରାଜପ୍ରସାଦ ବିଜେ, ରଥଯାତ୍ରା ନେଇ ଗଜପତିଙ୍କ ସହ ହେଲା ଆଲୋଚନା

ପୁରୀ: ଆଉ ମାତ୍ର ୪ ଦିନ ପରେ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆୟୋଜନ ହେବ। ମହାପ୍ରଭୁଙ୍କ ୯ ଦିବସୀୟ ଘୋଷ ଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ … Read More

ମହିମା ପୀଠର ହେବ ରୂପାନ୍ତର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ୧୧୨ କୋଟି ପ୍ରକଳ୍ପର ପ୍ରସ୍ତାବ ଦେଲେ ଜିଲ୍ଲାପାଳ

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ମହିମା … Read More

ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିଆ କପ୍: ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ଖେଳାଯିବ ୯ଟି ମ୍ୟାଚ୍

ନୂଆଦିଲ୍ଲୀ: ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିୟା କପ୍ ୨୦୨୩। ଆଜି ମ୍ୟାଚ୍ ଆରମ୍ଭ ହେବା ସମ୍ବନ୍ଧୀୟ ସୂଚନା ଦେଇଛି ଏସିୟାନ କ୍ରିକେଟ କାଉନସିଲ(ଏସିସି)। ମ୍ୟାଚ୍ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଚାଲିବା ସହ ପାକିସ୍ତାନରେ ମାତ୍ର ୪ଟି ମ୍ୟାଚ୍ … Read More

କୋଚିଂ ସେଣ୍ଟରରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ଦିଲ୍ଲୀର ମୂଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଆଜି ନିଆଁ ଲାଗିଯାଇଛି। ଏଥିରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ … Read More

ସାଇରନ ବଜାଇ ୪୦୦ ଗାଡ଼ି ଧରି କଂଗ୍ରେସକୁ ଗଲେ ବିଜେପି ନେତା

ଭୋପାଲ : ମଧ୍ୟପ୍ରଦେଶରେ ଆଜି ଗୋଟିଏ ଅଜବ ଘଟଣା ଘଟିଛି। ବେଶ ରାଜକୀୟ ଷ୍ଟାଇଲରେ କଂଗ୍ରେସକୁ ଫେରିଛନ୍ତି ଜଣେ ବିଜେପି ନେତା। ସେ ଏହି ଘର ବାହୁଡ଼ାକୁ ଅଧିକ ଆକର୍ଷଣୀୟ ତଥା ସ୍ମରଣୀୟ କରିବା ପାଇଁ ଦୀର୍ଘ ୩୦୦ କିମି ବାଟ … Read More

ଟ୍ରକ୍-ହାତୀ ଧକ୍କା: ୩ ହାତୀଛୁଆ ମୃତ; ଟ୍ରକ୍‌ ଚୂର୍‌ମାର୍‌

ଚିତ୍ତୂର: ବୁଧବାର ରାତିରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାର ପାଲାମାନେରୁ ମଣ୍ଡଳରେ ସଡ଼କ ଦୁର୍ଘଟଣା ଯୋଗୁଁ ୩ଟି ହାତୀଛୁଆଙ୍କର ମୃତ୍ୟୁ ଘଟିଥିବା କଥା ବନ ବିଭାଗ ଅଧିକାରୀମାନେ କହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କଠାରୁ ସଂଗୃହୀତ ସୂଚନା ଅନୁସାରେ, ଚିତ୍ତୂର-ପାଲାମାନେରୁ ଜାତୀୟ ରାଜପଥ ଅନ୍ତର୍ଗତ ଜାଗମର୍ଲା … Read More

ଜାତୀୟ ଜଳ ପୁରସ୍କାର: ମଧ୍ୟପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିବ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଦାନ କରାଯିବାକୁ ଥିବା ଜାତୀୟ ଜଳ ପୁରସ୍କାର ନିମନ୍ତେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜଳ ଶକ୍ତି ମନ୍ତ୍ରାଳୟର ଜଳ ସମ୍ପଦ, ନଦୀ … Read More

ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ୍ ଆରମ୍ଭ, ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ : ଆଇଏମଡି

ଅହମ୍ମଦାବାଦ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ (ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା) ଆରମ୍ଭ ହୋଇଯାଇଛି । ଏହି ଲାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି … Read More

ସଂସଦ ଭବନ ଭିତରେ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା ସାଂସଦ

ନୂଆଦିଲ୍ଲୀ: ଜଣେ ଅଷ୍ଟ୍ରେଲିଆ ମହିଳା ସାଂସଦ ବଡ଼ବଡ଼ ପଦବୀରେ ଥିବା ପୁରୁଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘ସଂସଦ ଭବନରେ ମୁଁ ଯୌନ ନିର୍ଯାତନାର ଶିକାର ହୋଇଛି। ମୁଁ ସମ୍ପୂର୍ଣ୍ଣ ଭୟଭୀତ ଅଛି। ଏହି କୋଠା, ଏହି ସ୍ଥାନ … Read More