ମୋଦୀ ସରକାର ଓଡ଼ିଶାର ସମ୍ମାନ ଓ ଓଡ଼ିଆ ଅସ୍ମିତାକୁ ପ୍ରାଥମିକତା ଦେଉଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ : ମୋଦୀ ସରକାରରେ ଓଡ଼ିଶାର ସମ୍ମାନ, ଗୌରବ ଓ ଓଡ଼ିଆ ଅସ୍ମିତାକୁ ପ୍ରାଥମିକତା ଦିଆଯିବା ଦେବା ସହ ବିଗତ ୯ ବର୍ଷରେ ଅନେକ ଜନକଲ୍ୟାଣକାରୀ କାମ ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ କୋଟି ୨୫ … Read More

ଆଷାଢ଼ ମାସରେ ୪୦ ଡିଗ୍ରି ଉପରେ ୨୬ ସହର

ଭୁବନେଶ୍ବର: ଶ୍ରାବଣ ମାସରେ ବର୍ଷା ନାହିଁ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୌସୁମୀକୁ ରାଜ୍ୟବାସୀ ଅପେକ୍ଷା କରିଥିବା ବେଳେ ପ୍ରବଳ ଖରା ଏବଂ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଅପରାହ୍‌ଣ ୩ଟା ଯାଏଁ ଗ୍ରୀଷ୍ମ ପ୍ରବାହ … Read More

ଆଜ୍ଞାମାଳ ନେଇ ଶିଆଳି ଦଉଡ଼ି ତିଆରି କଲେ ଭୂୟାଁ ସମ୍ପ୍ରଦାୟ ଲୋକେ

କେନ୍ଦୁଝର : ଆସନ୍ତା ୨୦ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ସଜେଇ ହେଲାଣି କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ପୀଠ। ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ମହାପ୍ରଭୁଙ୍କୁ ଟାଣିନେବା ପାଇଁ ବ୍ୟବହାର ହେଉଥିବା ଶିଆଳି ଦୌଡ଼ି ପ୍ରସ୍ତୁତି ମଧ୍ୟ ଆରମ୍ଭ … Read More

କାଳବୈଶାଖୀ ଭାଙ୍ଗିଦେଲା ଅଜନ୍ତା ସର୍କସର ୮୦ ଫୁଟର ବିଶାଳ ଟେଣ୍ଟ

ଭୁବନେଶ୍ବର : ଦୀର୍ଘ ପ୍ରାୟ ୧୦ ବର୍ଷ ପରେ ରାଜଧାନୀ ଭୁବନେଶ୍ୱରକୁ ଫେରିଛି ଅଜନ୍ତା ସର୍କସ। ହେଲେ ଶୋ’ ଆରମ୍ଭରୁ ହିଁ ସର୍କସ କର୍ତ୍ତୃପକ୍ଷଙ୍କୁ କ୍ଷତି ସହିବାକୁ ପଡ଼ିଛି। ଆଜି ଅପରାହ୍ନରେ ଆସିଥିବା କାଳବୈଶାଖୀ ପ୍ରଭାବରେ ଏହି ସର୍କସ ୮୦ ଫୁଟ … Read More

ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ଅଲଆଉଟ୍

ଲଣ୍ଡନ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୪୬୯ରେ ଅଲଆଉଟ୍ ହୋଇଯାଇଛି । ଭାରତ ନିଜର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି ଓ ସର୍ବଶେଷ ଖବର ଅନୁସାରେ ଭାରତ ଅଧିନାୟକ … Read More

ରେପୋ ରେଟ୍‌କୁ ୬.୫%ରେ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ରେପୋ ରେଟ୍‌ ବା ସୁଧ ହାରକୁ ପୁଣିଥରେ ୬.୫%ରେ ଅପରିବର୍ତ୍ତିତ ରଖିଛି ଆରବିଆଇ। ଗୁରୁବାର ମାସିକ ମନିଟାରୀ ନୀତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମନିଟାରୀ ପଲିସି କମିଟି ସର୍ବସମ୍ମତିକ୍ରମେ ରେପୋ … Read More

କେଜ୍ରିୱାଲ ଭାଷଣ ଆରମ୍ଭ କରିବାମାତ୍ରେ ମୋଦି ମୋଦି ସ୍ଲୋଗାନ ଦେଲେ ଲୋକେ

ନୂଆଦିଲ୍ଲୀ:  ଭାଷଣ ଦେବା ସମୟରେ ମୋଦୀ ମୋଦୀ କହିବା ଆରମ୍ଭ କଲେ ଲୋକେ। ଏହା ଶୁଣି ହାତ ଯୋଡିଦେଲେ କେଜ୍ରିୱାଲ।ଦେଶର ରାଜଧାନୀ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏବଂ … Read More

ବିମାନ ଭଡ଼ା ୬୧ ପ୍ରତିଶତ କମିଛି : କେନ୍ଦ୍ରମନ୍ତ୍ରୀ ସିନ୍ଧିଆ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବିମାନର ଭଡ଼ା ୬୧% ଯାଏ ହ୍ରାସ ପାଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଜୁନ ୬ରେ ବିଭିନ୍ନ ବିମାନ କମ୍ପାନୀର ପରାମର୍ଶଦାତା ଗ୍ରୁପର ମିଟିଂ ବସିଥିଲା। ଏହାପରେ ଦିଲ୍ଲୀରୁ ବିଭିନ୍ନ ସ୍ଥାନକୁ ଲାଗୁ … Read More

କର୍ଣ୍ଣାଟକ ପରାଜୟ ପରେ ବିଜେପି ଆତ୍ମସମୀକ୍ଷା କରିବା ଦରକାର : ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ବିଜେପିର ପରାଜୟ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଦଳକୁ ପରାମର୍ଶ ଦେଇଛି। ଆରଏସଏସର ମୁଖପତ୍ର କୁହାଯାଉଥିବା ‘ଅର୍ଗାନାଇଜର’ରେ କୁହାଯାଇଛି ଯେ ବିଜେପିକୁ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି | ଦୃଢ଼ ଆଧାର … Read More

୧୪ ଘଣ୍ଟାର ଅପରେସନ ପରେ ବ୍ରିଜ୍‌ର ପିଲାର୍‌ରେ ଫସିଥିବା ନାବାଳକ ଉଦ୍ଧାର

ପାଟନା : ଦୀର୍ଘ ୧୪ ଘଣ୍ଟାର ଅପରେସନ ପରେ ପିଲାର ଭିତରେ ଫସିଥିବା ନାବାଳକଙ୍କୁ ଉଦ୍ଧାର କରାଯାଇଛି। ବିହାରର ରୋହତାସର ବ୍ରିଜ୍‌ର ଗୋଟିଏ ସ୍ଲାବ ଓ ପିଲାର ମଧ୍ୟରେ ୧୧ ବର୍ଷର ପିଲାଟି ଫସି ଯାଇଥିଲା। ତାକୁ ଏନଡିଆରଏଫ ଟିମ ଓ … Read More