ମାନହାନି ମାମଲାରେ ଅପରାଧିକ ଦଣ୍ଡାଦେଶ ପାଇବାରେ ମୁଁ ହେଉଛି ପ୍ରଥମ ବ୍ୟକ୍ତି: ରାହୁଲ୍ ଗାନ୍ଧୀ
ନୂଆଦିଲ୍ଲୀ: ମାନହାନି ମାମଲାରେ ବୋଧହୁଏ ସେ ହେଉଛନ୍ତି ଅପରାଧିକ ଦଣ୍ଡାଦେଶ ପାଇଥିବା ବ୍ୟକ୍ତି ବୋଲି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ବୁଧବାର ଦିନ କାଲିଫର୍ଣ୍ଣିଆସ୍ଥିତ ସମ୍ମାନଜନକ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟ ପରିସରରେ ଉଦ୍ବୋଧନ ଦେବା ବେଳେ କହିଛନ୍ତି। ବକ୍ତବ୍ୟ ଦେବା ବେଳେ ରାହୁଲ୍ … Read More