ଆପଣଙ୍କ ମୋବାଇଲ୍‌ ଫୋନ ଚୋରି ହେଲେ ପ୍ରଥମେ କରିବେ କ’ଣ ?

ଭୁବନେଶ୍ବର: ଆଜିକାଲି ଅନେକ ଲୋକଙ୍କ ମୋବାଇଲ ହଜିଯାଉଛି କିମ୍ବା ଚୋରି ହୋଇଯାଉଥିବାର ଅଭିଯୋଗ ହେଉଛି। ଏଭଳି କ୍ଷେତ୍ରରେ ସେମାନଙ୍କୁ ଆଉ ହଇରାଣ ହେବାକୁପଡ଼ିବନି କି ଚିନ୍ତିତ ହେବାକୁ ପଡ଼ିବନି। କାରଣ ଏଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରତିକାରର ବ୍ୟବସ୍ଥା କରାଯାଇଛି। ଜାଣନ୍ତୁ ଆପଣଙ୍କ … Read More

କୁସ୍ତି ମହାସଂଘ ସଭାପତିଙ୍କ ଅସଲ ମୁଖା ଖୋଲିଲେ ରେଫରୀ, କହିଦେଲେ ସବୁ କଥା

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଅସଲ ମୁଖା ଖୋଲି ଦେଇଛନ୍ତି ଜଣେ ଅନ୍ତର୍ଜାତୀୟ ସ୍ତରର ରେଫରୀ। ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ହେଁ ଏହାକୁ … Read More

ବାହାନଗା ବଜାର ଷ୍ଟେସନରେ ଏବେ ରହିବ ନାହିଁ କୌଣସି ଟ୍ରେନ୍

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ। ଏନେଇ ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାହାନଗା ବଜାର ଷ୍ଟେସନରେ ମେମୁ, ଏକ୍ସପ୍ରେସ୍ ବା ପାସେଞ୍ଜର୍ ଟ୍ରେନ୍ … Read More

ଯୁଦ୍ଧ ପରେ ୟୁକ୍ରେନର ଡ୍ୟାମ୍ ନଷ୍ଟ ହେବାରୁ ପ୍ରଳୟଙ୍କାରୀ ବନ୍ୟା

ବିଗତ ଦେଢ ବର୍ଷ ହେଲାଣି ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଲାଗି ରହିଛି । ୟୁକ୍ରେନର କାଖୋବକା ଡ୍ୟାମକୁ ନଷ୍ଟ କରିଦେଇଛି ରୁଷ । ଫଳରେ ୟୁକ୍ରେନ ବାସୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ଡ୍ୟାମ୍ ବିସ୍ଫୋରଣ ଯୋଗୁଁ ବନ୍ୟାରେ ୨୦ ଜଣଙ୍କର … Read More

ବିଦ୍ୟୁତ ଆଘାତରେ ଚାଲିଗଲା ମା ଓ ପୁଅଙ୍କ ଜୀବନ

ଖଇରା/ସୋର: ବାଲେଶ୍ବର ଜିଲ୍ଳା ଖଇରା ଥାନା ଅଧୀନ ମହତୀପୁର ପଞ୍ଚାୟତର ନାହୁଲ ଗାଁର ବିଦ୍ୟୁତ ଆଘାତରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି। ନାହୁଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସ୍ତ୍ରୀ ତିଳୋତ୍ତମା ଦାସ(୪୫) ଓ ପୁଅ ରାମଚନ୍ଦ୍ର ଦାସ (୨୭) ଆଜି ସକାଳେ … Read More

ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସର ଜଣେ ମହିଳାଙ୍କ ସମେତ ୪ ଜଣ ଗିରଫ

କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ଲିଙ୍କରେ ଥିବା ଗୋଟିଏ ଗ୍ରୁପ୍‌ର ପର୍ଦ୍ଦାଫାସ କରିଛି ଗୁଜରାଟ ପୁଲିସ୍‌ର ଆତଙ୍କବାଦ ନିରୋଧ ସ୍କ୍ୱାଡ ବା ଏଟିଏସ। ଏଥିସହ ପୋରବନ୍ଦରରୁ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଗିରଫ ମହିଳା … Read More

ଆସନ୍ତା ୧୭ ତାରିଖରେ ଢେଙ୍କାନାଳ ଆସିବେ ଅିମତ ଶାହ

ଢେଙ୍କାନାଳ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୧୭ ତାରିଖରେ ଅିମତ ଶାହ ଆସିବେ । ମହା ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବେ । ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ଜନସମାବେଶରେ ସାମିଲ ହେବେ … Read More

ବୋରିସ୍ ଜନସନଙ୍କ ନାମ ନେଇ ମୋଦୀଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ

ନୂଆଦିଲ୍ଲୀ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସଂସଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। କୋଭିଡ -୧୯ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଉଲ୍ଲଂଘନ କରି ‘୧୦ ଡାଉନିଂ ଷ୍ଟ୍ରିଟ୍ ‘(ପ୍ରଧାନମନ୍ତ୍ରୀଙ୍କ ବାସଭବନ)ରେ ପାର୍ଟି ଆୟୋଜନ କରିବା ନେଇ ସଂସଦକୁ ବିଭ୍ରାନ୍ତ … Read More

ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଚିକିତ୍ସାଧିନ ଅବସ୍ଥାରେ ମୃତ

ଖୋର୍ଦ୍ଧା: ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଚିକିତ୍ସାଧିନ ଅବସ୍ଥାରେ ମୃତ। ଗୁଳିମାଡରେ ଆହତ ହୋଇ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା। ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ … Read More

ଏନସିପିର କାର୍ଯ୍ୟକାରୀ ସଭାପତି ହେଲେ ପ୍ରଫୁଲ ପଟେଲ ଓ ସୁପ୍ରିୟା ସୁଲେ

ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସାଂସଦ ସୁପ୍ରିୟା ସୁଲେ। ଆଜି ଏନସିପିର ସଭାପତି ଶରଦ ପାୱାର ଏହା ଘୋଷଣା କରିଛନ୍ତି। ଆଜି ଏନସିପି ଗଠନକୁ ୨୫ ବର୍ଷ ପୂରିଛି। ୨୫ … Read More